ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM ର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 16, 2021, 3:00 PM IST

1.ଆଜିଠୁ ୟୁଜି ପିଜି ଅଫଲାଇନ କ୍ଲାସ, ନାହାଁନ୍ତି ପିଲା

ଆଜିଠାରୁ ୟୁଜି, ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହରେ ପାଠପଢା ଆରମ୍ଭ । ପ୍ରଥମ ଦିନରେ କମିଛି ଉପସ୍ଥାନ ।

2.କାବୁଲ ବିମାନ ବନ୍ଦରରେ ଭୟଙ୍କର ସ୍ଥିତି, ବିମାନରେ ଚଢିବାକୁ ଠେଲାପେଲା ଜନସମୁଦ୍ର

ଆଫଗାନିସ୍ତାନ ଏୟାରସ୍ପେସ ବନ୍ଦ ନିଷ୍ପତ୍ତି ପରେ କାବୁଲକୁ ବିମାନ ଉଡାଣ ବନ୍ଦ ରଖିଛି ଏୟାର ଇଣ୍ଡିଆ ।

3.ରାଜ୍ୟରେ ଦୁଇ ଦିନରେ 242 ଶିଶୁ କୋରୋନା ସଂକ୍ରମିତ, 9 ରୁ 18 ବର୍ଷ ବୟସ୍କ ଶିଶୁ ଆକ୍ରାନ୍ତ

ରାଜ୍ୟରେ ଚିନ୍ତା ବଢାଇବାରେ ଲାଗିଛି କୋରୋନା । ଗତ ୨ ଦିନ ମଧ୍ୟରେ ରାଜ୍ୟରେ ୨୪୨ ଶିଶୁ ହୋଇଛନ୍ତି କୋରୋନାରେ ଆକ୍ରାନ୍ତ

4.ଆସୁଛି ରାକ୍ଷୀ ପୂର୍ଣ୍ଣିମା, ଏଥର ଭାଇ ହାତରେ ଭଉଣୀ ବାନ୍ଧିବ ଟେରାକୋଟା ରାକ୍ଷୀ

ଦିନ କେଇଟା ପରେ ରକ୍ଷା ବନ୍ଧନ । ଝୋଟ, ମାକ୍ରମ (ନାଇଲନ ସୂତା),ଟେରାକୋଟା, ସବାଇ ଘାସର ରାକ୍ଷୀ କିଣିବା ପାଇଁ ଜମୁଛି ଗ୍ରାହକଙ୍କ ଭିଡ ।

5.ଆସନ୍ତା ୨୦ରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ସ୍ମାର୍ଟ ହେଲଥ୍‌ କାର୍ଡ

ଆସନ୍ତା ୨୦ରେ ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ଼ର ଦ୍ଵିତୀୟ ଲହର ପରେ ପ୍ରଥମ ଥର ଜିଲ୍ଲା ଗସ୍ତରେ ଯିବେ ନବୀନ ।

6.କୋଟିଆରେ ଆନ୍ଧ୍ର ବିଧାୟକଙ୍କ ପ୍ରବେଶକୁ ବିରୋଧ, କାର୍ଯ୍ୟକ୍ରମ ବାତିଲ

କୋଟିଆରେ ହେବାକୁ ଥିବା ଆନ୍ଧ୍ର ବିଧାୟକଙ୍କ କାର୍ଯ୍ୟକ୍ରମକୁ ବିରୋଧ । ସୁରକ୍ଷା ବ୍ୟବସ୍ଥାକୁ ବଢାଇଲା ପ୍ରଶାସନ ।

7.ଆଫଗାନିସ୍ତାନ ସଙ୍କଟ, ବିଶ୍ବ ନେତା କହିଲେ ଏମିତି କିଛି...

ଆଫଗାନିସ୍ତାନ କାବୁ କରିବାକୁ ତାଲିବାନ ପ୍ରସ୍ତୁତ ହେଉଥିବାବେଳେ କିଛି ଦିନ ହେବ ଏହି ଘଟଣାକୁ ନେଇ ଦେଶର ସୁରକ୍ଷା ପରିସ୍ଥିତି ଉପରେ ଅନେକ ନେତା ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

8.ହ୍ବାଇଟ ହାଉସ ବାହାରେ ଆଫଗାନ ନାଗରିକଙ୍କ ବିକ୍ଷୋଭ

ହ୍ବାଇଟ ହାଉସ ବାହାରେ ଆଜି ଶହଶହ ସଂଖ୍ୟାରେ ଆଫଗାନ ନାଗରିକ ଏକାଠି ହୋଇ ଆଫଗାନିସ୍ତାନ ସ୍ଥିତି ପାଇଁ ବାଇଡେନ ଦାୟୀ ବୋଲି କହିଛନ୍ତି ।

9 ରାସ୍ତାରେ ଆଉ ଗଡିବନି ୧୫ବର୍ଷରୁ ଅଧିକ ପୁରୁଣା ଗାଡି

କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍ ପଲିସି ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

10. କଂଗ୍ରେସ ଛାଡିଲେ ସୁସ୍ମିତା ଦେବ; TMCରେ ହେବେ ସାମିଲ !

କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା । ଦଳ ଛାଡିଲା ସର୍ବ ଭାରତୀୟ ମହିଳା ମୋର୍ଚ୍ଚାର ମୁଖ୍ୟ ସୁସ୍ମିତା ଦେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.