ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଅପରାହ୍ନ ୩ଟାର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 27, 2021, 3:02 PM IST

1. ରାଜଧାନୀରେ କାହିଁକି ବଢୁଛି ସଂକ୍ରମଣ ? କାରଣ କହିଲେ DMET

ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଛି ସେଠି ଅଧିକରୁ ଅଧିକ ଫୋକସ୍ ଦିଆଯିବ ଏବଂ ଚେଷ୍ଟା କରାଯିବ କିଭଳି ଭାବରେ ସଂକ୍ରମଣ ସେହି ଜିଲ୍ଲା ଗୁଡିକରେ ହ୍ରାସ ପାଇବ ବୋଲି କହିଛନ୍ତି DMET ସିବିକେ ମହାନ୍ତି ।

2. ମାଷ୍ଟରକ୍ୟାଣ୍ଟିନରୁ ସ୍ଥାନାନ୍ତରିତ ହେବନି ଐତିହାସିକ ଘୋଡ଼ା

ମାଷ୍ଟରକ୍ୟାଣ୍ଟିନରୁ ସ୍ଥାନାନ୍ତରିତ ହେବନି ଐତିହାସିକ ଘୋଡ଼ା । ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

3. ମାଷ୍ଟରକ୍ୟାଣ୍ଟିନରେ ଆତଙ୍କରାଜ ଘଟଣା: ୨ ଗିରଫ ସହ ଭଙ୍ଗା ହେଲା ଦୁର୍ବୃତ୍ତଙ୍କ ଦୋକାନ

ମାଷ୍ଟରକ୍ୟାଣ୍ଟିନରେ ଆତଙ୍କରାଜ ଘଟଣାରେ ୨ ଜଣ ଗିରଫ ହେବା ସହିତ ଦୁର୍ବୃତ୍ତଙ୍କ ଦୋକାନକୁ ପୋଲିସ ଭାଙ୍ଗିଥିବା ମିଳିଛି ସୂଚନା ।

4. ଆଜି ବେଙ୍ଗାଲୁରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ! ସଂଧ୍ୟାରେ ବିଧାୟକ ଦଳ ବୈଠକ

ଖୁବଶୀଘ୍ର ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପାଙ୍କ ଇସ୍ତଫା ପରେ ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚାଲିଛି ଅଙ୍କକଷା ।

5. Parliament Monsoon Session; ପେଗାସସ ଝଡରେ ଉଭୟ ସଦନ ଅଚଳ

ଗତକାଲି( ସୋମବାର) ଲୋକସଭା ବାଚସ୍ପତିଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ସାକ୍ଷାତ କରିବା ପରେ ଆଜି ସମ୍ଭବତଃ ଆଶା କରାଯାଉଥିଲା ଲୋକସଭା ସ୍ବାଭାବିକ ଅବସ୍ଥାକୁ ଫେରିବ ।

6. ଧାନବିକ୍ରି କରି ପାରିଲେନି 2050 ଚାଷୀ

ସୁବର୍ଣ୍ଣପୁରରେ ଗତ ରବି ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାରୁ ବଞ୍ଚିତ ପ୍ରାୟ ଅଢେଇ ହଜାର ଚାଷୀ ।

7. ଭାରତୀୟ ଟେନିସ ଟିମର ଟୋକିଓ ଅଲମ୍ପିକ ଅଭିଯାନ ଶେଷ

ଭାରତୀୟ ଟେନିସ ଟିମର ଟୋକିଓ ଅଲମ୍ପିକ ଯାତ୍ରା ଔପଚାରିକ ଭାବେ ଶେଷ ।

8. Olympics: ପ୍ରତିଯୋଗିତା ପୂର୍ବରୁ ଦୌଡ଼ରାଣୀ ଦୂତୀଙ୍କ ଜୋରଦାର୍‌ ଅଭ୍ୟାସ

ଟୋକିଓ ଅଲମ୍ପିକ ଦୌଡ ପ୍ରତିଯୋଗିତା ପୂର୍ବରୁ ଦୌଡ଼ରାଣୀଙ୍କ ଅଭ୍ୟାସ ।

9. Pornography case: ୧୪ ଦିନିଆ ନ୍ୟାୟିକ ହେପାଜତରେ ରାଜ କୁନ୍ଦ୍ରା

ପର୍ଣ୍ଣୋଗ୍ରାଫି ମାମଲାରେ ରାଜକୁନ୍ଦ୍ରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ନେଇଛି ପୋଲିସ ।

10. Sherlyn Chopra, Poonam Pandeyଙ୍କୁ ହାଇକୋର୍ଟଙ୍କ ଆଶ୍ବସ୍ତି

ଗିରଫ ଭୟରେ ଅଭିନେତ୍ରୀ ଶର୍ଲିନ ଓ ପୁନମ ପାଣ୍ଡେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.