ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 16, 2021, 3:18 PM IST

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଆସିଲା ନୂଆ ଗାଇଡଲାଇନ; 17 ଜିଲ୍ଲାରେ କୋହଳ

କୋହଳ ହେଲା କଟକଣା । ଆଂଶିକ କଟକଣା ସହ ରାଜ୍ୟରେ ଜୁଲାଇ 1କୁ ବଢିଲା ଲକଡାଉନ । ଏନେଇ ଆଜି ମୁଖ୍ୟ ଶାସନ ସଚିବ ଗାଇଡ ଲାଇନ ଜାରି କରି ସୂଚନା ଦେଇଛନ୍ତି ।

2.ମାଲକାନଗିରିରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ ମାଓବାଦୀ ଆହତ

ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ ପୋଲିସ ମୁହାଁମୁହିଁ

3.ପୁଣି ଏକ ବନ୍ଧୁକ ରାକେଟ ଠାବ, 4 ବେପାରୀ ଗିରଫ

ସିଲଭର ସିଟିରୁ ପୁଣି ଏକ ବନ୍ଧୁକ ରାକେଟ ଠାବ କରିଛି କମିସନରେଟ ପୋଲିସ । ୧୧ ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ କରିବା ସହିତ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

4.ଦିନକରେ ରାଜ୍ୟରୁ 44 କୋରୋନା ଆକ୍ରାନ୍ତ ମୃତ

ପୁଣି ଦିନକରେ ରାଜ୍ୟରୁ ଆଖି ବୁଜିଲେ 44 କୋରୋନା ଆକ୍ରାନ୍ତ । ନୂଆ ମୃତକଙ୍କୁ ମିଶାଇ ମୃତ୍ୟୁସଂଖ୍ୟା 3 ହଜାର 432 ପାର୍ ।

5.ଖସୁଛି ସଂକ୍ରମଣ, ଦିନକରେ 62 ହଜାର 224 ନୂଆ ସଂକ୍ରମିତ, 2542 ମୃତ

ଦେଶରେ ଖସୁଛି ସଂକ୍ରମଣ । ଦିନକରେ 62 ହଜାର 224 ନୂଆ ସଂକ୍ରମିତ ଚିହ୍ନଟ । 2542 ଜଣଙ୍କ ମୁଣ୍ତ ନେଇଛି ଘାତକ ଭୂତାଣୁ ।

6.ବଙ୍ଗ ନିର୍ବାଚନରେ ବିବାଦୀୟ ଭାଷଣ ନେଇ ମିଥୁନ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା

ପଶ୍ଚିମବଙ୍ଗ ନିର୍ବାଚନରେ ବିବାଦୀୟ ଭାଷଣକୁ ନେଇ ଆଜି କୋଲକାତା ପୋଲିସ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିଛି ।

7.ଆଞ୍ଚଳିକ ସୁରକ୍ଷା ବୈଠକକୁ ସମ୍ବୋଧିତ କଲେ ରାଜନାଥ ସିଂହ

10ଟି ASEAN ରାଷ୍ଟ୍ର ଏବଂ ସାଥୀ ରାଷ୍ଟ୍ରଗୁଡିକର ଆଞ୍ଚଳିକ ସୁରକ୍ଷା ବୈଠକକୁ ସମ୍ବୋଧିତ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

8.ଲୋନି ସୀମାରେ ବୃଦ୍ଧଙ୍କୁ ମାରପିଟ ଘଟଣା; ଟ୍ବିଟର ସମେତ ସାତଜଣଙ୍କ ନାଁରେ ମାମଲା

ଉତ୍ତରପ୍ରଦେଶର ଗାଜିଆବାଦର ଲୋନି ସୀମାରେ ଜଣେ ବୃଦ୍ଧଙ୍କୁ ମାରପିଟ ଘଟଣାରେ ଟ୍ବିଟର ସମେତ ସାତଜଣଙ୍କ ନାଁରେ ମାମଲା ରୁଜ୍ଜୁ ।

9.ଭାରତରେ ଆଇନଗତ ସୁରକ୍ଷା ହରାଇବା ପରେ IT ନିୟମ ମାନିବ ଟ୍ବିଟର

ଭାରତ ସରକାରଙ୍କ ନୂଆ IT ନିୟମ ନ ମାନିବା ଯୋଗୁଁ ଟ୍ବିଟର ଭାରତରେ ଆଇନଗତ ସୁରକ୍ଷା ହରାଇବା ପରେ ମୁଣ୍ଡ ନୁଆଁଇଛି ।

10.71 ବର୍ଷରେ ମିଥୁନ, ନକ୍ସଲରୁ ସୁପରଷ୍ଟାର ଯାତ୍ରା...

ଆଜି 71ତମ ଜନ୍ମଦିନ ପାଳନ କରୁଛନ୍ତି ମିଥୁନ ଦା । ରୋମାଣ୍ଟିକ ଡ୍ରାମା ଠୁ ନେଇ ଆକ୍ସନ ଷ୍ଟାର ରୂପେ ଦେଖାଇସାରିଛନ୍ତି ନିଜର ଦମଦାର ଅନ୍ଦାଜ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.