ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS @3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 29, 2021, 3:12 PM IST

1.ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ସମୁଦ୍ର ଜୁଆର ପାଣି ରୋକିବାକୁ ଦୀର୍ଘ ମିଆଦି ଯୋଜନା

ବିଶ୍ଵବ୍ୟାଙ୍କ ସହାୟତାରେ ସମୁଦ୍ର ଜୁଆର ପାଣି ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଦୀର୍ଘ ମିଆଦି ଯୋଜନା । ଏହି ଯୋଜନା ମାଧ୍ୟମରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ବିପତ୍ତିକୁ ରୋକାଯାଇ ପାରିବ ।

2.ଶ୍ରୀମନ୍ଦିର ରତ୍ନ ସିଂହାସନ ଫଟୋ ଭାଇରାଲ

ପୁଣି ଭାଇରାଲ ହେଲା ପୁରୀ ଶ୍ରୀମନ୍ଦିର ଭିତର ଫଟୋ । ପଶ୍ଚିମବଙ୍ଗର ଜଣେ ଯୁବକ ନିଜ ଫେସବୁକ୍ ପେଜରେ ରତ୍ନ ସିଂହାସନ ଫଟୋ ପୋଷ୍ଟ କରିବା ସହ ଜଣେ ବରିଷ୍ଠ ସେବାୟତଙ୍କୁ ଟ୍ୟାଗ କରିଛନ୍ତି ।

3.ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଠିକ ସମୟରେ ଲକଡାଉନ ଲାଗୁ ହେବା ପରେ ରାଜ୍ୟରେ ଧୀରେ ଧୀରେ କୋରୋନା ସଂକ୍ରମଣ କମୁଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

4.ବିଶ୍ବବିଦ୍ୟାଳୟ-ଡିଗ୍ରୀ କଲେଜ ପିଲାଙ୍କ ହେବ ଅନଲାଇନ କ୍ଲାସ

ଜୁନ 1 ତାରିଖ ଠାରୁ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କ ଅନଲାଇନରେ କ୍ଲାସ କରାଯିବ ।

5.କୋରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ

କୋଭିଡ଼ ଛଡ଼େଇ ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କର ଆଜି(ଶନିବାର) କୋରୋନାରେ ମୃତ୍ୟୁ ହୋଇଛି ।

6.ଦିଲ୍ଲୀରେ ଅଜଣା ରୋଗ କବଳରେ ଶିଶୁ

ରାଜଧାନୀ ଦିଲ୍ଲୀରେ ଅଜଣା ରୋଗ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ରୋଗ କବଳରେ କୋରୋନା ଆକ୍ରାନ୍ତ ପରେ ସୁସ୍ଥ ହୋଇଥିବା ଶିଶୁ ଆକ୍ରାନ୍ତ ହେଉଛନ୍ତି ।

7.ଜଳୁଛି କାର୍ଗୋ ଜାହାଜ, ଏସିଡ ବର୍ଷା ନେଇ ଶ୍ରୀଲଙ୍କାର ଚେତାବନୀ

ଶ୍ରୀଲଙ୍କାର କଲୋମ୍ବୋ ନିକଟରେ ଏକ କାର୍ଗୋ ଜାହାଜ ଜଳୁଥିବା ବେଳେ ଏଥିଲାଗି ଶ୍ରୀଲଙ୍କାରେ ଏସିଡ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।

8.ଜାଣନ୍ତୁ, କାହିଁକି ଏତେ ଲୋକପ୍ରିୟ କେପି ଶର୍ମା ଓଲି

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି 6 ମାସ ମଧ୍ୟରେ ଦୁଇ ଦୁଇ ଥର ସଂସଦ ଭଙ୍ଗ ପାଇଁ ସୁପାରିଶ କରିଛନ୍ତି । ଯାହାଦ୍ବାରା ନେପାଳ ରାଜନୀତିରେ ଅସ୍ଥିରତା ଲାଗି ରହିଛି । ଯାହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିଲେ ମଧ୍ୟ ପ୍ରଧାମନ୍ତ୍ରୀ ଓଲିଙ୍କ ଲୋକପ୍ରିୟତା ଅବିଚଳିତ ରହିଛି ।

9.ମନୋଜଙ୍କ ଆଗାମୀ ଫିଲ୍ମକୁ ରାମଗଡବାସୀଙ୍କ ବିରୋଧ, ବନ୍ଦ ହେଲା ସୁଟିଂ

କୋରୋନା କାଳରେ ନିଜ ଗାଁରେ ଫିଲ୍ମ ସୁଟିଂ କରିବାକୁ ଅନୁମତି ଦେଲେନି ରାମଗଡ ବ୍ଲକର ସୋନାପାନି ଗ୍ରାମବାସୀ । ନିରାଶ ମନୋଜ ବାଜପେୟୀ ।

10.ଦୁବାଇରେ ଖେଳାଯିବ IPLର ଅବଶିଷ୍ଟ ମ୍ୟାଚ

ବିଶ୍ବର ଲୋକପ୍ରିୟ ଟି-20 ମ୍ୟାଚ IPLର ଅବଶିଷ୍ଟ ମ୍ୟାଚଗୁଡିକ ଦୁବାଇରେ ଖେଳାଯିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.