ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 26, 2021, 3:03 PM IST

1.ବାତ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିବ ରିଲିଫ୍, ରେଡକ୍ରସ ଭବନରେ ଚାଲିଛି ପ୍ୟାକିଙ୍ଗ

ବାତ୍ୟା ଆଶ୍ରୟ ସ୍ଥଳ ଓ ପ୍ରଭାବିତ ଅଞ୍ଚଳକୁ ରିଲିଫ ପଠାଇବା ପାଇଁ ରେଡକ୍ରସ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି ।

2.ବାତ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିବ ବିଦ୍ୟୁତ, ଆନ୍ଧ୍ରରୁ ଆସିଲା ସ୍ବତନ୍ତ୍ର ଡିଜି ସେଟ

ବାତ୍ୟା ପ୍ରଭାବିତ ଅଞ୍ଚଳକୁ ବିଦ୍ୟୁତ ସେବା ପହଞ୍ଚାଇବା ପାଇଁ ଆନ୍ଧ୍ରରୁ ସ୍ବତନ୍ତ୍ର ଡିଜି ସେଟ ରାଜଧାନୀରେ ପହଞ୍ଚିଛି ।

3.ସ୍ଥଳଭାଗ ଛୁଇଁଲା ‘ୟସ’: ମୟୂରଭଞ୍ଜ ପାଇଁ ବଢିଲା ବିପଦ, ଆଗାମୀ 12 ଘଣ୍ଟା ଗୁରୁତ୍ବପୂର୍ଣ୍ଣ

ମୟୂରଭଞ୍ଜରେ ବଢିବାରେ ଲାଗିଛି ପବନ । ଆଗାମୀ 12 ଘଣ୍ଟା ମୟୂରଭଞ୍ଜ ପାଇଁ ଗୁରୁତ୍ବପୂର୍ଣ୍ଣ । 90 ରୁ 110 କିମି ବେଗରେ ବହିବ ପବନ ।

4.ଉପକୂଳରେ କେମିତି ଥିଲା ‘ୟସ’ର ପ୍ରଭାବ, ଦେଖନ୍ତୁ ଭିଡିଓ...

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ୟସ୍’ । ଦିନ 1ଟାରେ ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସକାଳ 10ଟା 30ରୁ 11ଟା 30 ମଧ୍ୟରେ ଉପକୂଳ ଅତିକ୍ରମ କରିଛି ।

5.ଭଲ ସ୍ବାସ୍ଥ୍ୟସେବା ପାଇଁ ପ୍ରତିଯୋଗିତା, ଶ୍ରେଷ୍ଠ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିବ ପୁରସ୍କାର

ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ କରିବାକୁ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଏଣିକି ପ୍ରତିଯୋଗିତା ହେବ । ଶ୍ରେଷ୍ଠ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିବ ପୁରସ୍କାର ।

6.ପୁଣି ରାଜ୍ୟରୁ କୋରୋନା ନେଲା 35 ଜୀବନ

ପୁଣି ରାଜ୍ୟରେ କୋରୋନା କବଳରେ ଆଖି ବୁଜିଲେ 35 କୋରୋନା ଆକ୍ରାନ୍ତ । ଏମାନଙ୍କୁ ମଧ୍ୟରୁ ଜଣେ 20 ଏବଂ 28 ବର୍ଷିୟ ଯୁବକ ଥିବା ସୂଚନା ।
7.ଗୁରୁବାର ସକାଳେ ଝାଡ଼ଖଣ୍ଡ ଛୁଇଁବ ବାତ୍ୟା ୟସ୍‌

ଓଡ଼ିଶାରେ ତାଣ୍ଡବ ରଚିବା ପରେ ବାତ୍ୟା ୟସ୍‌ ଗୁରୁବାର ଝାଡ଼ଖଣ୍ଡକୁ ଅତିକ୍ରମ କରିବ । ଅଧିକ ପଢନ୍ତୁ...

8.ରତ୍ନଗିରି ସମୁଦ୍ରରୁ ଏକ ବିରଳ ଶାଙ୍କୁଚ ଉଦ୍ଧାର, ଓଜନ 150 କିଲୋଗ୍ରାମ

ମହାରାଷ୍ଟ୍ର ରତ୍ନଗିରିରେ ସମୁଦ୍ରରୁ ଏକ ବିରଳ ପ୍ରଜାତିର ଶାଙ୍କୁଚ ମାଛ ଉଦ୍ଧାର ହୋଇଛି । ଯାହାର ଓଜନ 150 କିଲୋଗ୍ରାମ ହୋଇଥିବା ବେଳେ ଏହାର ଉଚ୍ଚତା 6 ଫୁଟରୁ 7 ଫୁଟ ହେବ ବୋଲି କୁହାଯାଇଛି ।

9.ଏବେବି ବୁଦ୍ଧଦେବଙ୍କ ଶିକ୍ଷା ପ୍ରାସଙ୍ଗିକ: ଦଲାଇଲାମା

ବୁଦ୍ଧ ଦେବଙ୍କ ଜନ୍ମ ଜୟନ୍ତୀରେ ମନେ ପକାଇଲେ ତିଦ୍ଦତୀୟ ଧର୍ମଗୁରୁ ଦଲାଇଲାମା । ଆଜି ମଧ୍ୟ 2600 ବର୍ଷ ପୂର୍ବେ ଯେପରି ବୁଦ୍ଧ ଶିକ୍ଷାର ପ୍ରାସଙ୍ଗିକତା ଥିଲା ସେହିପରି ରହିଛି ।

10.ଆସିଲା ‘ସୁପର ଡାନ୍ସର 4’ର ନୂଆ ପ୍ରୋମୋ ଭିଡିଓ, ଦୁଇ ସେଟ୍ଟୀ ହେଲେ ଏକାଠି

ଆସନ୍ତା ଶନିବାର ଓ ରବିବାର ସୁନୀଲ ସେଟ୍ଟୀଙ୍କୁ ଦେଖିବାକୁ ମିଳିବ ‘ସୁପର ଡାନ୍ସର ଚାପ୍ଟର 4’ରେ । ଯାହାର ନୂଆ ପ୍ରୋମୋ ଭିଡିଓ ଜାରି ହୋଇଯାଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.