ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 23, 2021, 3:06 PM IST

1.ବାତ୍ୟା ମୁକାବିଲା; ପ୍ରସ୍ତୁତ ରହିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୋଦିଙ୍କ ପରାମର୍ଶ

ବାତ୍ୟା ପ୍ରସ୍ତୁତି ନେଇ ଆଜି(ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ 11ଟାରେ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି ।

2.ବାତ୍ୟା ୟସ୍‌: ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

ବାତ୍ୟା ୟସ୍‌ ପାଇଁ ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି ।

3.ବୁଲା ଜୀବଜନ୍ତୁଙ୍କ ଖାଦ୍ୟ ପାଇଁ ପୁଣି ୫୫ ଲକ୍ଷ ଦେଲେ ନବୀନ

ପୁଣି ବୁଲା ଜୀବଜନ୍ତୁଙ୍କ ପାଇଁ 55 ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ 5 ମହାନଗର ନିଗମ 48 ଟି ମ୍ୟୁନିସପାଲଟି ଓ 61 ଟିଏନ୍ଏସିକୁ ସହାୟତା ମଞ୍ଜୁର କରାଯାଇଛି ।

4. ଦେଶରେ 24 ଘଣ୍ଟାରେ 2.40 ଲକ୍ଷ ନୂଆ ସଂକ୍ରମିତ

ଦେଶରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ସଂକ୍ରମଣ । ଗତ 24 ଘଣ୍ଟାରେ 2 ଲକ୍ଷ 40 ହଜାର 842 ନୂଆ ସଂକ୍ରମିତ ଚିହ୍ନଟ ଏବଂ 3 ହଜାର 741 ଜଣ ମୃତ ।

5.ଟେଷ୍ଟିଂ ବଢିବାରୁ ଆକ୍ରାନ୍ତ ସଂଖ୍ୟା ବି ବଢୁଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଟେଷ୍ଟ ବଢୁଥିବାରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଭୁବନେଶ୍ୱର କଟକ ମାଇଗ୍ରେଟେଡ଼ ଅଞ୍ଚଳ ହୋଇଥିବାରୁ ସେଠାରେ ସଂକ୍ରମଣ ଅଧିକ ରହୁଥିବା କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

6.ୟୁପିରେ ଭାଙ୍ଗିଲା ନିର୍ମାଣଧୀନ କୋଠା; 3 ମୃତ, 12 ଆହତ

ଉତ୍ତରପ୍ରଦେଶର କାଶଗଞ୍ଜ ଜିଲ୍ଲାର କୋତବାଲି ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ଭାଙ୍ଗି 3 ଜଣଙ୍କର ମୃତ୍ୟୁ ଘଟିଛି ।

7.ମହାରାଷ୍ଟ୍ରରେ ଭୂମିକମ୍ଫ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 3.3

ଆଜି( ରବିବାର) ସକାଳେ ମହାରାଷ୍ଟ୍ର ସାତାରାରେ ଭୂମିକମ୍ଫ ଅନୁଭୂତ । ଏନେଇ କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ।

8.ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକଡାଉନ

ଦିଲ୍ଲୀରେ ପୁଣି ଆଉ ସପ୍ତାହେ ପାଇଁ ବଢିଲା ଲକଡାଉନ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

9.ଆଜିଠୁ ଗାଜାରେ ଖୋଲିଲା ସରକାରୀ କାର୍ଯ୍ୟାଳୟ

ଗାଜା-ଇସ୍ରାଏଲ ଅସ୍ତ୍ରବିରତି ଘୋଷଣା କରିବା ପରେ ରବିବାରଠାରୁ ଗାଜାରେ ସରକାରୀ କାର୍ଯ୍ୟାଳୟ ଖୋଲିଛି ।

10.ସାଗର ରାଣା ହତ୍ୟା ମାମଲା, ରେସଲର ସୁଶୀଲ କୁମାର ଗିରଫ

ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସୁଶୀଲ କୁମାର ଓ ତାଙ୍କ ସହଯୋଗୀକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.