ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 9, 2021, 3:00 PM IST

1.ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ବ ଶର୍ମା

ଆସାମରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ବ ଶର୍ମା ।

2.କେନ୍ଦ୍ର ଅନୁଦାନରେ ଓଡିଶାର ଭାଗ ସମୁଦ୍ରକୁ ଶଙ୍ଖେ: ଅମର

କୋଭିଡ଼ ପରିଚାଳନା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ 333.8 କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ତାହା ବର୍ତ୍ତମାନ ପରିସ୍ଥିତିରେ ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

3.ସୁନ୍ଦରଗଡ ଓ ବରଗଡରେ ସ୍ବାସ୍ଥ୍ୟସେବା ସମୀକ୍ଷା କଲେ ଅସିତ ତ୍ରିପାଠୀ

ସୁନ୍ଦରଗଡ ଓ ବରଗଡ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ।

4.କୋଭିଡ଼ ପରିଚାଳନା ପାଇଁ ରାଜ୍ୟକୁ ମିଳିଲା 333.8 କୋଟି

କୋଭିଡ ପରିଚାଳନା ପାଇଁ ରାଜ୍ୟକୁ 333.8 କୋଟି ଟଙ୍କା ଅନୁଦାନ ଯୋଗାଇଛି କେନ୍ଦ୍ର ।

5.ଦୈନିକ ଟ୍ରେନରେ ଯାତାୟାତ କରୁଛନ୍ତି କି ? ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ସୂଚନା...

ଟ୍ରେନ ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଦୈନିକ ଚଳାଚଳ କରୁଥିବା ଛଅ ଯୋଡ଼ା ମେମୁ / ପାସେଞ୍ଜର ଟ୍ରେନ ସୋମବାର ଏବଂ ମଙ୍ଗଳବାର ଦିନ ବାତିଲ ରହିବ ।

6.ଗତ 24 ଘଣ୍ଟାରେ ଦେଶରେ 4 ଲକ୍ଷ 3 ହଜାର 738 ନୂଆ ଆକ୍ରାନ୍ତ ଚିହ୍ନଟ, 4092 ମୃତ

ଦେଶରେ ଅଣାୟତ୍ତ ସଂକ୍ରମଣ । ଗତ 24 ଘଣ୍ଟାରେ 4 ଲକ୍ଷ 3 ହଜାର 738 ନୂଆ ଆକ୍ରାନ୍ତ ଚିହ୍ନଟ । 4092 ଜଣଙ୍କର ମୁଣ୍ତ ନେଇଛି କିଲର ଭାଇରସ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।
7.ଉପର ମୁହାଁ କୋରୋନା ଗ୍ରାଫ, ଦିନକରେ 10,635 ପଜିଟିଭ ଚିହ୍ନଟ

ରାଜ୍ୟରେ ଅଣାୟତ୍ତ କୋରୋନା । 24 ଘଣ୍ଟାରେ ରାଜ୍ୟରେ 10ହଜାର 635 ପଜିଟିଭ ଚିହ୍ନଟ ।
8.ଦିଲ୍ଲୀରେ ମେ’ 17 ଯାଏଁ ବଢିଲା ଲକଡାଉନ, ବନ୍ଦ ରହିବ ମେଟ୍ରୋ ସେବା

ଦିଲ୍ଲୀରେ ମେ 17 ପର୍ଯ୍ୟନ୍ତ ବଢିଲା ଲକଡାଉନ । ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

9.ଜେଲରୁ ଆସିବା ପରେ ଆଜି ଦଳୀୟ ନେତାଙ୍କ ସହ ବୈଠକ କରିବେ ଲାଲୁ

ଦୀର୍ଘ ଦିନ ଧରି ଜେଲରେ ସଜା କାଟିବା ପରେ ଜାମିନରେ ଆସିଛନ୍ତି ଆରଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ।
10.୭ ରାଜ୍ୟର ୧୭ ଷ୍ଟେସନରେ କୋଭିଡ୍ କୋଚ୍ ସ୍ଥାପନ କଲା ଭାରତୀୟ ରେଳବାଇ

କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶର ୭ଟି ରାଜ୍ୟର ୧୭ଟି ଷ୍ଟେସନରେ ଆଇସୋଲେସନ କୋଚ୍ ନିୟୋଜିତ କରିଛି ଭାରତୀୟ ରେଳବାଇ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.