ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 5, 2021, 3:13 PM IST

1. ସୁପ୍ରିମକୋର୍ଟଙ୍କ ବଡ ରାୟ; ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଅସାମ୍ବିଧାନିକ

ରାୟରେ ସୁପ୍ରିମକୋର୍ଟ କହିଛନ୍ତି ମରାଠା ସମ୍ପ୍ରଦାୟଙ୍କୁ କୋଟା ପାଇଁ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଘୋଷଣା କରାଯାଇ ପାରିବ ନାହିଁ । ଏହା ମହାରାଷ୍ଟ୍ର ସରକାରଙ୍କ ଆଇନ 2018 ସମାନତା ଅଧିକାର ଉଲ୍ଲଘଂନ କରୁଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଆମେ ଆଉ ଥରେ 1992 ରାୟର ସମୀକ୍ଷା କରିବୁ ନାହିଁ ।

2. ପୂରଣ ହେଲା ସ୍ବପ୍ନ: ବିଶ୍ବବିଦ୍ୟାଳୟ ହେଲା ଖଲ୍ଲିକୋଟ ସ୍ବଂୟଶାସିତ କଲେଜ

ବିଶ୍ୱବିଦ୍ୟାଳୟ ହେଲା ଖଲ୍ଲିକୋଟ ସ୍ୱୟଂଶାସିତ କଲେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

3. 180ରୁ ଊର୍ଦ୍ଧ୍ବ କ୍ରାଇଜେନିକ୍ ଅକ୍ସିଜେନ କଣ୍ଟେନର ପରିବହନ କରିଛି ଭାରତୀୟ ବାୟୁସେନା

ସାରା ଭାରତ ଏବେ ମାହମାରୀ କୋରୋନା ସହ ଲଢେଇ କରୁଛି । ଏଭଳି ସ୍ଥିତିରେ ବିଭିନ୍ନ ହସ୍ପିଟାଲକୁ ତୁରନ୍ତ ଅକ୍ସିଜେନ ପ୍ଲାଣ୍ଟ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଭାରତୀୟ ବାୟୁସେନା । ବର୍ତ୍ତମାନ ସୁଦ୍ଧା ଭାରତୀୟ ବାୟୁସେନା 180ଟି ଖାଲି କ୍ରାଇଜେନିକ୍ ଅମ୍ଳଜାନ କଣ୍ଟେନର ଏବଂ ଅମ୍ଳଜାନ ସିଲିଣ୍ଡର, ଅମ୍ଳଜାନ ପ୍ଲାଣ୍ଟ ଉପକରଣ, ଅତ୍ୟାବଶ୍ୟକ ଔଷଧ ଏବଂ ଡାକ୍ତରଖାନା ଉପକରଣ ପରିବହନ କରିଛି।

4. କୋଭିଡ ମୁକାବିଲା: 50 ହଜାର କୋଟିର ଋଣ ବ୍ୟବସ୍ଥା କଲା ଆରବିଆଇ

ଦେଶରେ ଭୟଙ୍କର ରୂପ ଧାରଣ କରିଛି କୋରୋନାର ଦ୍ବିତୀୟ ଲହର । ଏନେଇ ଭାରତକୁ ଅନେକ ଦେଶ ସହଯୋଗର ହାତ ବଢାଇଛି ।

5.ବଙ୍ଗଳାରେ ମମତା ରାଜ; ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଅଭିଶେଷକ ହଲରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖଡ ପରସ୍ପରକୁ ଅଭିବାଦନ ଜଣାଇଥିଲେ । ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଏବେ ତାଙ୍କ ପ୍ରାଥମିକତା କୋରୋନା ବିରୋଧରେ ଲଢେଇ କରିବା ।

6. ଏସଟିଏଫ ହାତରେ ଇଣ୍ଟରଷ୍ଟେଟ ବନ୍ଧୁକ ବ୍ୟବସାୟୀ

ଇଣ୍ଟରଷ୍ଟେଟ ବନ୍ଧୁକ ବ୍ୟବସାୟୀଙ୍କୁ ଗିରଫ କଲା ଏସଟିଏଫ୍‌, 5ଟି ବନ୍ଧୁକ ସମେତ ଗୁଳି ଓ ମାଗାଜିନ ଜବତ ।

7. ମା’ର ମୃତଦେହକୁ ଅଟୋରେ ଶ୍ମଶାନ ନେଲେ 3 ଝିଅ, ଭିଡିଓ କଲରେ ଅନ୍ତିମ ସଂସ୍କାର ଦେଖିଲେ ବାପା

ବର୍ତ୍ତମାନର ପରିସ୍ଥିତି ଏପରି ଯେ, ଏକ ମୃତଦେହ ନେବାକୁ କୌଣସି ଗାଡ଼ି ଚାଳକ ପ୍ରସ୍ତୁତ ନୁହଁନ୍ତି । ତେବେ ରାଜସ୍ଥାନର ଯୋଦ୍ଧପୁରରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ମୃତଦେହକୁ ହସ୍ପିଟାଲରୁ ଶ୍ମଶାନ ପର୍ଯ୍ୟନ୍ତ ନେବା ପାଇଁ କେହି ରାଜି ନହେବାରୁ ଶେଷରେ ଏକ ଲୋଡିଂ ଅଟୋରେ ଶ୍ମସାନ ନେଇ ନିଜ ମା’ର ଅନ୍ତିମ ସଂସ୍କାର କଲେ 3 ଝିଅ

8. ଆଜିଠୁ ରାଜ୍ୟରେ 14 ଦିନିଆ ଲକଡାଉନ

ଆଜିଠୁ 14 ଦିନ ପାଇଁ ରାଜ୍ୟ ଲକଡାଉନ । କେବଳ ନିଦ୍ଦିଷ୍ଟ କିଛି ସେବାକୁ ବାଦ୍‌ ଦେଲେ ଅନ୍ୟସମସ୍ତ ସେବା ବନ୍ଦ ରହିବ ।

9. 180ରୁ ଊର୍ଦ୍ଧ୍ବ କ୍ରାଇଜେନିକ୍ ଅକ୍ସିଜେନ କଣ୍ଟେନର ପରିବହନ କରିଛି ଭାରତୀୟ ବାୟୁସେନା

ସାରା ଭାରତ ଏବେ ମାହମାରୀ କୋରୋନା ସହ ଲଢେଇ କରୁଛି । ଏଭଳି ସ୍ଥିତିରେ ବିଭିନ୍ନ ହସ୍ପିଟାଲକୁ ତୁରନ୍ତ ଅକ୍ସିଜେନ ପ୍ଲାଣ୍ଟ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଭାରତୀୟ ବାୟୁସେନା । ବର୍ତ୍ତମାନ ସୁଦ୍ଧା ଭାରତୀୟ ବାୟୁସେନା 180ଟି ଖାଲି କ୍ରାଇଜେନିକ୍ ଅମ୍ଳଜାନ କଣ୍ଟେନର ଏବଂ ଅମ୍ଳଜାନ ସିଲିଣ୍ଡର, ଅମ୍ଳଜାନ ପ୍ଲାଣ୍ଟ ଉପକରଣ, ଅତ୍ୟାବଶ୍ୟକ ଔଷଧ ଏବଂ ଡାକ୍ତରଖାନା ଉପକରଣ ପରିବହନ କରିଛି

10. ଆନ୍ଧ୍ର ଷ୍ଟ୍ରେନ ପାଇଁ ଭୟଭୀତ ମାଲକାନଗିରି, ସୁରକ୍ଷା ବ୍ୟବସ୍ଥା କଡାକଡି

ଆନ୍ଧ୍ର ଷ୍ଟ୍ରେନ ପାଇଁ ଭୟଭୀତ ମାଲକାନଗିରି । କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.