ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 30, 2021, 3:02 PM IST

1. କୋରୋନା ପରିଚାଳନାରେ ତ୍ରୁଟି, ମୁଖ୍ୟ ଶାସନ ସଚିବଙ୍କୁ ଭେଟିବ ବିଜେପି

କୋରୋନା ପରିଚାଳନାରେ ତ୍ରୁଟିକୁ ନେଇ ଶୁକ୍ରବାର ବିଜେପି ମୁଖ୍ୟ ଶାସନ ସଚିବଙ୍କୁ ଭେଟିବ ।

2. ଆଉ ନାହାଁନ୍ତି ଜଣାଶୁଣା ଟିଭି ଉପସ୍ଥାପକ ରୋହିତ ସରଦାନା

ରୋହିତ ସରଦାନା ଜଣେ ବିଚକ୍ଷଣ ରାଷ୍ଟ୍ରବାଦୀ ସାମ୍ବାଦିକ ଥିଲେ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ଉପସ୍ଥାପନା ସହ ବିତର୍କ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଯେକୌଣସି ରାଷ୍ଟ୍ରବାଦ ପ୍ରସଙ୍ଗରେ ତାଙ୍କର ସ୍ବର ଓ ନିର୍ଭୀକ ସମ୍ବାଦିକତା ଦେଶ ବିରୋଧୀଙ୍କୁ କଡା ଜବାବ ଦେଉଥିଲା ।

3. ହାୱଲା କାରବାର ପଛରେ ହାଇକମାଣ୍ଡ, କମିଶନରେଟର କିଏ ସେହି ସେଟିଂ ମାଷ୍ଟର..

ମୁମ୍ବାଇ ପୋଲିସ ପରି କମିଶନରେଟ ପୋଲିସର ବଡ ଧରଣର ବଟି କଲେକ୍ସନ ସାମନାକୁ ଆସିଛି । ତେବେ ଘଟଣାରେ ସମ୍ପୃକ୍ତ ଅଣ୍ଡରକଭର ଅଫିସରଙ୍କୁ ନେଇ ଅଡ଼ୁଆରେ କମିଶନରେଟ ପୋଲିସ

4.ରାଜ୍ୟରେ ଟିକା ଅଭାବ; 5 ଜିଲ୍ଲାରେ ଟୀକାକରଣ ବନ୍ଦ

ରାଜ୍ୟରେ ଟିକା ଅଭାବରୁ 5ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି ।

5. ମେ' 1 ରୁ 15 ତାରିଖ ଯାଏଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ବନ୍ଦ

କୋରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ମେ 1ରୁ ମେ 15 ପଯ୍ୟନ୍ତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ବଟାନିକାଲ ଗାର୍ଡେନ ବନ୍ଦ ନିଷ୍ପତି ହୋଇଛି ।

6. ହରିୟାଣାକୁ ଅକ୍ସିଜେନ ପଠାଇଲା ପୂର୍ବତଟ ରେଳବାଇ

ଅନୁଗୋଳ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରୁ ହରିୟାଣାକୁ ଗଲା 32 ଟନ୍‌ ଅମ୍ଳଜାନ । ଗତକାଲି ସନ୍ଧ୍ୟାରେ କାର୍ଗୋ ଫ୍ଲାଇଟରେ ଦୁଇଟି ଖାଲି ଟ୍ୟାଙ୍କର ଆସିଥିଲା । ଆଜି ସକାଳେ ସେଥିରେ ଅମ୍ଳଜାନ ପଠାଯାଇଛି ।

7. ରାଜ୍ୟରୁ ଦିନକରେ 14 ଜୀବନ ନେଲା କୋରୋନା

ଦିନକୁ ସଙ୍ଗୀନ ହେଉଛି ମହାମାରୀ । ଆଜି ରାଜ୍ୟରେ 14ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

8.କୋରୋନାରେ ପୂର୍ବତନ ଆଟର୍ଣ୍ଣି ଜେନେରାଲଙ୍କ ପରଲୋକ

ଭାରତର ସର୍ବୋତ୍ତମ ଆଇନଜୀବୀଙ୍କ ମଧ୍ୟରୁ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଆଜି(ଶୁକ୍ରବାର) ସକାଳେ କୋଭିଡଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ହୋଇଥିଲା ।

9. ଭାରତକୁ 300 ଅକ୍ସିଜେନ କନସେନଟ୍ରେଟର ପଠାଇଲା ହଂକଂ

ଗୁରୁବାର ରାତିରେ ହଂକଂ ରୁ 300 ଅକ୍ସିଜେନ କନସେନଟ୍ରେଟର ଭାରତରେ ପହଞ୍ଚିଛି

10. ରଣଧୀରଙ୍କୁ ମନେ ପଡିଲେ ଋଷି, କହିଲେ ଭଲ ପାଉଥିଲେ ଚାଇନିଜ ଖାଦ୍ୟ

ଋଷିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଭାବବିହ୍ବଳ ରଣଧୀର । ସେୟାର କଲେ ତାଙ୍କ ସହ ବିତାଇଥିବା ପୁରୁଣା ସ୍ମୃତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.