ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ 3 ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 29, 2021, 2:59 PM IST

1.ପଞ୍ଚାୟତ ନିର୍ବାଚନ ଦାୟିତ୍ବରେ ଥିବା 577 ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ

ପଞ୍ଚାୟତ ନିର୍ବାଚନ ସମୟରେ ଦାୟିତ୍ବରେ ଥିବାବେଳେ ପାଖାପାଖି 577 ଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ପକ୍ଷରୁ ଅଭିଯୋଗ ହୋଇଛି ।

2. କୋରୋନାରେ ଜୀବନ ହାରିଲେ ବାପା, ମୃତଦେହ ସହ 2 ଦିନ ବିତାଇଲା ଝିଅ

କୋରୋନା ନେଇଗଲା ବାପାର ଜୀବନ । ପାଖରେ ଶୋଇଥିବା ଶିଶୁ କିପରି ବା ଜାଣିବ ଏହି କଥା । ବାପା ଶୋଇଥିବା ଭାବି ବାପାର ମୃତଦେହ ସହ ବିତାଇଛି 2 ଦିନ । ଏହି ଛାତିଥରା ଖବରଟି ବିହାରର ପାଟନା ଅଞ୍ଚଳରୁ ଆସିଛି ।

3. କୋରୋନା ଭୟ: ପୁଣି ଚାରିଧାମ ଯାତ୍ରା ଉପରେ ରୋକ ଲଗାଇଲେ ସରକାର

ଦେଶରେ କୋରନାର ଦ୍ବିତୀୟ ଲହରୀ ସଂକ୍ରମଣ ଗ୍ରାଫ ଲଗାତାର ଉପର ମୁହାଁ ହେବାକୁ ଲାଗିଥିବା ବେଳେ ପରିସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ଉତ୍ତରାଖଣ୍ଡ ସରକାର ।

4. ‘ସମାନ୍ତରାଳ ସ୍ଥିତିରେ କୋରୋନା, ଭୟଭୀତ ହେବାର ନାହିଁ ଆବଶ୍ୟକତା’

ରାଜ୍ୟରେ କୋରୋନାର ସ୍ଥିତି ସମାନ୍ତରାଳ ସ୍ଥିତିରେ ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

5. ରାଜ୍ୟରେ ଟିକାର ଘୋର ଅଭାବ, ଆସିଲେ ମେ ପହିଲାରୁ ଆରମ୍ଭ ହେବ ଟୀକାକରଣ

ରାଜ୍ୟରେ ଟିକା ଅଭାବରୁ 12 ଜିଲ୍ଲାରେ ଟୀକାକରଣ ବନ୍ଦ, ଟିକା ଆସିଲେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ କରାଯିବ।

6. ଭାରତକୁ ସ୍ବାସ୍ଥ୍ୟସେବା ଯୋଗାଇଲା ବ୍ରିଟେନର କମନୱେଲଥ ସଙ୍ଗଠନ

କୋରାେନା ସହିତ ଲଢେଇ କରୁଛି ଭାରତ । ଭାରତକୁ ସ୍ବାସ୍ଥ୍ୟସେବା ଯୋଗାଇଲା ବ୍ରିଟେନର କମନୱେଲଥ ସଙ୍ଗଠନ ।

7. ବେଙ୍ଗାଲୁରୁରୁ 3 ହଜାର କୋଭିଡ ଆକ୍ରାନ୍ତ ନିଖୋଜ, ମିଳୁନି ପତ୍ତା

ଦେଶରେ ଭୟଙ୍କର ରୂପ ନେଇଛି ମହାମାରୀର ଦ୍ବିତୀୟ ଲହର । 4 ଲକ୍ଷ ମୁହାଁ ହୋଇଛି ସଂକ୍ରମଣ । 3 ହଜାର ସଂକ୍ରମିତ ନିଖୋଜ ।

8. ଦୁର୍ଘଟଣାରେ ସିପିଆଇଏମ କର୍ମୀଙ୍କ ମୃତ୍ୟୁ, ଟିଏମସି ନାଁରେ ହତ୍ୟା ଅଭିଯୋଗ ଆଣିଲା ଦଳ

ପଶ୍ଚିମବଙ୍ଗ ମୁର୍ଶିଦାବାଦର ଡୋନକାଲରେ କାର ଧକ୍କାରେ ଜଣେ ସିପିଆଇଏମ କର୍ମୀଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛି ସିପିଆଇଏମ ।

9. ଆଇପିଏଲ 14: ଡବଲହେଡର ଦ୍ବିତୀୟ ମ୍ୟାଚରେ ଦିଲ୍ଲୀକୁ ଭେଟିବ କେକେଆର

ଆଇପିଏଲର 14ତମ ସଂସ୍କରଣର ଡବଲ ହେଡର ଦ୍ବିତୀୟ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ଟକ୍କର । ଚଳିତ ଆଇପିଏଲର ଏହି 25ତମ ମ୍ୟାଚରେ ଉଭୟ ଦଳ ବିଜୟୀ ହେବାକୁ ଜୋର ଲଗାଇବେ ।

10. କାହିଁକି ଭାଙ୍ଗିଲା କରନ-କାର୍ତ୍ତିକଙ୍କ ଦୋସ୍ତାନା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୋଟା ଅଙ୍କ ପାଇଁ ‘ଦୋସ୍ତାନା 2’ରୁ ଆଉଟ୍ ହେଲେ କାର୍ତ୍ତିକ । କରନଙ୍କୁ ଫିସ୍ ବଢାଇବା କଥା କହି ଫିଲ୍ମକୁ ହାତ ଛଡା କଲେ ଅଭିନେତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.