ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Feb 12, 2021, 3:03 PM IST

1-କୋଟିଆ ପ୍ରସଙ୍ଗ: ଆନ୍ଧ୍ରକୁ ସ୍ପଷ୍ଟୀକରଣ ମାଗିଲେ ସୁପ୍ରିମକୋର୍ଟ

କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶକୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ଆନ୍ଧ୍ରର ନିର୍ବାଚନକୁ ନେଇ ମାଗିଲେ ସ୍ପଷ୍ଟୀକରଣ । ଆସନ୍ତା ଶୁକ୍ରବାର ହେବ ମାମଲାର ପରବର୍ତ୍ତୀ ଶୁଣାଣି । କୋଟିଆରେ ଆନ୍ଧ୍ରର ନିର୍ବାଚନ ନେଇ ସୁପ୍ରିମକୋର୍ଟ ଯାଇଥିଲା ଓଡିଶା ।

2-ରାସ୍ତାରୋକ ବେଳେ ପୋଲିସ ଜନତା ମୁହାଁମୁହିଁ, 4 ଗୁରୁତର ମେଡିକାଲରେ ଭର୍ତ୍ତି

ଡ଼ମ୍ଫର ଧକ୍କାରେ ଗୁରୁତର ଯୁବକଙ୍କୁ କ୍ଷତିପୂରଣ ପାଇଁ ରାସ୍ତାରୋକ ବେଳେ ଅଘଟଣ । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଯାଇଥିବା ପୋଲିସ ଉପରକୁ ଢେଲା ମାଡ଼ । ଘଟଣାରେ ଜଣେ ମହିଳା କନେଷ୍ଟବଳ ଆହତ।

3-ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲା: କୋର୍ଟରେ ହାଜର ହେଲା ଅଭିଯୁକ୍ତ

ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା: କୋର୍ଟରେ ହାଜର ହେଲା ଅଭିଯୁକ୍ତ

4-ହେଡଲାଇଟ ଭିତରେ ବ୍ରାଉନସୁଗାର ଚାଲାଣ, ଧଉଳି ଛକରୁ ୨ ଗିରଫ

ଗାଡି ହେଡଲାଇଟ ଭିତରେ ବ୍ରାଉନସୁଗାର ଚାଲାଣ ବେଳେ 2ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ସେମାନଙ୍କ ନିକଟରୁ 155 ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି ।

5-ଲିଙ୍ଗରାଜ ମନ୍ଦିରରେ NMA ପ୍ରସଙ୍ଗ; 24 ଘଣ୍ଟାର ମହଲତ ଦେଲା ସେବାୟତ ନିଯୋଗ

NMA ପ୍ରସ୍ତାବିତ ଅଧିନିୟମ ଲିଙ୍ଗରାଜ ମନ୍ଦିରରୁ 24 ଘଣ୍ଟା ଭିତରେ ପ୍ରତ୍ୟାହାର ଦାବି କରି ସେବାୟତ ନିଯୋଗ 24 ଘଣ୍ଟାର ମହଲତ ଦେଇଛି।

6-ଓଡିଶାରେ ଆତ୍ମହତ୍ୟା କରିଛନ୍ତି 50 ଚାଷୀ

2015 ମସିହାରେ ଓଡିଶାରେ ଆତ୍ମହତ୍ୟା କରିଛନ୍ତି 50 ଜଣ ଚାଷୀ ।

7-ଧାନ କିଣାରେ ଓଡିଶାକୁ ମିଳିଛି 5700 କୋଟି

2020-21ରେ ଏବେ ସୁଦ୍ଧା ଧାନ କିଣିବା ବାବଦରେ ଓଡିଶାକୁ ମିଳିଛି 5700.56 କୋଟି ଟଙ୍କା ।

8-IPL 2021 ନିଲାମରେ ଓଡିଶାରୁ ଶୁଭ୍ରାଂଶୁ ଓ ଗୋବିନ୍ଦ

ଗତକାଲି ବିସିସିଆଇ ଆଇପିଏଲ 2021ର ନିଲାମ ପାଇଁ ଖେଳାଳିଙ୍କ ଫାଇନାଲ ଲିଷ୍ଟ ଜାରି କରିଛି । ଏହି ଫାଇଲାନ ଲିଷ୍ଟରେ ଓସିଏର 2 ଖେଳାଳି ସାମିଲ ଅଛନ୍ତି । ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାରଙ୍କ ନାଁ ଏହି ଲିଷ୍ଟରେ ରହିଛି ।

9-IPL 2021: ନିଲାମୀରେ ସାମିଲ ହେବେ 292 ଖେଳାଳି

ଆଇପିଏଲ 2021ର ନିଲାମୀ ପାଇଁ ଗତକାଲି(ଗୁରୁବାର) ଖେଳାଳିଙ୍କ ଫାଇନାଲ ଲିଷ୍ଟ ଜାରି କରାଯାଇଛି । ଫେବୃଆରୀ 18ରେ ଚେନ୍ନାଇରେ ହେବାକୁ ଥିବା ଆଇପିଏଲ ନିଲାମରେ ମୋଟ 292 ଖେଳାଳି ଅଂଶ ଗ୍ରହଣ କରିବେ ।

10-‘ଟାଇଗର 3’ରେ ଭିଲେନଙ୍କ ଏଣ୍ଟ୍ରି, ଜାଣନ୍ତୁ କିଏ ?

ପ୍ରଥମଥର ପରଦାରେ ଜମିବ ସଲମାନ ଓ ଇମରାନଙ୍କ ଯୋଡି । ୟଶରାଜ ଫିଲ୍ମସର ଆଗମୀ ଫିଲ୍ମରେ ସାମିଲ ହେଲେ ଇମରାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.