ETV Bharat / bharat

TOP NEWS AT 3 PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ 3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3 PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 24, 2022, 3:01 PM IST

୧. ଆଉ ୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ପୁଣି ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ 6 ମାସ ବୃଦ୍ଧିକୁ ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ର ସରକାର

୨. ସଫ୍ଟୱେର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣା, NHRCରେ ମାମଲା

ଲେଡ଼ି ସଫ୍ଟୱେର ଇଞ୍ଜିନିୟର (Software Engineer ) ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା । ଶ୍ବେତାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ସାମାଜିକ କର୍ମୀ ସୁବ୍ରତ ଦାସ

୩. 20 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

20 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ । ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ବାଳ ଭିଜିଲାନ୍ସ ଜାଲରେ ପଡିଛନ୍ତି

୪. ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାମରେ ଜାଲ BPL କାର୍ଡ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ବିପିଏଲ କାର୍ଡ ଦୁର୍ନୀତି । ଉପ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାମରେ ଜାଲ ବିପିଏଲ କାର୍ଡ । ମାଲକାନଗିରି ଉପ ଜିଲ୍ଲାପାଳ ଲଲିତ ମଣ୍ଡଳଙ୍କ ପତ୍ନୀଙ୍କ ନାମରେ ବିପିଏଲ କାର୍ଡ ରହିଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା କଂଗ୍ରେସ

୫. ଦାଦନ ଖଟିବାକୁ ଯାଇ ଫେରିନି ପୁଅ, ହତ୍ୟା ସନ୍ଦେହରେ ବୋହୂକୁ ଦାୟୀ କରି ନ୍ୟାୟ ମାଗୁଛି ମାଆ

ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅନ୍ତର୍ଗତ କାଁପଡା ଦକ୍ଷିଣପାରି ଗାଁର ମକର ସେନ ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି । ଅର କୌଣସି ଖବର ନମିଳିବାରୁ ବୋହୂକୁ ଦାୟୀ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି ମକରଙ୍କ ବୃଦ୍ଧା ମାଆ

୬. ପ୍ରବଳ ବର୍ଷା ସମ୍ଭାବନା, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

୭. ନିୟନ୍ତ୍ରଣ ନହେଲେ ବୟସ୍କଙ୍କୁ ଆକ୍ରାନ୍ତ କରିପାରେ ଟମାଟୋ ଫ୍ଲୁ, Lancet study

ଟମାଟୋ ଫ୍ଲୁ(Tomato Flu) ସଂକ୍ରମଣକୁ ନିୟନ୍ତ୍ରଣ କରାନଗଲେ ଏହା ବୟସ୍କଙ୍କ ଠାରେ ବିସ୍ତାର କରି ଗୁରୁତର ପରିଣାମର କାରଣ ହୋଇପାରେ ବୋଲି ଲାନସେଟ୍ ଶ୍ୱାସକ୍ରିୟା ମେଡିସିନ୍ ପତ୍ରିକା(Lancet Respiratory Medicine journal)ରେ ପ୍ରକାଶିତ ଏକ ଅଧ୍ୟୟନରେ ଚେତାବନୀ ଦିଆଯାଇଛି

୮. New Meta logins Available, ମେଟା ଲଗ୍ ଇନ୍ କରିପାରିବେ Quest VR owners

ନୂଆ ମେଟା ଆକାଉଣ୍ଟ ଲଗ୍ ଇନ୍(Meta logins) କରିପାରିବେ Quest VR headsets ବ୍ୟବହାରକାରୀ । ଧିରେ ଧିରେ ବିଶ୍ବସ୍ତରରେ ଏହାକୁ ଲାଗୁ ପାଇଁ ଯୋଜନା କରୁଛି ଟେକ୍ ଜିଆଣ୍ଟ୍ ମେଟା(Tech giant Meta)

୯. Boycott Trend ନେଇ ମୁହଁ ଖୋଲିଲେ ସ୍ବରା, କହିଲେ SSRଙ୍କ ମୃତ୍ୟୁ ପରେ ବଲିଉଡ ପ୍ରତି ଘୃଣା ବଢିଛି

Swara Bhasker On Boycott Trends, ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପରଠୁ ବଲିଉଡ ପ୍ରତି ଘୃଣା ଭାବ ବୃଦ୍ଧି ପାଇଛି ବୋଲି ଦାବି କରିଛନ୍ତି ସ୍ୱରା ଭାସ୍କର

୧୦. WFH ବଢାଇଲା ପର୍ଣ୍ଣ ଦେଖିବା ନିଶା, ଅଶ୍ଲୀଳ ଫିଲ୍ମ ଦେଖିବାରେ ଆଗରେ ଲଣ୍ଡନ

ୱାର୍କ ଫ୍ରମ୍ ହୋମ(work from home) ପର ଠାରୁ United Kingdom(ଲଣ୍ଡନ)ରେ ବୃଦ୍ଧି ପାଉଛି ଅଶ୍ଳୀଳ ଭିଡିଓ(Porn Video) ଦେଖିବା ନିଶା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.