ETV Bharat / bharat

TOP NEWS AT 3 PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ 3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3 PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 23, 2022, 2:58 PM IST

୧. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ସୋନିଆ ଗାନ୍ଧୀ

ରାଷ୍ଟ୍ରପତି ଭବନରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

୨. ସିସୋଦିଆଙ୍କୁ ଭାରତ ରତ୍ନ ପରେ ନିଜ ପାଇଁ ନୋବେଲ ପୁରସ୍କାର ଦାବି କରିବେ କେଜ୍ରିଓ୍ବାଲ

ସିସୋଦିଆଙ୍କ ପାଇଁ ଭାରତ ରତ୍ନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ପାଇଁ ନୋବେଲ ପୁରଷ୍କାର ଦାବି କରିବେ ବୋଲି କହିଛନ୍ତି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ

୩. ଶାହାଙ୍କ ଜୋତା ଉଠାଇଲେ ତେଲେଙ୍ଗାନା ବିଜେପି ନେତା, TRSର କଟାକ୍ଷ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହାତରେ ଜୋତା ଦେଇ ଅଡୁଆରେ ତେଲେଙ୍ଗାନା ବିଜେପି ନେତା ବନ୍ଦୀ ସଞ୍ଜୟ କୁମାର

୪. ସୌମ୍ୟ ଶ୍ବେତାଙ୍କ ଅଡିଓ ଭାଇରାଲ, ଆତ୍ମହତ୍ୟା ମାମଲା ରୁଜୁ କଲା ପୋଲିସ

ସାମ୍ନାକୁ ଆସିଛି ଏକ ଭାଇରାଲ ଅଡିଓ । କୁହାଯାଉଛି ଶ୍ବେତା ଓ ସୌମ୍ୟଜିତଙ୍କ ବାର୍ତ୍ତାଳପର ଇଏ ହେଉଛି ଭାଇରାଲ ଅଡିଓ । ଅଡିଓ ଶେଷରେ ଶ୍ବେତା ଆତ୍ମହତ୍ୟା ପାଇଁ କହୁଥିବା ବେଳେ ସୌମ୍ୟଜିତ ହଁ ତୁ ମରିଯା କହି ଫୋନ କାଟିଦେଲେ

୫. ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟ ଦଳନ ବେଶ

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ ହେବ । ସୋମବାର ବନଭୋଜି ବେଶ ହୋଇଥିଲା

୬. Weather Update ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

୭. JNU ଭିସିଙ୍କ ବିବାଦୀୟ ବୟାନ, କହିଲେ ଭଗବାନ ଜଗନ୍ନାଥ ଆଦିବାସୀ

ଚର୍ଚ୍ଚାରେ JNU କୁଳପତି ଶାନ୍ତିଶ୍ରୀ ଧୁଳିପୁଡି ପଣ୍ଡିତଙ୍କ ମନ୍ତବ୍ୟ । କୌଣସି ବି ହିନ୍ଧୁ ଦେବାଦେବୀ ଉଚ୍ଚ ଜାତିର ନୁହନ୍ତି । ଏପରିକି ଭଗବାନ ଶିବ ମଧ୍ୟ ଶୁଦ୍ର

୮. ଆର୍ଥିକ ସ୍ଥିରତା ପାଇଁ କରନ୍ତୁ ଏପରି ଯୋଜନା

ଆପଣ କେତେ ଟଙ୍କା ରୋଜଗାର କରନ୍ତି, ଖର୍ଚ୍ଚ କେତେ, କେତେ ଟଙ୍କା ଭବିଷ୍ୟତ ପାଇଁ ସଞ୍ଚୟ କରିବେ, ଏହିସବୁ ପ୍ରଶ୍ନ ଆଧାରରେ ନିଜର ଯୋଜନା ପ୍ରସ୍ତୁତ କରନ୍ତୁ

୯. Parents Accountsରେ ଫ୍ଲାଗ୍ ଲଗାଇଲା ଗୁଗୁଲ, ଜାଣନ୍ତୁ କାହିଁକି

Parents Accounts(ପ୍ୟାରେଣ୍ଟ୍ସ ଆକାଉଣ୍ଟ)ରେ ଏକ ଫ୍ଲାଗ ରିପୋର୍ଟ କଲା ଗୁଗୁଲ । ଅସୁସ୍ଥ ପିଲାଙ୍କ ସେନ୍ସିଟିଭ ଫଟୋ ସୁଟ ପରେ ପ୍ରତିବନ୍ଧକ ଲଗାଯାଇଥିଲା । କଣ ଥିଲା ଘଟଣା, ଜାଣନ୍ତୁ

୧୦. ବିହାର ବିଷ୍ଣୁପଦ ମନ୍ଦିରରେ ମୁସଲିମ ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ହଇଚଇ

ବିହାର ଗୟାସ୍ଥିତ ବିଶ୍ବ ପ୍ରସିଦ୍ଧ ବିଷ୍ଣୁପଦ ମନ୍ଦିରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ବିହାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମହମ୍ମଦ ଇସରାଦ ମଂସୁରୀଙ୍କୁ ଦେଖିବାକୁ ମିଳିବା ପରେ ରାଜନୀରେ ଝଡ ସୃଷ୍ଟି ହୋଇଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.