ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS
TOP NEWS
author img

By

Published : May 12, 2021, 3:02 PM IST

1.କୋଭିଡ ମୁକାବିଲା; 8 ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଆଜି (ବୁଧବାର) କୋଭିଡ ସ୍ଥିତି ସମୀକ୍ଷା ନେଇ 8 ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ କଥା ହେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୈଠକ ।

2. ଗାଜିଆବାଦ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ଗାଜିଆବାଦର ବୁଲନ୍ଦ ସହର ରୋଡରେ ଥିବା ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ 10ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

3. 2 ରୁ 18 ବର୍ଷ ପିଲାଙ୍କ ଉପରେ ହେବ ଟିକାର କ୍ଲିନିକାଲ ଟ୍ରାଏଲ

କୋଭାକ୍ସିନ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରିବ ଭାରତ ବାୟୋଟେକ । ଦୁଇରୁ 18 ବର୍ଷ ପିଲାଙ୍କ ଉପରେ ଏହି ଟ୍ରାଏଲ ହେବ ।

4. ଲକଡାଉନରେ ଅମାନିଆ ବ୍ୟବସାୟୀଙ୍କ ଦୋକାନରେ ଚଢାଉ

କେନ୍ଦ୍ରାପଡାରେ ବ୍ୟବସାୟୀଙ୍କ ଦୋକାନରେ ଚଢାଉ । ଲକାଡଉନର ଫାଇଦା ଉଠାଇ ଚଢା ଦରରେ ବିକୁଛନ୍ତି ସାମଗ୍ରୀ ।

5. ଜିଏସଟି କାଗଜପତ୍ର ନ ଦେଇ ୮୬୪୦୦ ଟଙ୍କା ଜୋରିମାନା ଗଣିଲା ଫର୍ଣ୍ଣିଚର ଟ୍ରକ

ଯାଜପୁର ଜିଲ୍ଲା ବରୁଣ୍ଡେଇ ନିକଟରେ ଏକ ଫର୍ଣ୍ଣିଚର ବୋଝେଇ ଟ୍ରକ ଉପରେ ଚଢାଉ କରିଛି ଜିଏସଟି ଏନଫୋର୍ସମେଣ୍ଟ । ଚାଳକଠାରୁ ୮୬୪୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି ।

6. ଚୌଦ୍ବାର ବିଧାୟକଙ୍କ ଆକ୍ରୋଶ ଭିତ୍ତିହୀନ: ବିଜେପି

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବତନ ଚୌଦ୍ବାର ବିଧାୟକ ଓ ବର୍ତ୍ତମାନ ବିଧାୟକ ସୌଭିକ ବିଶ୍ବାଳ ସିଏମସି କମିଶନରଙ୍କୁ ଟାର୍ଗେଟ କରିଛନ୍ତି । ଯାହାକୁ ଭିତ୍ତିହୀନ ବୋଲି କହିଛି ବିଜେପି।

7. ସମ୍ବଲପୁରରେ ଯୁବପିଢିଙ୍କୁ ଦିଆଗଲା ଟିକା

ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ । ଟିକା ନେଉଛନ୍ତି ଯୁବପିଢି ।

8. ଜୁହାର ଫାଉଣ୍ଡେସନ ପକ୍ଷରୁ ଅକ୍ସିଜେନ ବ୍ୟାଙ୍କର ଶୁଭାରମ୍ଭ

କଳାହାଣ୍ଡିରେ ଜୁହାର ଫାଉଣ୍ଡେସନ ପକ୍ଷରୁ ଅକ୍ସିଜେନ ବ୍ୟାଙ୍କର ଶୁଭାରମ୍ଭ ।

9. କର୍ଣ୍ଣାଟକରେ ଗତ 5 ଦିନରେ ଆଖି ବୁଜିଲେଣି 790 ଲକ୍ଷଣବିହୀନ ରୋଗୀ

ଦେଶରେ କୋରୋନାର ଭୟାବହତା ଭିତରେ ଏକ ଭୟାନକ ତଥ୍ୟ ସାମ୍ନାକୁ ଆସିଛି । କୋରୋନା ଲକ୍ଷଣ ନ ଥାଇ ମଧ୍ୟ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ଗତ କିଛି ଦିନ ଧରି ଏବେ କର୍ଣ୍ଣାଟକରେ ଏଭଳି ମାମଲା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି ।

10. ଗଙ୍ଗାନଦୀରୁ ମିଳିଲା ଆଉ 45 ମୃତଦେହ, ସମସ୍ତେ କୋରୋନା ରୋଗୀ ସନ୍ଦେହ

ବିହାରର ବକ୍ସର ପରେ ଉତ୍ତରପ୍ରଦେଶର ଗାଜିପୁରର ଓ ବାଲିଆର ଗଙ୍ଗା ନଦୀରେ ଭାସୁଛି ମୃତଦେହ । ତେବେ ସମସ୍ତ ମୃତ ଦେହ କୋରୋନା ସଂକ୍ରମିତଙ୍କ ବୋଲି ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.