1. ଆସନ୍ତାକାଲିଠୁ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଆରମ୍ଭ
ଆସନ୍ତାକାଲିଠୁ ରାଜ୍ୟରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଆରମ୍ଭ ହେବ ବୋଲି ଜଣାପଡିଛି ।
2. ମହାମାରୀ କୋପ: IPL 2021 ବାତିଲ
3. 'ସଂକ୍ରମଣ ରୋକିବା ପାଇଁ ଏକମାତ୍ର ଉପାୟ ସମ୍ପୂର୍ଣ୍ଣ ଲକଡାଉନ'
ଦେଶରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଏକମାତ୍ର ଉପାୟ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
4. ଅଟୋ ରିକ୍ସା ଚାଳକଙ୍କୁ ମିଳିବ ମାଗଣା ରାସନ ଓ 5 ହଜାର ଟଙ୍କା
5.କୋଭିଡ ନିୟମକୁ ଅଣଦେଖା: ରାଜଧାନୀରେ ଚାଲିଛି ଗୁରୁକୁଳ ସ୍କୁଲ
6. ବ୍ରିଟେନରୁ ଭାରତକୁ ଆସିଲା 450 ଅକ୍ସିଜେନ ସିଲିଣ୍ଡର
ବ୍ରିଟେନରୁ ପ୍ରଥମ ପର୍ଯ୍ୟାୟରେ 450 ଅକ୍ସିଜେନ ସିଲିଣ୍ଡର ନେଇ ଭାରତରେ ପହଞ୍ଚିଲା ଭାରତୀୟ ବାୟୁସେନା ।
7. ପରାଜୟ ପରେ ପଶ୍ଚିମବଙ୍ଗ ଗସ୍ତରେ ନଡ୍ଡା, ଏହା ରହିଛି କାର୍ଯ୍ୟକ୍ରମ
8. ଭାରତକୁ ମେଡିକାଲ ସରଞ୍ଜାମ ପଠାଇବ ଇସ୍ରାଏଲ
9. ସୋନୁଙ୍କୁ ଫ୍ରଡ କହିଲେ କଙ୍ଗନା, ରାଗିଲେ ଫ୍ୟାନ୍ସ
ସୋନୁଙ୍କୁ ଅପମାନ କଲେ କଙ୍ଗନା । ଜଣେ ୟୁଜରଙ୍କ ଟ୍ବିଟକୁ ଲାଇକ କରି ସୋନୁଙ୍କୁ ଫ୍ରଡ ସହ ତୁଳନା କଲେ ସେ ।
10. ସୋନୁଙ୍କ ସମର୍ଥନରେ ପ୍ରିୟଙ୍କା, ଧନ୍ୟବାଦ ଜଣାଇଲେ ଅଭିନେତା