ETV Bharat / bharat

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS
TOP NEWS
author img

By

Published : Mar 30, 2021, 3:05 PM IST

1.ପେଟ୍ରୋଲ ଡିଜେଲ ଦରବୃଦ୍ଧି ପାଇଁ ଖାଇବା ତେଲ ଦର ବି ବଢୁଛି: ଯୋଗାଣ ମନ୍ତ୍ରୀ

ରାଜ୍ୟରେ ଖାଇବା ତେଲର ଅତ୍ୟଧିକ ଦରବୃଦ୍ଧି ଓ ଅପମିଶ୍ରଣ ଓ କଳାବଜାରୀ ନେଇ ଗୃହରେ ଆଲୋଚନା । କଂଗ୍ରେସ ପକ୍ଷରୁ ଏ ସମ୍ପର୍କରେ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଆଲୋଚନା କରିଛନ୍ତି ।

2. ପିପିଲି ଉପନିର୍ବାଚନ: ନାମାଙ୍କନ ଭରିଲେ ରୁଦ୍ର ମହାରଥୀ

ପିପିଲି ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ । ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ରୁଦ୍ର ପ୍ରତାପ ମହାରଥୀ ।

3. ରାଜ୍ୟରେ କୋରୋନା କାୟା, ଆଜି 218 ନୂଆ ପଜିଟିଭ

ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି କୋରୋନା । ଆଜି ରାଜ୍ୟରେ 218 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

4. ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟୀକାକରଣ ପାଇଁ ଲକ୍ଷ୍ୟ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ । ରାଜ୍ୟରେ ୦.୨ ପ୍ରତିଶତ ଟିକା ନଷ୍ଟ ହୋଇଛି।

5. 'ମାହାଙ୍ଗାରୁ ନୟାଗଡ଼, ଯିଏ ସରକାରଙ୍କ ବିରୁଦ୍ଧରେ ସ୍ବର ଉଠାଇବ ସେ ମରିବ'

ବିଧାନସଭାର ଶୂନ୍ୟ କାଳରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ ଉଠାଇ ନିଶାନା କଲେ ପ୍ରଦୀପ୍ତ ନାୟକ। ରାଜ୍ୟରେ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇବା କଣ ଭୁଲ ବୋଲି ପ୍ରଶ୍ନ କଲେ ପ୍ରଦୀପ୍ତ।

6. ବଢୁଛି ସଂକ୍ରମଣ: ନୂଆପଡାରୁ ଛତିଶଗଡକୁ ବସ ଚଳାଚଳ ବନ୍ଦ

ନୂଆପଡାରେ ବଢୁଥିବା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଭାଗର ବଡ ନିଷ୍ପତ୍ତି। ପଡୋଶୀ ରାଜ୍ୟକୁ ବସ ଚଳାଚଳ ବନ୍ଦ ହେବା ସହ ଲୋକଙ୍କୁ କରାଯାଉଛି ସଚେତନ।

7. କମିଲା ତୈଳ ଦର: ପେଟ୍ରୋଲ 90.56 ଓ ଡିଜେଲ 80.87

ସରକାରୀ ତୈଳ କମ୍ପାନୀଗୁଡିକ ପକ୍ଷରୁ ବିଗତ 4ଦିନ ପରେ ଆଜି(ମଙ୍ଗଳବାର) ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଥିବା ଘୋଷଣା ହୋଇଛି ।

8. ମମତା ଦିଦି ମାନସିକ ସନ୍ତୁଳନ ହରାଇଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ବିଜେପି କର୍ମୀଙ୍କ ମାଆଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ ଅଭିଯୋଗ ଓ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

9. ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ପୂର୍ବତନ ସାଂସଦ

ବିଧାନସଭା ନିର୍ବାଚନକୁ ନେଇ ସରଗରମ କେରଳ ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଓ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଇଡ୍ଡୁକି ପୂର୍ବତନ ସାଂସଦ ।

10. ସାରାଙ୍କ ବ୍ୟାକଲେସ ଆଉଟଫିଟ୍‌ର ମଜାକ ଉଡାଇଲେ ୟୁଜର୍ସ

ଫଟୋସୁଟକୁ ନେଇ ଟ୍ରୋଲ ହେଲେ ସାରା । ତାଙ୍କ ବ୍ୟାକଲେସ୍ ଅବତାରରେ ରାଗିଲେ ୟୁଜର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.