ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର... - ବଡଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS
TOP NEWS
author img

By

Published : Jan 14, 2021, 3:01 PM IST

1.ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର

ଏନ୍ଏଚ୍ ଉପରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର । ଫାୟାର ଷ୍ଟେସନ ଛକ ଓଭରବ୍ରିଜ ଉପରେ ଜଳିଗଲା ଚଳନ୍ତା କାର ।

2. ‘କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ’

କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କଳାହାଣ୍ଡିରେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ।

3. କୋଲକାତା ବାଗ ବଜାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ

କୋଲକାତାର ବାଗ ବଜାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ।

4. ଟୀକାକରଣ ପାଇଁ ଆଜି ଯିବ SMS, ଜିରୋ ୱେଷ୍ଟେଜ ଉପରେ ଫୋକ୍‌ସ

ଟୀକାକରଣ ପାଇଁ ଗୁରୁବାର ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଟୀକା ପ୍ରଦାନକାରୀଙ୍କୁ ମେସେଜ ଜରିଆରେ ସମୟ ଓ ସ୍ଥଳ ସମ୍ପର୍କରେ ସୂଚନା ଦିଆଯିବ ।

5. ଭାରତ କିଣିବ 83 ତେଜସ୍ ବିମାନ, ବାୟୁସେନାରେ ଖୁବ ଶୀଘ୍ର ହେବ ସାମିଲ

ବାୟୁସେନାର ଶକ୍ତିକୁ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାୟ 83 ତେଜସ୍ ବିମାନ କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

6. ଘର ଭାଙ୍ଗିଲେ, ବାଡିବଗିଚା ଉଜାଡ଼ିଲେ ହାତୀପଲ

ଓଡ଼ାପଡା ବାଙ୍ଗୁରିସିଂହା ଗ୍ରାମରେ ହାତୀ ଉପଦ୍ରବ । ୫ ଘର ଭାଙ୍ଗିବା ସହ ବାଡିବଗିଚା ନଷ୍ଟ କଲେ ହାତୀପଲ । ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ ।

7. ବିଜେପିରେ ସାମିଲ ହେଲେ ପୂର୍ବତନ IAS ଅଧିକାରୀ

ଗୁଜୁରାଟ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରବିନ୍ଦ କୁମାର ଶର୍ମା ବିଜେପିରେ ଯୋଗ ଦେଇଛନ୍ତି । ଅରବିନ୍ଦ କୁମାର ଗୁରୁବାର ଲକ୍ଷ୍ନୌରେ ବିଜେପିରେ ଯୋଗ ଦେଇଛନ୍ତି ।

8. ରାଶି ଓ ଗୁଡ ପ୍ରସ୍ତୁତ ମିଷ୍ଟାନ୍ନ: ସୁସ୍ବାସ୍ଥ୍ୟର ଖଜଣା

ପ୍ରମୁଖ ଭାରତୀୟ ପର୍ବପବାଣୀ ମଧ୍ୟରେ ମକର ସଂକ୍ରାନ୍ତି ଅନ୍ୟତମ । ସାରା ଭାରତରେ ଏହି ସଂକ୍ରାନ୍ତି ଭିନ୍ନ ଭିନ୍ନ ନାଁରେ ପାଳନ କରାଯାଏ । ମକର ସଂକ୍ରାନ୍ତି ପର୍ବରେ ଲଡୁ, ଗଜକ ( ଗଜା ) ଓ ଚିକି ପ୍ରସ୍ତୁତ ହେବାର ପରମ୍ପରା ରହିଛି ।

9. ଓଡିଶା ବନାମ ତାମିଲନାଡୁ:ତାମିଲନାଡୁକୁ 133ରନର ଟାର୍ଗେଟ ଦେଲା ଓଡିଶା

ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଆଜି ତାମିଲନାଡୁ ବିପକ୍ଷରେ ଟସ୍‌ ଜିତି ଟିମ୍‌ ଓଡିଶା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ବିପ୍ଲବଙ୍କ ନେତୃତ୍ବରେ ଦଳ ନିର୍ଦ୍ଧାରିତ ଓଭରରେ 9ଓ୍ବିକେଟ ହରାଇ 132ରନ୍‌ ସଂଗ୍ରହ କରିଛି ।

10. ବ୍ରିସବେନ ଟେଷ୍ଟ: ଶୁକ୍ରବାର ଭାରତୀୟ ଚୂଡାନ୍ତ ଏକାଦଶ ଘୋଷଣା

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଆରମ୍ଭ ହେବ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ । ଟିମର ଅନେକ ଖେଳାଳି ଆହତ ଥିବାରୁ ଆସନ୍ତାକାଲି ଏହାର ଘୋଷଣା ହେବ ବୋଲି ବ୍ୟାଟିଂ କୋଚ ବିକ୍ରମ ରାଠୋର ଏହାର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.