ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @1PM ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 21, 2022, 1:03 PM IST

1.Presidential Election: କିଏ ମାରିବ ବାଜି, ଆରମ୍ଭ ହେଲା ଭୋଟ ଗଣତି

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ ଗଣତି । କଡା ସୁରକ୍ଷା ମଧ୍ୟରେ ସଂସଦ ଭବନର ୬୩ ନଂ ରୁମରେ ଭୋଟ ଗଣତି ହେଉଛି ।

2.୨୦୨୫ ସୁଦ୍ଧା ଓଡିଶାରେ ୧,୨୮୦ ନୂଆ ଚେକ୍‌ ଡ୍ୟାମ

2025 ସୁଦ୍ଧା ରାଜ୍ୟରେ ନିର୍ମାଣ ହେବ 1,280 ନୂଆ ଚେକ୍‌ଡ୍ୟାମ । ଗୃହରେ ଏହି ସୂଚନା ଦେଲେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।

3.ରୁଦ୍ରପ୍ରୟାଗରେ ଭୁଶୁଡିଲା ନିର୍ମାଣଧିନ ପୋଲ, ୬ ଆହତ

ରୁଦ୍ରପ୍ରୟାଗରେ ନିର୍ମାଣଧିନ ପୋଲ ଭୁଶୁଡିବାରୁ ୬ରୁ ଅଧିକ ଶ୍ରମିକ ଆହତ । ୪ରୁ ୫ଜଣ ଶ୍ରମିକ ଫସିରହିଥିବା ଆଶଙ୍କା ।

4.ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଅଭିନେତା ଆର୍‌ ମାଧବନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବଲିଉଡ ଅଭିନେତା ଆର ମାଧବନ ।

5.ରାଜଧାନୀରେ ୩ଟି ମଲ୍‌ରେ ବୁଷ୍ଟର ଡୋଜ୍‌ ଟୀକାକରଣ ଆରମ୍ଭ

ଭୁବନେଶ୍ବରର ସିମ୍ଫୋନି, ରେଗାଲିଆ ଓ ରସୁଲଗଡ ଏସପ୍ଲାନେଡ ମଲରେ ଆରମ୍ଭ ହେଲା ବୁଷ୍ଟର ଡୋଜ ଟୀକାକରଣ ।

6.9 ରାଜ୍ୟରେ ଧିମେଇଛି କୋରୋନା ଟେଷ୍ଟିଂ, କେନ୍ଦ୍ରର ଉଦବେଗ

ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ୯ଟି ରାଜ୍ୟର କୋରୋନା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ନୀତି ଆୟୋଗ ସଦସ୍ୟ ଡ. ଭିକେ ପାଲ ।

7.ହାଇକୋର୍ଟଙ୍କ ରାୟ, ବିଡିରେ ଲାଗିବ ପ୍ରବେଶ କର

ଓଡିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବିଡି ଉପରେ ଲାଗି ପାରିବ ପ୍ରବେଶ କର ।

8.ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଙ୍ଘେ

ଅଶାନ୍ତି ତାୱାରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କାରେ ଆଜି (ଗୁରୁବାର) ରାଷ୍ଟ୍ରପତି ଭାବ ଶପଥ ଗ୍ରହଣ କରିଛନ୍ତି ରାନିଲ ବିକ୍ରମସିଙ୍ଘେ ।

9.ଚିଲିକା ବିଧାୟକଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ, ପୁଣି ୩ଟି ଦଫା ଯୋଡିଛି ପୋଲିସ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା ପୋଲିସ । ଏହି ଚାର୍ଜସିଟରେ ଆଉ ତିନୋଟି ଦଫା ଯୋଡି ହୋଇଥିବା ସୂଚନା ।

10.FIHର କାର୍ଯ୍ୟକାରୀ ସଭାପତି ହେଲେ ସୈଫ ଅହମ୍ମଦ

ଅନ୍ତର୍ଜାତୀୟ ହକି ମହାସଂଘ(International Hockey Federation)ର କାର୍ଯ୍ୟକାରୀ ସଭାପତି ଭାବରେ ସୈଫ ଅହମ୍ମଦଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.