ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 18, 2022, 1:03 PM IST

1.ଭାରସାମ୍ୟ ହରାଇ ନର୍ମଦା ନଦୀକୁ ଖସିଲା ବସ: 12 ମୃତ, 15 ଉଦ୍ଧାର

ମଧ୍ୟପ୍ରଦେଶର ଧର ଜିଲ୍ଲାର ଖାଲଘାଟରେ ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ ।

2.Vice Presidential Polls: ନାମାଙ୍କନ ଭରିଲେ NDA ପ୍ରାର୍ଥୀ ଜଗଦୀପ ଧନଖର

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିଛନ୍ତି NDA ପ୍ରାର୍ଥୀ ଜଗଦୀପ ଧନଖର ।

3.President Polls 2022: ଭୋଟ ଦେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଧାନସଭାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି ।

4.ଫାଟିଲା ଗ୍ରେନେଡ, ୨ ସେନା ଅଧିକାରୀ ଶହୀଦ

ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟର ଏଲଓସିରେ ବଡ ଅଘଟଣ । ଗ୍ରେନେଡ ଫାଟିବାରୁ ଦୁଇ ଜଣ ସେନା ଅଧିକାରୀ ଆଖି ବୁଜିଛନ୍ତି ।

5.ବିପଦରେ ଗଜରାଜ: ନୀଳଗିରିରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଥମୁନି ହାତୀ ମୃତ୍ୟୁ । ନୀଳଗିରି ବ୍ଳକ ବାରାଗଡ଼ିଆ ଗ୍ରାମରେ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ ।

6.ପଦ୍ମଗଡରେ ବୁଲିଲା ଝାଡୁ, ମେୟର ପଦ ଜିତି ମଧ୍ୟପ୍ରଦେଶରେ ଏଣ୍ଟ୍ରି ମାରିଲା ଆପ୍‌

ମଧ୍ୟପ୍ରଦେଶର ସିଙ୍ଗରୌଲି ନଗର ନିଗମ ନିର୍ବାଚନରେ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଆମ ଆଦମୀ ପାର୍ଟିର ରାନୀ ଅଗ୍ରଓ୍ବାଲ ।

7.ଅଣାୟତ୍ତ କଲାଣି ଲଗାଣ ବର୍ଷା, ଭୂସ୍ଖଳନ ହୋଇ ରାସ୍ତା ଅବରୋଧ

ଭୂସ୍ଖଳନ ହୋଇ ରାସ୍ତା ଅବରୋଧ ହୋଇଥିବା ବେଳେ ଆଉ କିଛି ସ୍ଥାନରେ କଲଭର୍ଟ ଭାସି ଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

8.ଶ୍ରାବଣ ସୋମବାର: କାଉଡିଆଙ୍କ ବୋଲବମ୍‌ ଧ୍ବନିରେ ପ୍ରକମ୍ପିତ ଧବଳେଶ୍ବର ପୀଠ

ଆଜି ଶ୍ରାବଣ ପ୍ରଥମ ସୋମବାର । ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ।

9.ଚଳଚଞ୍ଚଳ ଲୋକନାଥ ପୀଠ: ପ୍ରଥମ ସୋମବାରରେ ଜଳଲାଗି କଲେ 15 ହଜାର କାଉଡ଼ିଆ

ଆଜି (ସୋମବାର) ଶ୍ରାବଣ ମାସର ପ୍ରଥମ ସୋମବାର । ଦୀର୍ଘ ଦୁଇବର୍ଷ ପରେ ପୁରୀର ପ୍ରଭୁ ଲୋକନାଥଙ୍କ ପୀଠରେ ଜଳାଭିଷେକ କରିଛନ୍ତି କାଉଡ଼ିଆ ।

10.ସୁସ୍ମିତା ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତସ୍‌ଲିମା, କହିଲେ ଅର୍ଥ ତାଙ୍କୁ କିଣି ନେଲା

ବାଂଲାଦେଶୀ ଲେଖିକା ତସଲିମା ନାସରିନ୍ ମଧ୍ୟ ସୁସ୍ମିତା-ଲଲିତଙ୍କ ସମ୍ପର୍କ ବିଷୟରେ ମୁହଁ ଖୋଲିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.