ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 13, 2022, 1:00 PM IST

ନଜର ପକାନ୍ତୁ @1PM ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ନୂଆପାଟଣାରେ ମହିଳାଙ୍କୁ ଏସିଡ୍‌ ମାଡ଼, ଗୁରୁତର ଅବସ୍ଥାରେ SCBରେ ଭର୍ତ୍ତି

ମହିଳାଙ୍କୁ ଏସିଡ୍‌ ମାଡ଼ । କଟକ ଜିଲ୍ଲା ତିଗିରିଆ ନୂଆପାଟଣାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

2.Sri Lanka Crisis: ଅଶାନ୍ତ ଶ୍ରୀଲଙ୍କା, ପୁଣି ଲାଗିଲା ଜରୁରୀ ପରିସ୍ଥିତି

ଜଳୁଛି ଶ୍ରୀଲଙ୍କା । ଦେଶରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଣି ଲାଗୁ ହେଲା ଜରୁରୀ ପରିସ୍ଥିତି ।

3.ଖରସ୍ରୋତା ନଦୀକୁ ଡେଇଁ ନାବାଳିକା ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର ରୋଡ ଥାନା ଅନ୍ତର୍ଗତ ଯୋକଡିଆ ଖରସ୍ରୋତା ନଦୀକୁ ଡେଇଁଲେ ନାବାଳିକା । ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ।

4.ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ମାଳଦ୍ବୀପ ପଳାୟନରେ ଭୂମିକା ଥିବା ଅଭିଯୋଗକୁ ଭାରତର ଖଣ୍ଡନ

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପଳାୟନ ପଛରେ ଭାରତର ସହଯୋଗ ଥିବା ନେଇ ଶ୍ରୀଲଙ୍କା ଗଣମାଧ୍ୟମରେ ଚର୍ଚ୍ଚା । ଚର୍ଚ୍ଚାକୁ ଖଣ୍ଡନ କଲା ଭାରତ ।

5.ମୁନ୍ଦ୍ରା ପୋର୍ଟରୁ 75 କେଜି ହେରୋଇନ ଜବତ, ଦୁବାଇରୁ ଆସିଥିଲା କଣ୍ଟେନର

ଗୁଜୁରାଟର ମୁନ୍ଦ୍ରା ପୋର୍ଟରୁ 75 କେ.ଜି ହେରୋଇନ ଜବତ କଲା ପଞ୍ଜାବ ପୋଲିସ ଓ ଗୁଜୁରାଟ ଏଟିଏସର ମିଳିତ ଟିମ ।

6.India Corona: ଦିନକରେ 16906 ନୂଆ ସଂକ୍ରମିତ, 45 ମୃତ

ଦେଶରେ ଉପରମୁହାଁ ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 16 ହଜାର 906 ଜଣ ନୂଆ ସଂକ୍ରମିତ ଚିହ୍ନଟ ।

7.ଡେଟିଂ ଆପ୍‌ରେ ଫସେଇ ଦେଲେ ମହିଳା, ଡାକ୍ତରଙ୍କଠୁ ଲୁଟି ନେଲେ ଦେଢ କୋଟି

ସାଇବର ଠକଙ୍କ ହାବୁଡରେ ପଡିଲେ ଡାକ୍ତର । ମହିଳାଙ୍କ ସହ ଡେଟିଂ ପାଇଁ ଆପରେ ପ୍ରଲୋଭନ ଦେଇ ଠକି ନେଲେ ଦେଢ କୋଟି ଟଙ୍କା ।

8.Odisha Corona: କୋରୋନା କୋପ, 24 ଘଣ୍ଟାର 743 ସଂକ୍ରମିତ

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 743 କୋରୋନା ପଜିଟିଭ (COVID-19) ଚିହ୍ନଟ ।

9.ମହିଳା ହକି ବିଶ୍ବକପ, କାନାଡାକୁ ହରାଇଲା ଭାରତ

ମହିଳା ହକି ବିଶ୍ବକପରେ ଭାରତ ଓ କାନାଡା ମଧ୍ୟରେ ପୋଜିସନ ମ୍ୟାଚ ଅନୁଷ୍ଠିତ ହୋଇଛି । ଏଥିରେ ଭାରତ ଦମଦାର ବିଜୟ ହାସଲ କରିଛି ।

10Laal Singh Chaddha: ସୁଟିଂ ବେଳେ ଆଣ୍ଠୁରେ ଲାଗିଥିଲା ଆଘାତ, ହାର୍‌ ମାନିନଥିଲେ ଅମିର

ଆପଣ ଜାଣନ୍ତି କି ଫିଲ୍ମର ସୁଟିଂ ସମୟରେ ଅମିର ଖାନ୍‌ଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.