ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 12, 2022, 1:14 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ମିଳିଲାନି ଚାକିରି, ସୋସିଆଲ ମିଡିଆରେ OTET ସାର୍ଟିଫିକେଟ ବିକ୍ରି ପାଇଁ ବିଜ୍ଞାପନ

ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରି ନମିଳିବାରୁ OTET ସାର୍ଟିଫିକେଟ ବିକ୍ରି ପାଇଁ ସୋସିଆଲ ମିଡିଆରେ ଯୁବକଙ୍କ ବିଜ୍ଞାପନ ।

2. ଭିଜିଲାନ୍ସ ଜାଲରେ ନିମାପଡା ଆରଡି ସହକାରୀ ଯନ୍ତ୍ରୀ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ାରେ କାର୍ଯ୍ୟରତ ଆରଡି ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ବିଭାଗର ରେଡ।

3. ମହାକାଶ ଗବେଷଣାରେ ମାଇଲ ଖୁଣ୍ଟ, NASA ଜାରି କଲା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର

ନାସା (NASA) ଜେମ୍ସ ୱେବ୍‌ ସ୍ପେସ ଟେଲିସ୍କୋପରୁ ନିଆଯାଇଥିବା (James webb Space Telescope) ପ୍ରଥମ ରଙ୍ଗୀନ ଛବି ଜାରି ହୋଇଛି ।

4. ଧର୍ମ ସାଜିଲାନି ବାଧକ: ଅଙ୍ଗଦାନ କରି 4 ଜୀବନ ବଞ୍ଚାଇଲେ ହିନ୍ଦୁ ନାବାଳିକା

ଦୁର୍ଘଟଣାରେ ବ୍ରେନଡେଡ ହେବା ପରେ ଅଙ୍ଗଦାନ କଲେ ମୃତ ହିନ୍ଦୁ ନାବାଳିକାଙ୍କ ପରିବାର । ହୃତପିଣ୍ଡ, ଦୁଇ କିଡ୍‌ନୀ ଓ ଲିଭର ଦେଇ ବଞ୍ଚାଇଲେ 4 ରୋଗୀଙ୍କ ଜୀବନ ।

5. ହାଇଦ୍ରାବାଦ, ବେଙ୍ଗାଲୁରୁର 40 ସ୍ଥାନରେ ଆୟକର ବିଭାଗର ଚଢାଉ ଜାରି

ହାଇଦ୍ରାବାଦ, ବେଙ୍ଗାଲୁରୁରେ ଆୟକର ବିଭାଗର ଚଢାଉ । ରିଅଲ-ଇଷ୍ଟେଟ ସଂସ୍ଥାର ପ୍ରାୟ 40 ଠିକଣାରେ ଚଢାଉ ଜାରି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

6. Shopian Encounter: ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ଜାରି

ଦକ୍ଷିଣ କାଶ୍ମୀରର ସୋପିଆନାର ରେବାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳିବିନିମୟ ଜାରି ।

7. ଆସି ପାରିଲାନି ଆମ୍ବୁଲାନ୍ସ, 5 କିମି ଖଟିଆରେ ବୁହାହେଲେ ଗର୍ଭବତୀ

ପୁଣି ସାମ୍ନାକୁ ଆସିଲା ସରକାରୀ ଯୋଜନାର ନଗ୍ନ ଚିତ୍ର । ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । 5 କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ ।

8. ଶୋଚନୀୟ ଗାଁ ରାସ୍ତା, ତଳି ଲଗାଇ ଗ୍ରାମବାସୀଙ୍କ ପ୍ରତିବାଦ

ଆସରାଏ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ। ସାଇକେଲ ତ ଦୂରରେ ଥାଉ ପାଦରେ ଚାଲିକି ଯିବା ଅସମ୍ଭବ । ରାସ୍ତାର ଏପରି ଅବସ୍ଥା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପାରୁଆ ପଞ୍ଚାୟତ ଅନ୍ତର୍ଗତ ଛତାବେଡ଼ା ଦୁଇ ନମ୍ବର DNK ଗ୍ରାମରେ ।

9. Gujarat flood: ସ୍ଥିତି ଅଣାୟତ, ନଦୀକୂଳରୁ 16 ଜଣଙ୍କୁ ଏୟାରଲିଫ୍ଟ କଲେ କୋଷ୍ଟଗାର୍ଡ

ବନ୍ୟାରେ ବେହାଲ ଗୁଜୁରାଟ । ରାଜ୍ୟର ଅନେକ ଜିଲ୍ଲା ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି ।

10. ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ଭାରତୀୟ କ୍ରିକେଟ ଦଳ ଘୋଷଣା

ବର୍ମିଂହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.