ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 19, 2022, 1:06 PM IST

1-ଏଥର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା, ଶ୍ରୀଜିଉଙ୍କ ଦର୍ଶନ ସାନିଧ୍ୟ ପାଇବେ ଶ୍ରଦ୍ଧାଳୁ

ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା । ହାତୀବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ମିଳିବ ମହାପ୍ରଭୁଙ୍କ ଦର୍ଶନ ।

2-Gyanvapi Controversy: ଶୁଣାଣି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଆଜି ସୁପ୍ରିମକୋର୍ଟ ଓ ବାରାଣାସୀ କୋର୍ଟରେ ଜ୍ଞାନବାପି ମସଜିଦ ମାମଲାର ଶୁଣାଣି ହୋଇଥିଲା । ବାରାଣାସୀ ଟ୍ରାଏଲ କୋର୍ଟର ଶୁଣାଣି ଉପରେ ନୂଆ ଫଇସଲା ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

3-ଅନ୍ୟାସୀପୁର ନାବାଳିକା ହତ୍ୟା ଘଟଣା: ଯାଜପୁର ଏସପିଙ୍କୁ NHRCଙ୍କ ରିପୋର୍ଟ ତଲବ

ଯାଜପୁର ଅନ୍ୟାସୀପୁର ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲା । ଏହି ଘଟଣାରେ ହସ୍ତକ୍ଷପ କରିଛନ୍ତି ଜାତୀୟ ମାନବାଧିକାର କମିଶନ (NHRC) ।

4-ଆତଙ୍କ ଖେଳାଇଲା ମଙ୍କି ପକ୍ସ, ଆମେରିକାରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ଆଫ୍ରିକା ପରେ ଏବେ ଆମେରିକାରେ ଚିହ୍ନଟ ହେଲେ ମଙ୍କି ପକ୍ସ ଆକ୍ରାନ୍ତ । ଏନେଇ ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(CDC) ପକ୍ଷରୁ ସୂଚନା ଦିଆଯାଇଛି ।

5-ହାଣ୍ଡିଶାଳକୁ ମହଙ୍ଗା ମାଡ, ପୁଣି ବଢିଲା ରନ୍ଧନ ଗ୍ୟାସ ଦର

ଦେଶରେ ପୁଣି ବଢିଲା ରନ୍ଧନ ଗ୍ୟାସ ଦର । ଘରୋଇ ଏଲପିଜି ସିଲିଣ୍ଡର ପିଛା 3 ଟଙ୍କା 50 ପଇସା ଏବଂ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ 8 ଟଙ୍କା ବଢିଛି ।

6-Odisha Corona: ଦିନକରେ ୧୨ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨ ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୨୦ ସକ୍ରିୟ ମାମଲା ରହିଛି ।

7-Article 142: ସମ୍ବିଧାନର ସ୍ବତନ୍ତ୍ର ଅନୁଚ୍ଛେଦ, ଯାହାକୁ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ବ୍ୟବହାର କଲେ ସୁପ୍ରିମକୋର୍ଟ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ(Rajiv Gandhi Assassination case) ଦୋଷୀ ଏଜି ପେରାରିବଲନ(AG Perarivalan) ଦୀର୍ଘ ୩୧ ବର୍ଷ ଜେଲ୍‌ରେ ରହିବା ପରେ ବୁଧବାର ମୁକୁଳିଛି ।

8-Yamunotri Highway Collapsed: ପ୍ରାକ୍‌-ମୌସୁମୀ ବର୍ଷାରେ ଧସିଲା ଯନୁନୋତ୍ରୀ ହାଇୱେ

ଉତ୍ତରାଖଣ୍ଡରେ ଏବେ ମୌସୁମୀ ପହଞ୍ଚିନି ମାତ୍ର ବର୍ଷା ଚାରିଧାମ ଯାତ୍ରୀଙ୍କ ମୁସ୍କିଲ ବଢାଇବା ଆରମ୍ଭ କରିସାରିଲାଣି । ଯମୁନେତ୍ରୀ ଧାମରୁ ୨୫ କିଲୋମିଟର ପୂର୍ବରୁ ରାନାଚଟି ନିକଟ ଯନୁନୋତ୍ରୀ ହାଇୱେର(Yamunotri Highway Blocked ) ୧୫ ମିଟର ରାସ୍ତା ଧସିବାକୁ ବଡ ଯାନବାହନ ଚଳାଚଳ ଠପ୍‌ ।

9-ସିନେମା ନୁହେଁ ସତ, 75 ବର୍ଷ ପରେ ପାକିସ୍ତାନକୁ ଫେରିବେ ରିନା ବର୍ମା

ବଲିଉଡ ଚଳଚ୍ଚିତ୍ର 'ବଜରଙ୍ଗୀ ଭାଇଜାନ'ରେ ମୁନି ପାକିସ୍ତାନରୁ ଭାରତ ପଳାଇ ଆସିଥିଲେ । ବହୁ ଉଦ୍ୟମ ପରେ ସେ ତାଙ୍କ ଘରକୁ ଫେରିଥିଲେ । ସେ ଥିଲା ମାତ୍ର ସାଢେ 2 ଘଣ୍ଟାର କାହାଣୀ କିନ୍ତୁ ପୁଣେର ରିନା ବର୍ମାଙ୍କ ଜୀବନରେ ଯାହା ଘଟିଛି ତାହା ସତ ।

10-Cannes 2022: ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କହିଲେ ସମ୍ପର୍କ ମଜବୁତ ହେଉଛି

ପ୍ରଧାନମନ୍ତ୍ରୀ ମୋଦି ଖୁସି ବ୍ୟକ୍ତ କରିଛନ୍ତି ଏବଂ କାନ୍ସ ଫିଲ୍ମ ଫେଷ୍ଟିଭାଲ 2022ରେ ଭାରତକୁ କଣ୍ଟ୍ରି ଅଫ ଅନରର ମାନ୍ୟତା ମିଳିଥିବାରୁ ଏକ ନୋଟ୍ ସେୟାର କରିଛନ୍ତି । ନୋଟ୍‌ରେ ପିଏମ ମୋଦି କ’ଣ ଲେଖିଛନ୍ତି ଜାଣନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.