ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଟପ୍‌ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 6, 2022, 1:00 PM IST

1. Cyclone Update: 8ରେ ବାତ୍ୟା, 10ରେ ଛୁଇଁବ ଉପକୂଳ !

୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

2. ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF, ଜଣେ ଗିରଫ

ସଇଁତଳା ଟିକ୍ରପଡ଼ା ରାସ୍ତାରେ ବାଘଛାଲ ବିକ୍ରି ବେଳେ ମାଡିବସିଲା ଏସଟିଏଫ । କଲରାପତରିଆ ଚିତା ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ।

3. ବାତ୍ୟା ଚିତ୍ର ଅସ୍ପଷ୍ଟ, ଗୁଜବରୁ ଦୂରେଇ ରୁହନ୍ତୁ: ପାଣିପାଗ ବିଜ୍ଞାନୀ

ଲଘୁଚାପରେ ପରିଣତ ହେଲା ଘୁର୍ଣ୍ଣିବଳୟ । ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ମଧ୍ୟ ଏହା ବାତ୍ୟାର ରୂପ ନେବକି ନାହିଁ ତାର ଚିତ୍ର ଏଯାଏଁ ଅସ୍ପଷ୍ଟ ରହିଛି ।

4. ମରିଗଲା ମାନବିକତା, COVID ସହାୟତା ଦେବାକୁ ଲାଞ୍ଚ ମାଗିଲେ ଅସ୍ତରଙ୍ଗ ତହସିଲର କିରାଣୀ

କୋଭିଡ ସଂକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା କାଗଜପତ୍ର କାମ କରାଇବାକୁ ଲାଞ୍ଚ ନେଉଛନ୍ତି ତହସିଲ କାର୍ଯ୍ୟାଳୟର କିରାଣୀ । ଜଣେ କୋଭିଡ ମୃତକଙ୍କ ସ୍ବାମୀ ସହାୟତା ରାଶି ପାଇବାକୁ ଅସ୍ତରଙ୍ଗ ତହସିଲ ଅଫିସକୁ କାଗଜପତ୍ର କାମ କରାଇବାକୁ ଆସିଥିଲେ ।

5. ଭିସୁଟରେ ଛାତ୍ର ଅଶାନ୍ତି, ରାତି ସାରା ଧାରଣାରେ ଛାତ୍ରଛାତ୍ରୀ

ବୁର୍ଲା ଭିସୁଟରେ ଛାତ୍ର ଅଶାନ୍ତି । ସେମିଷ୍ଟାର ପରୀକ୍ଷାକୁ ନେଇ ଦେଖାଯାଇଛି ଛାତ୍ର ଅଶାନ୍ତି । ଏନେଇ ଗତ ରାତି 2ଟାରୁ ଛାତ୍ରଛାତ୍ରୀ ମାନେ ବିଶ୍ବ ବିଦ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି ।

6. Covid Death Report Row: ବିଜ୍ଞାନ ନୁହେଁ, ମୋଦି ମିଛ କହୁନ୍ତି କହିଲେ ରାହୁଲ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋଭିଡ ମୃତ୍ୟୁ ସମ୍ପର୍କିତ ରିପୋର୍ଟ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କଲେ ରାହୁଲ । ବିଜ୍ଞାନ ନୁହେଁ, ମୋଦି ମିଛ କହୁନ୍ତି ବୋଲି କହିଲେ କଂଗ୍ରେସ ନେତା ।

7. Anantnag Encounter: ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ସୀମାରେ ସୁରକ୍ଷାବାହିନୀଙ୍କ ଆତଙ୍କୀ ଦମନ ଅଭିଯାନ ଜାରି ରହିଛି । ଜମ୍ମୁ କଶ୍ମୀର ଅନନ୍ତନାଗ ପୂର୍ବ ବାଟକୋଟ ପାହାଲଗାମ ଜଙ୍ଗଲ ଅଞ୍ଚଳ ଶ୍ରୀଚନ୍ଦରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।

8. Kedarnath Temple opens: ୧୨ କ୍ବିଣ୍ଟାଲ ଫୁଲରେ ସୁସଜ୍ଜିତ ହୋଇଛି ମନ୍ଦିର

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି କେଦାରନାଥ ଧାମ । ଏନେଇ ପୁରା ମନ୍ଦିରରକୁ ୧୨ କୁଇଣ୍ଟାଲ ଫୁଲରେ ସୁନ୍ଦର ଭାବେ ସଜାଯାଇଛି ।

9. USA ଭିତରକୁ ବେଆଇନ ଅନୁପ୍ରବେଶ, ଧରାପଡ଼ିଲେ ୬ ଭାରତୀୟ

ବେଆଇନ ଭାବେ କାନାଡାରୁ ଆମେରିକା ସୀମୀ ମଧ୍ୟ ପ୍ରବେଶ କରୁଥିବା ବେଳେ ଧରା ପଡ଼ିଲେ ୬ ଭାରତୀୟ ଯୁବକ ।

10. ନୋରା ଫତେହିଙ୍କ ଚାର୍ମିଂ ଲୁକ୍‌, ଫଟୋ ଦେଖି ଫ୍ୟାନ୍ସ ଫିଦା

ନୋରା ଫତେହି ତାଙ୍କ ବୋଲ୍ଡ ଡ୍ୟାନ୍ସ ମୁଭ୍ସ ଏବଂ ଫ୍ୟାଶନ୍ ସେନ୍ସ ସହିତ ଲୋକଙ୍କୁ ଇମ୍ପ୍ରେସ୍ କରନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.