ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 26, 2022, 12:57 PM IST

1. ଆକ୍ସନ ମୁଡ଼ରେ ବିଜେଡି: ଦଳରୁ ବିଦା ହେଲେ ଦୁଇ ବରିଷ୍ଠ ନେତା

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବରିଷ୍ଠ ବିଜେଡି ନେତା ନିଲମ୍ବିତ । ଦଳରୁ ବିଦା ହେଲେ ପାରଳାଖେମୁଣ୍ଡିର ସହର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ଗଜପତି ଜିଲ୍ଲାର ଉପ ସଭାପତି କେ ଆପ୍ପାରାଓ ।

୨. ବିଷାକ୍ତ ଖାଦ୍ୟ ଖାଇ ଭାଇଭଉଣୀ ମୃତ, ମାଆ ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ଭାଇଭଉଣୀଙ୍କ ମୃତ୍ୟୁ, ମାଆ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମା ଗ୍ରାମରେ ।

୩. KVରେ ମାଗଣାରେ ପଢିବେ କୋଭିଡରେ ମୃତ ବାପାମାଆଙ୍କ ପିଲା, ବର୍ଷକୁ 10ଜଣଙ୍କୁ ମିଳିବ ଆଡମିଶନ

କୋଭିଡ଼ରେ ମୃତ ବାପା, ମାଙ୍କ ପିଲାଙ୍କୁ କେଭିରେ ପାଠ ପଢ଼ିବା ସୁଯୋଗ । କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢିବେ କୋରୋନାରେ ମୃତ ବାପାମାଆଙ୍କ ପିଲା ।

୪. PCC ପରିବର୍ତ୍ତନ ପ୍ରସଙ୍ଗ, କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ବୈଠକ ଜାରି

ପିସିସି ପରିବର୍ତ୍ତନ ନେଇ ଚାଲିଛି ବୈଠକ । କଂଗ୍ରେସ ଭବନରେ ପହଞ୍ଚିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ସାଥିରେ ଏଆଇସିସି ସହ ସମ୍ପାଦକ ରୁଦ୍ର ରାଜୁ ମଧ୍ୟ ଉପସ୍ଥିତ ଅଛନ୍ତି ।

୫. CBSE Term 2 Exam: ଆଜିଠାରୁ ସିବିଏସ୍ଇ ଦଶମ, ଦ୍ୱାଦଶ ଟର୍ମ-୨ ପରୀକ୍ଷା

ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଟର୍ମ-2 ପରୀକ୍ଷା ଆରମ୍ଭ । CBSEର ଦଶମ ଓ ଦ୍ବାଦଶ ଶ୍ରେଣୀର ଟର୍ମ-2 ପରୀକ୍ଷା ଅଫଲାଇନ ମୋଡରେ ହେବ ।

୬. ମା' ଶାରଳାଙ୍କ ପୀଠରେ 5T ସଚିବ, ଫୋକସରେ ମନ୍ଦିରର ସୌନ୍ଦର୍ଯ୍ୟକରଣ

ଜଗତସିଂହପୁର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ ମା’ ଶାରଳାଙ୍କ ମନ୍ଦିରରେ 5T ସଚିବ । ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

୭. କୁତ୍ସିତ ମାନସିକତା: ଦଳିତ ଦମ୍ପତିଙ୍କୁ ମନ୍ଦିରରେ ପ୍ରବେଶ ବାରଣ, ବନ୍ଧା ହେଲେ ପୂଜକ

ଆଧୁନିକ ସଭ୍ୟ ସମାଜରେ ଆଜି ବି କେତେକ ସ୍ଥାନରେ ବଞ୍ଚି ରହିଛି କୁତ୍ସିତ ମାନସିକତା । ରାଜସ୍ଥାନର ଜାଲୋର ଜିଲ୍ଲାରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏକ ନବବିବାହିତ ଦଳିତ ଦମ୍ପତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେଲେନି ମନ୍ଦିର ପୂଜକ ।

୮. ଅନନ୍ତନାଗରେ ଆତଙ୍କୀଙ୍କ ଗ୍ରେନେଡ ମାଡ

ଅନନ୍ତନାଗ ଜିଲ୍ଲାର ବିଜଭାରର ପଦସାହି ବାଗ ଅଞ୍ଚଳରେ ପୋଲିସ କ୍ୟାମ୍ପ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ । କେହି ଆହତ ହୋଇନଥିବା ସୂଚନା ।

୯. ବିଜୁଳି କାଟ ନେଇ ଖପ୍ପା ଧୋନିଙ୍କ ପତ୍ନୀ ସାକ୍ଷୀ, ସରକାରଙ୍କୁ କହିଲେ ଏମିତି

ଝାଡଖଣ୍ଡରେ ବିଜୁଳି ସମସ୍ୟା ନେଇ କ୍ଷୋଭ ପ୍ରକାଶ କଲେ ଧୋନିଙ୍କ ପତ୍ନୀ ସାକ୍ଷୀ । ଟ୍ବିଟ୍ କରି ସରକାରଙ୍କୁ ପଚାରିଲେ ପ୍ରଶ୍ନ ।

୧୦. Gorgeous Photos: ଥାଇ ହାଇ-ସ୍ଲିଟ ସ୍କର୍ଟ ଓ କ୍ରପ୍‌ ଟପ୍‌ରେ କିଆରା

କବୀର ସିଂ ଫେମ୍‌ ଅଭିନେତ୍ରୀ କିଆରା ଆଡଭାନୀ ଏବେ ବଲିଉଡରେ ନିଜର ନାଁ ଅର୍ଜନ କରୁଛନ୍ତି । ତାଙ୍କର କିଛି ଫିଲ୍ମ ବକ୍ସ ଅଫିସରେ ଭଲ କଲେକ୍ସନ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.