ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Feb 15, 2022, 1:06 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ପୁଣି ପଡିଲା 5T ଛାଟ, 5 ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଦୁର୍ନୀତି ଦମନ ପାଇଁ ପୁଣି ଆଉ ୫ ଅଧିକାରୀଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର ।

2.Fodder scam: RJD ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ

ବହୁ ଚର୍ଚ୍ଚିତ ଗୋଖାଦ୍ୟ ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ RJD ମୁଖ୍ୟ ଲାଲୁ ପ୍ରସାଦ ଯାଦବ ।

3.Odisha Legislative Council Resolution: କେନ୍ଦ୍ରକୁ ଚିଠି ଲେଖିଲେ ବାଚସ୍ପତି

ଓଡି଼ଶା ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନଥିବା ପ୍ରସଙ୍ଗ । କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ୨ଟି ଚିଠି ଲେଖିଲେ ବାଚସ୍ପତି ।

4. ଅଭିଯୁକ୍ତକୁ ଧରିବାକୁ ଯାଇଥିଲେ ଦିଲ୍ଲୀ, ରାଜସ୍ଥାନରେ ଜିପ ଓଲଟି 4 ଗୁଜୁରାଟ ପୋଲିସକର୍ମୀ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ। ଜୟପୁରର ଭବରୁ ଅଞ୍ଚଳରେ ଗୁଜୁରାଟ ପୋଲିସ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

5.୧୩ ବର୍ଷୀୟ ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ କଲେ ୧୬

ରାଜସ୍ଥାନର ଭରତପୁର ଜିଲ୍ଲାରେ ୧୩ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ କଲେ ୧୬ । ପୋଲିସର ଛାନଭିନ ଜାରି ।

6.ନିୟନ୍ତ୍ରଣ ହରାଇ କାରରେ ପିିିଟି ହେଲା ଟ୍ରକ, ୪ ମୃତ

ରାଇଗଡ ଖୋପୋଲି ମୁମ୍ବାଇ ପୁନେ ଏକ୍ସପ୍ରେସ ୱେରେ ଭୟଙ୍କର ସଡକ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ କାରରେ ପିଟିହେଲା ଟ୍ରକ ।

7.ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍, ସ୍କାନରରେ ନବରଙ୍ଗପୁର-ଯାଜପୁର ଘର

ଭିଜିଲାନ୍ସ ଜାଲରେ ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ SP ତ୍ରିନାଥ ମିଶ୍ର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ ।

8.କଟକଣାରେ ଆରମ୍ଭ ଜୋରନ୍ଦା ମେଳା, ଚଳଚଞ୍ଚଳ ଢେଙ୍କାନାଳର ମହିମାଗାଦି

ଆଜିଠାରୁ ଆରମ୍ଭ ହୋଇଛି ଜୋରନ୍ଦା ମେଳା । ଚଳଚଞ୍ଚଳ ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳର ମହିମାଗାଦି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣା ଯୋଗୁଁ କେବଳ ନୀତିକାନ୍ତିରେ ଚାଲିଛି ମେଳା

9.Pre Poll Violence: ଜଗତସିଂହପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ମାମଲା ରୁଜୁ

ଜଗତସିଂହପୁର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ।

10.IND vs WI: ଟି-୨୦ ଦଳର ଉପ-ଅଧିନାୟକ ହେଲେ ପନ୍ତ

ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଡି ସିରିଜ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦଳର ଉପଅଧିନାୟକ ଘୋଷଣା କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.