ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Dec 31, 2021, 1:02 PM IST

1.ନୂଆ ବର୍ଷରେ ଜଗା ଦର୍ଶନ ମନା, ଆଜିଠୁ ୩ ଦିନ ଶ୍ରୀମନ୍ଦିର ବନ୍ଦ

ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପ୍ରାୟ ପ୍ରତିଦିନ ଲୋକଙ୍କ ଗହଳି ଲାଗେ । ଆଉ ନୂଆବର୍ଷରେ ଗହଳି ଟିକେ ବଢିଯାଏ । ଏଥର ନୂଆବର୍ଷରେ କାଳିଆର ଝଲକ ପାଇ ପାରିବେନି ଭକ୍ତ ।

2.ପର୍ଯ୍ୟଟକଙ୍କ ପାଇଁ ୨ ଦିନ ଶିମିଳିପାଳ ବନ୍ଦ

ମୟୂରଭଞ୍ଜର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ବାଘ ଅଭୟାରଣ୍ୟ ଶିମିଳିପାଳକୁ ୨ ଦିନ ବନ୍ଦ ରଖିଛି ବନ ବିଭାଗ ।

3.ସରିଲା ଅଭୟଙ୍କ କାର୍ଯ୍ୟକାଳ, ଆଜି ଦାୟିତ୍ବ ନେବେ ନୂଆ DPG ସୁନୀଲ

ଆଜି ନବନିଯୁକ୍ତ ଓଡିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ ଦାୟିତ୍ବ ଗ୍ରହଣ କରିବେ ।

4.କଲରାପତରିଆ ବାଘ ଛାଲ ବିକ୍ରି ବେଳେ ଜଣଙ୍କୁ ବାନ୍ଧିଲା STF

କ୍ରାଇମବ୍ରାଞ୍ଚ STF ହାତରେ ପୁଣି ଧରାପଡ଼ିଲା ବାଘଛାଲ ବେପାରୀ । କଲରାପତରିଆ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ବନ୍ଧା ହେଲେ ଖୋର୍ଦ୍ଧାର ରତ୍ନାକର ।

5.Yes Bank ପ୍ରତିଷ୍ଠାତାଙ୍କ ବିରୋଧରେ EDର ଚାର୍ଜସିଟ

ମନି ଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାଣା କପୁରଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି ।

6.ତାମିଲନାଡୁରେ ବର୍ଷା ନେଲା ୩ ଜୀବନ, ସ୍କୁଲ ଅଫିସ ବନ୍ଦ

ତାମିଲନାଡୁ ଚେନ୍ନାଇରେ ତୁହାକୁ ତୁହା ବର୍ଷା । ପ୍ରବଳ ବର୍ଷା ହେତୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

7.ବଜ୍ରପାତ ବର୍ଷା ଜାଳିଦେଲା ବର୍ଷକର ଖାଦ୍ୟ

ରାଜ୍ୟର କିଛି ଜିଲ୍ଲାରେ କୁଆପଥର ବର୍ଷା ହୋଇଥିବାର ଦେଖିବାକୁ ମିଳିଛି ।

8.2022ରେ ସୁନା ଛୁଇଁବ ୫୫ ହଜାର

୨୦୨୧ ଦ୍ବିତୀୟ ଭାଗରେ କିଛିଟା ଫିକା ପଡିଥିବା ସୁନା ବ୍ୟବସାୟ ନୂଆବର୍ଷରୁ ପୁଣି ଚମକିବ (Gold price may cross Rs 55k per 10 gm in 2022) ।

9.ତେଲେଙ୍ଗାନାରେ ଆରମ୍ଭ ହେଲାଣି ତୃତୀୟ ଲହର !

ତେଲେଙ୍ଗାନାରେ ଆରମ୍ଭ ହେଲାଣି ତୃତୀୟ ଲହର । ବର୍ତ୍ତମାନ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ସୂଚନା ଦେଲେ ତେଲେଙ୍ଗାନା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ଜି ଶ୍ରୀନିବାସ ରାଓ ।

10.ICC Awards; ଆଇସିସି ପୁରସ୍କାର ଦୌଡରେ ସ୍ମୃତି ମାନ୍ଧାନା

ଭାରତୀୟ ମହିଳା କ୍ରିକେଟର ଓପନର ସ୍ମୃତି ମାନ୍ଧାନାଙ୍କ ନାମ ଆଇସିସି ମହିଳା ଟି-୨୦ ପ୍ଲେୟାର ଅଫ ଦି ଇୟର ୨୦୨୧ ପୁରସ୍କାର ପାଇଁ ସୁପାରିସ ହୋଇଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.