ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Dec 17, 2021, 1:04 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. Captain Varun Singh Funeral: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବୀର ବରୁଣଙ୍କୁ ଅନ୍ତିମ ବିଦାୟ

ଆଖିରେ ଲୁହ ଓ କୋହଭରା ଛାତିରେ ବୀର ପୁଅ କ୍ୟାପଟେନ ବରୁଣ ସିଂହଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ଦେଶବାସୀ ଓ ପରିବାର (last rites of group captain varun singh) ।

2. Bhutan Highest Civilian Award: ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ । ଟ୍ବିଟ୍ ଯୋଗେ ସୂଚନା ଦେଲେ ଭୁଟାନ ପ୍ରଧାନମନ୍ତ୍ରୀ ।

3. UP Polls: ଆଜି ୪୦ ଦଳୀୟ ସାଂସଦଙ୍କ ସହ ବ୍ରେକଫାଷ୍ଟ ପେ’ ଚର୍ଚ୍ଚା କରିବେ ମୋଦି

ଆଗକୁ ହେବାକୁ ଥିବା ବିଧାସଭା ନିର୍ବାଚନ ବୈତରଣୀ ପାର କରିବାକୁ କସରତ ଆରମ୍ଭ କରିଦେଇଛି ବିଜେପି । ଏ ନେଇ ଘନଘନ ବୈଠକ ସହ ରାଲି ରଣନୀତି ପ୍ରସ୍ତୁତ କରୁଛି ବିଜେପି ।

4. ଗଙ୍ଗା ଜଳ କିଣୁ କିଣୁ ନେଇଗଲେ ୧୦ ଲକ୍ଷ, ଠକେଇର ଶିକାର‌ ହେଲେ IPSଙ୍କ ପତ୍ନୀ

ଅନଲାଇନରେ ୨ ହଜାର ଟଙ୍କା ଦେଇ କିଣିଥିଲେ ଗଙ୍ଗାଜଳ । ସାଇବର ଠକ ନେଇଗଲେ ୧୦ ଲକ୍ଷ ଟଙ୍କା ।

5. Miss World 2021: ପଶିଲା କୋରୋନା, ମିସ୍ ୱାର୍ଲ୍ଡ ଫାଇନାଲ ପ୍ରତିଯୋଗିତା ସ୍ଥଗିତ

ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା 2021 ମିସ୍ ୱାର୍ଲ୍ଡ ଫାଇନାଲ ପ୍ରତିଯୋଗିତା(Miss World-2021 Postponed) ।

6. UP Polls: ବାଜିମାତ ପାଇଁ BJPର ପ୍ରସ୍ତୁତି, ଆଜି ରାଲି କରିବେ ଶାହ

ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଜିଠୁ ଦୁଇଦିନିଆ ୟୁପି ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ।

7. Building Fire In Osaka: ଜାପାନରେ ଭୟାବହ ଅଗ୍ନିକାଣ୍ଡ, ୨୭ ମୃତ

ଜାପାନର ଓସକା ସହରରେ ଭୟାବହ ଅଗ୍ନିକାଣ୍ଡ । ସହରରେ ଥିବା ଏକ ବ୍ୟବସାୟିକ ବିଲ୍ଡିଂରେ ନିଆଁ ଲାଗିବା ଯୋଗୁଁ ଅତିକମରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

8. ଅଡୁଆରେ ବିଧାୟକ, ଦୁଷ୍କର୍ମକୁ ନେଇ ବିଧାନସଭାରେ ଦେଲେ ବିବାଦୀୟ ବୟାନ

ବିଧାନସଭା ଭଳି ପବିତ୍ର ଗୃହରେ ଅପଶଦ୍ଦ ବ୍ୟବହାର କରି ଲୋକହସା ହୋଇଛନ୍ତି କଂଗ୍ରେସ ବିଧାୟକ କେଆର ରମେଶ କୁମାର (Senior Congress MLA KR Ramesh Kumar) ।

9. ଖେଳୁ ଖେଳୁ ବୋରୱେଲକୁ ଖସିପଡିଲା ଶିଶୁ, 10 ଘଣ୍ଟା ପରେ ଉଦ୍ଧାର କଲା SDRF

ଅସାବଧାନତା ହେତୁ ବୋରଓ୍ବେଲରେ ଖସିପଡିଲା ଦେଢବର୍ଷର ଶିଶୁକନ୍ୟା । ଦୀର୍ଘ ୧୦ ଘଣ୍ଟାପରେ ଉଦ୍ଧାର କଲା ଉଦ୍ଧାରକାରୀ ଟିମ୍ ।

10. କୋଭିଡ ନିୟମ ଭାଙ୍ଗିଲେ ଆଲିଆ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା BMC

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାମରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ(Bollywood Actress Alia Bhatt Break Covid Rule) । କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା BMC ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.