ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Dec 14, 2021, 1:06 PM IST

1. Parliament Session: ଆଜି ପାରିତ ହୋଇପାରେ CBI ଓ ED ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ବିଲ

ଆଜି ସଂସଦ ଶୀତ ଅଧିବେଶନର (Parliament winter session) 16 ଦିନ । ଆଜି କିଛି ବିଲକୁ ନେଇ କମ୍ପିପାରେ ଗୃହ । ବିଶେଷ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate)ଓ ସିବିଆଇ (Central Bureau of Investigation) ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତରେ ଥିବା ବିଲ ଆଦି ସଂସଦରେ ପାରିତ ହୋଇପାରେ ।

2. Niti Aayoga Vice Chairman: 3 ଦିନିଆ ଓଡିଶା ଗସ୍ତ, ଯାଇପାରନ୍ତି ପୁରୀ

ଆସନ୍ତାକାଲି(ବୁଧବାର) ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର(Niti Aayoga Vice Chairman Rajeev kumar)

3. PG Enrollment: 15ରୁ ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା

ପୂରଣ ହୋଇପାରୁନାହିଁ ପିଜି ସିଟ୍ । 15ରୁ ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ଆରମ୍ଭ ।

4. Omicron Scare: ଦେଶରେ ୪୧ ଓମିକ୍ରନ ସଂକ୍ରମିତ, ମହାରାଷ୍ଟ୍ରରେ ସର୍ବାଧିକ

ଦେଶରେ ବଢୁଛି ଓମିକ୍ରନ(Omicron ) ସଂକ୍ରମଣ । ବର୍ତ୍ତମାନ ସୁଦ୍ଧା ଦେଶରେ ୪୧ ସଂକ୍ରମିତ ଚିହ୍ନଟ ।

5. Farooq Abdullah: ଦେଶକୁ ଜଣେ ସାହାସୀ ପ୍ରଧାନମନ୍ତ୍ରୀ ଦରକାର

ଦେଶକୁ ଜଣେ ସାହାସୀ ପ୍ରଧାନମନ୍ତ୍ରୀ ଆବଶ୍ୟକ । ଯିଏକି ଦେଶବାସୀଙ୍କୁ ଏକାଠି ବାନ୍ଧିପାରିବ ନା କି ଧର୍ମ ଆଧାରରେ ରାଜନୀତି ପାଇଁ ଦେଶକୁ ବିଭାଜିତ କରିବ । ଏପରି କିଛି କହିଛନ୍ତି ଜମ୍ମୁକାଶ୍ମୀର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (National Conference) ସଭାପତି ଫାରୁକ ଅବଦୁଲ୍ଲା (Farooq Abdullah) ।

6. PM Modi Surprise Visit: ବାରଣାସୀ ରେଲୱେ ଷ୍ଟେସନକୁ ପ୍ରଧାନମନ୍ତ୍ରୀଙ୍କ ଅଚାନକ ଗସ୍ତ

ଉତ୍ତରପ୍ରଦେଶ ବାରଣାସୀ ରେଲୱେ ଷ୍ଟେସନ ଅଚାନକ ଗସ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi Varanasi Railway Station Visit) । ଦୀର୍ଘ ୬ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା ।

7. ଇଣ୍ଡୋନେସିଆରେ ବଡ ଧରଣର ଭୂକମ୍ପ, ସୁନାମି ଆଶଙ୍କା

ଇଣ୍ଡୋନେସିଆରେ 7.6 ତୀବ୍ରତାର ଭୂକମ୍ପ ଝଟକା ( Earthquake in Indonesia) । ସୁନାମି ଆସିବା ଆଶଙ୍କା କରି ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି ।

8. ଆଜି ବାରଣାସୀରେ ବିଜେପି ଶିବିରରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ଦୁଇଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi )। ଗତକାଲି ୯୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ କାଶୀ ବିଶ୍ବନାଥ କରିଡର ଉଦଘାଟନ କରିଛନ୍ତି । ଆଜି ୧୨ ରାଜ୍ୟର ବିଜେପି ନେତୃତ୍ବାଧୀନ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ (BJP CMs conclave) କରିବେ ।

9. India Tour Of South Africa: ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚ ଖେଳିବେନି କୋହଲି

ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ ଖେଳିବେନି ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି(Virat Kohli South Africa Tour One-day Match Cancel) ।

10. Asian Hockey Champions Trophy: କୋରିଆ ବିପକ୍ଷରେ ଭାରତର ଅଭିଯାନ ଆରମ୍ଭ

ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳର ଏସୀୟ ଚମ୍ପିଅନ୍ସ ଟ୍ରଫି(Asian Hockey Champions Trophy) ଆଜି(ମଙ୍ଗଳବାର)ଠୁ ଆରମ୍ଭ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.