ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 28, 2021, 1:09 PM IST

୧. Odisha Assembly Winter Session: ଶୀତ ଅଧିବେଶନ ପୂର୍ବରୁ ଆରମ୍ଭ ହେଲା କୋଭିଡ ଟେଷ୍ଟ

ଶୀତକାଳୀନ ଅଧିବେଶନ ପୂର୍ବରୁ ବିଧାନସଭା (Odisha Assembly Winter Session)ପରିସରରେ ଆରମ୍ଭ ହେଲା ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ ।

୨. Omicron Guideline: ବିଦେଶରୁ ଫେରିଲେ ଓଡିଶାରେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ନୂଆ ଭାରିଆଣ୍ଟ ଓମିକ୍ରମ(New Variant Omicron) ପାଇଁ ବଢିଲା ଚିନ୍ତା । ବିଦେଶ ଯାତ୍ରୀଙ୍କୁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ।

୩. ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଓ ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀରଙ୍କୁ (Gautam Gambhir) ପୁଣି ଥରେ ଜୀବନରୁ ମାରିଦେବାକୁ ଧମକ(death threat mail to Gambhir) ମିଳିଛି ।

. Bride Dharna: ବାପପୁଅ ଅଡିଓ ଭାଇରାଲ ପରେ ଏମିତି ମତ ରଖିଲେ ଶ୍ବଶୂର ପ୍ରମୋଦ

ଶାଶୂଘର ସମ୍ମୁଖରେ (Berhampur Bride Dharna) ଯୁବତୀଙ୍କ ଧାରଣା ଦେବା ଘଟଣାରେ ତପସ୍ବିନୀଙ୍କ ଶ୍ବଶୁର ଓ ସ୍ବାମୀଙ୍କ ଅଡିଓ ଭାଇରାଲ ପରେ ଏଭଳି ମତ ରଖିଲେ ପ୍ରମୋଦ ।

୫. WB Road accident: ମୃତଦେହ ନେଇ ଯାଉଥିଲେ, ଫେରିଲା 17 ମୃତଦେହ

ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ହଂସଖାଲିର ଫୁଲବାରି ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (Road accident) । ଅକାଳରେ ଲିଭିଯାଇଛି ୧୭ ଜଣଙ୍କ ଜୀବନ ଦୀପ । ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି ।

୬. CYCLONE JAWAD: ଆସୁଛି ବାତ୍ୟା ଜୱାଦ ! ଡିସେମ୍ବର ପ୍ରଥମ ସପ୍ତାହରେ ଛୁଇଁବ ସ୍ଥଳଭାଗ

ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର(Low pressure Area) ନେଇପାରେ ବାତ୍ୟାର ରୂପ । ଯଦି ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ ତେବେ ବାତ୍ୟାର ନାମ 'ଜୱାଦ' ରଖାଯିବ(Cyclone Jawad) ।

୭. Uttarakhand Assembly Poll: ଡିସେମ୍ବର ୪ରେ ଉତ୍ତରାଖଣ୍ଡ ଯିବେ ପ୍ରଧାନମନ୍ତ୍ରୀ

ଆସନ୍ତା ଡିସେମ୍ବର ୪ରେ ଉତ୍ତରାଖଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime minister Narendra Modi) । ଏ ନେଇ ସୂଚନା ଦେଇଛନ୍ତି ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (pushkar Singh Dhami) ।

୮. All Party Meeting: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ଆଜି ବସିବ ସର୍ବଦଳୀୟ ବୈଠକ(All-Party Meeting) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକର ଅଧ୍ୟକ୍ଷତା କିରବେ(PM Modi Address All-Party Meeting) ।

୯. ଆଜି 415 କୋଟି AMUL ଦୁଗ୍ଧ ପ୍ରକଳ୍ପର ଶୁଭାରମ୍ଭ କରିବେ Amit Shah

ଆଜି ଗୁଜୁରାଟର ଗାନ୍ଧୀ ନଗରରେ 415 କୋଟି ଟଙ୍କା ବ୍ୟୟରେ ନିର୍ମିତ ଅମୁଲ ଦୁଗ୍ଧ ପ୍ରକଳ୍ପର (AMUL Dairy projects inaugurate) ଶୁଭାରମ୍ଭ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।

୧୦.Audience Hockey WC: ବାଟବଣା କୋରୋନା କଟକଣା, ଭାରତ-ପୋଲାଣ୍ଡ ମ୍ୟାଚରେ ଭରିଲା ଦର୍ଶକ ଗ୍ୟାଲେରୀ

ଜୁନିଅର ପୁରୁଷ ହକି ବିଶ୍ବ କପ(Junior Mens Hockey WC) ମ୍ୟାଚରେ ଦର୍ଶକଙ୍କୁ ଦେଖି ତାଜୁବ ଅନ୍ୟ ଦର୍ଶକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.