ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 8, 2021, 1:01 PM IST

1. ପଞ୍ଚାୟତ ନିର୍ବାଚନ, ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଗୁରୁତ୍ବ ଦେଇଛନ୍ତି ।

2. INDIA CORONA: ଦିନକରେ 11451 ନୂଆ ସଂକ୍ରମିତ, 266 ମୃତ

ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 11 ହଜାର 451 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 266 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

3. ମମିତା ନିଆଁ: କଳା ପତାକା ଦେଖାଇ ଦିବ୍ୟଶଙ୍କରଙ୍କୁ ବିରୋଧ କଲା ଯୁବ କଂଗ୍ରେସ

ଆଜି(ସୋମବାର) କଳାହାଣ୍ଡି ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ଯୋଗ ଦେବା ସମୟରେ ଯୁବ କଂଗ୍ରେସ ତାଙ୍କୁ କଳା ପତାକା ପ୍ରଦର୍ଶନ କରିଛି ।

4. 24 ଘଣ୍ଟାରେ ଆଖି ବୁଜିଲେ ଆଉ ୪ କୋରୋନା ଆକ୍ରାନ୍ତ

ରାଜ୍ୟରେ କମୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି(ସୋମବାର) ରାଜ୍ୟରେ ଚାରିଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

5. ଭ୍ରମର ପ୍ରେମରେ ବଲାଙ୍ଗୀରର ଭମର, ରଖିଛନ୍ତି ୫ ହଜାରରୁ ଉର୍ଦ୍ଧ୍ବ ପ୍ରଜାପତି

ବଲାଙ୍ଗୀରର ଯୁବକ ହାର୍ଦ୍ଦିକ ତାଙ୍କର ଭିନ୍ନ ସଂଗ୍ରହ ପାଇଁ ଏବେ ଚର୍ଚ୍ଚାରେ। ଲାଙ୍ଗୀରର ଯୁବକ ହାର୍ଦ୍ଦିକ ଭମର ଛୋଟ ଦିନରୁ ହିଁ ପ୍ରଜାପତିର ସୋନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଏଯାବତ 5 ହଜାର 824 ପ୍ରକାରର ପ୍ରଜାପତି ସଂଗ୍ରହ କରି ଏବେ ଚର୍ଚ୍ଚାରେ ।

6. ଦିନକରେ ୨୭୬ କୋରୋନା ପଜିଟିଭ, ୫୫ ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୭୬ କୋରୋନା ପଜିଟିଭ ଚିହ୍ନଟ । ୫୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ସଂକ୍ରମିତ ।

7. ବ୍ୟବସାୟୀଙ୍କୁ ୩୮ କିଓସ୍କ ବାଣ୍ଟିଲା ବିଏମସି, ବିକି ପାରିବେନି ଭଡା ଦେବେନି

ଯେଉଁଠି କିଓସ୍କ ମିଳିଛି, ସେମାନେ ସେଠାରେ ହିଁ ବ୍ୟବସାୟ କରିବେ ବ୍ୟବସାୟୀ : ବିଏମସି କମିସନର ।

8. ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ, ବିଶାଳ ରାଲି କରି ନବୀନ ନିବାସ ଘେରିଲା ବିଜେପି

ମମିତା ପାଇଁ ବିଜେପିର ମହାସଂଗ୍ରାମ । ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରାଯିବା ନେଇ ଆଜି(ସୋମବାର) ନବୀନ ନିବାସ ଘେରାଉ କରିଛି ବିଜେପି ।

9. ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ

ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜର ଦକ୍ଷିଣ ପୂର୍ବ ପୋର୍ଟବ୍ଲେୟାରରେ ୪.୩ ମ୍ୟାଗ୍ନିଚ୍ୟୁଟର ଭୂକମ୍ପ ଝଟକା ।

10. ବିମୁଦ୍ରୀକରଣକୁ ପୂରିଲା ୫ବର୍ଷ, କଳା ଟଙ୍କା କାରବାରରେ ଲାଗିଥିଲା ବ୍ରେକ

ନଭେମ୍ବର ୮, ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଟଙ୍କିଆ ଓ ୧୦୦୦ଟଙ୍କିଆ ନୋଟକୁ ଅଚଳ କରିଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.