ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS1PM

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 26, 2021, 1:08 PM IST

1.ଜାମ୍ମୁ କାଶ୍ମୀରରେ ବିସ୍ଫୋରଣ, ୫ ଗୁରୁତର

ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ବିସ୍ଫୋରଣ ଘଟି ୫ ଗୁରୁତର । ସମସ୍ତ ଆହତ ଶ୍ରୀନଗର ମୁଖ୍ୟ ଚିକିତ୍ସାଳାୟରେ ଭର୍ତ୍ତି ।

2.ମମିତାଙ୍କ ଘରେ ବିଜେପିର ଉଚ୍ଚସ୍ତରୀୟ ଟିମ୍

ବଲାଙ୍ଗୀରରେ ବିଜେପିର ୧୫ ଜଣିଆ ଉଚ୍ଚସ୍ତରୀୟ ଟିମ୍ । ସେଠାରେ ମମିତା ମେହେରଙ୍କ ପରିବାରକୁ ଭେଟି ବିସ୍ତୃତ ଆଲୋଚନା କଲା ଟିମ୍ ।

3.2022 Assembly polls: ଦଳୀୟ ନେତାଙ୍କ ସହ ଆଜି ବୈଠକ କରିବେ ସୋନିଆ

ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମୁଖ୍ୟ ଦଳର ନେତାଙ୍କ ସହ ଏଆଇସିସି ମୁଖ୍ୟାଳୟରେ ଏକ ବୈଠକ କରିବେ ।

4.ମନୀଷ ଅନୁରାଗ ମୃତ୍ୟୁ ମାମଲା, ଚାଲିଛି ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ

ମନୀଷ ଅନୁରାଗ ହତ୍ୟା ମାମଲା । ରସୁଲଗଡ଼ ଫରେନସିକ ଲ୍ୟାବରେ ଚାଲିଛି ଅଭିଯୁକ୍ତ ପଲିଗ୍ରାଫ ଟେଷ୍ଟ ।

5.'ସଂକ୍ରମଣ କମିବା ଯୋଗୁଁ କୋଭିଡ଼ ପରୀକ୍ଷା ପାଇଁ ଅରାଜି ଲୋକେ'

ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ କମିବା ଯୋଗୁଁ ଲୋକେ କୋଭିଡ଼ ପରୀକ୍ଷା ପାଇଁ ଆଗ୍ରହ ଦେଖାଉନଥିବା କୁହାଯାଇଛି ।

6.ପଞ୍ଚାୟତ ପଲିଟିକ୍ସ; ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ପଞ୍ଚାୟତ ନିର୍ବାଚନ ନେଇ ଆଜି ପ୍ରକାଶ ପାଇବ ଚୂଡାନ୍ତ ସଂରକ୍ଷଣ ତାଲିକା । ଆସନ୍ତା ଫେବୃୟାରୀ ମାସରେ ଅନୁଷ୍ଠିତ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ।

7.ମମିତା ମର୍ଡର ମିଷ୍ଟ୍ରି, ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ମମିତା ମେହେର ହତ୍ୟା ମାମଲାରେ ତାଙ୍କ ପରିବାରକୁ 50 ଲକ୍ଷ କ୍ଷତିପୂରଣ, ସିବିଆଇ ତଦନ୍ତ, ମନ୍ତ୍ରୀଙ୍କ ଇସ୍ତଫା ସହ ବିଭିନ୍ନ ଦାବି ନେଇ ଆଜି ବିଜେପିର ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ।

8.Corona Death Report; ଦିନକରେ ଗଲା ୪ ଜୀବନ

ଆଜି(ମଙ୍ଗଳବାର) ରାଜ୍ୟରେ ଆଜି ଆଉ 4 ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୩୧୬କୁ ବୃଦ୍ଧି ହୋଇଛି ।

9.ଦିନକରେ ୪୩୩ କୋରୋନା ପଜିଟିଭ ଚିହ୍ନଟ, ୩୬୦ ସୁସ୍ଥ

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରେ ୪୩୩ କୋରୋନା ପଜିଟିଭ ଚିହ୍ନଟ, ୩୬୦ ସୁସ୍ଥ ।

10.ସାମନାକୁ ଆସିଲେ ଆର୍ଯ୍ୟନ ମାମଲାର ମୁଖ୍ୟସାକ୍ଷୀ, ଖୁବଶୀଘ୍ର କରିବେ ଆତ୍ମସମର୍ପଣ

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଅଧିକାରୀଙ୍କ ନାମରେ ହୋଇଥିବା ଲାଞ୍ଚ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନସିବି ସାକ୍ଷୀ କିରଣ ଗୋସାଭି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.