ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 15, 2021, 1:01 PM IST

1. ଏଥର ବି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଏଥର ମଧ୍ୟ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳିବେନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

2. ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା, 2 ଯବାନ ଶହୀଦ

ଗତକାଲି(ଗୁରୁବାର) ଜମ୍ମୁ କାଶ୍ମୀର ସୀମାରେ ଆହତ ହୋଇଥିବା 2 ଯବାନ ଆଜି ଶହୀଦ ହୋଇଛନ୍ତି । ଶହୀଦ ନେଇ ସେନା ପକ୍ଷରୁ ସୂଚନା ମିଳିଛି ।

3. ଭୋକରେ ଭାରତ ! ବିଶ୍ବ କ୍ଷୁଧା ତାଲିକାରେ 101ତମ ସ୍ଥାନରେ ଦେଶ

ବିଶ୍ବ କ୍ଷୁଧା ତାଲିକାରେ ତଳକୁ ଖସିଲା ଭାରତ । ପଡୋଶୀ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ଅପେକ୍ଷା ନିଜ ନାଗରିକଙ୍କୁ ଖାଦ୍ୟ ଯୋଗାଇବାରେ ପଛରେ ରହିଛି ଦେଶ ।

4. ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ‌ ପିଲାଙ୍କ ଅଫଲାଇନ ପାଠପଢା ଆରମ୍ଭ

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଏକାଦଶ ତଥା ଯୁକ୍ତ ୨ ପ୍ରଥମ ବର୍ଷ ଅଫଲାଇନ ପାଠପଢା । ସେହିପରି ୨୫ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ ।

5. ଆଖି ବୁଜିଲା ଟପ୍‌ ମାଓନେତା ଆର.କେ ! ନାଁରେ ଘୋଷଣା ଥିଲା 97 ଲକ୍ଷ

ହାର୍ଡଖୋର ମାଓବାଦୀ ଆର.କେ ଓରଫ ଆକ୍କିରାଜୁ ହରଗୋପାଲର ମୃତ୍ୟୁ । ରୋଗରେ ପୀଡିତ ହୋଇ ମୃତ୍ୟୁ ଘଟିଥିବା ସୂଚନା ।

6. ଆଜି ରାଜ୍ୟରୁ ଆଖି ବୁଜିଲେ ଆଉ ୫ କୋରୋନା ଆକ୍ରାନ୍ତ

ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏହାକୁ ମିଶାଇ ରାଜ୍ୟରେ କୋଭିଡଜନିତ ମୃତ୍ୟୁସଂଖ୍ୟା ୮୨୭୯ରେ ପହଞ୍ଚିଛି ।

7. ପ୍ରକାଶ ପାଇଲା JEE-Advanced ରେଜଲ୍ଟ, ମ୍ରିଦୁଲ ଅଗ୍ରୱାଲ ଟପ୍ପର

ପ୍ରକାଶ ପାଇଲା JEE-Advanced ରେଜଲ୍ଟ । ଦିଲ୍ଲୀ ଆଇଆଇଟିର ମ୍ରିଦୁଲ ଅଗ୍ରୱାଲ ଟପ୍ପର ।

8. ଆଜି ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ପାଇଁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ବିଜୟା ଦଶମୀ ଶୁଭ ଅବସରରେ ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି ।

9. ଆଜି ଆଇପିଏଲ ଶେଷ ସମର, CSK-KKR ଲଢେଇ

ଚଳିତ ଆଇପିଏଲରେ ଆଜି(ଶୁକ୍ରବାର) ଫାଇନାଲ ମ୍ୟାଚ ଖେଳାଯିବ । ଅନ୍ତିମ ମ୍ୟାଚରେ ସାମ୍ନାସାମ୍ନି ହେବେ ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟରାଇଡର୍ସ ।

10. APJ Abdul Kalam Birth Anniversary; ମାଟିରୁ ଆକାଶ ସବୁଠି ଛାଡି ଯାଇଛନ୍ତି ଛାପ

ଆଜି ମିସାଇଲ ମ୍ୟାନ୍ ଅବଦୁଲ କଲାମଙ୍କ 90ତମ ଜନ୍ମ ଜୟନ୍ତୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.