ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 22, 2021, 1:05 PM IST

୧. ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ, BSKY ର ଶୁଭାରମ୍ଭ କରିବେ

ବଲାଙ୍ଗୀରରେ ଆରମ୍ଭ ହେବ ବିଜୁ ସ୍ବାସ୍ଥ୍ୟ ସେବା । ଆଜି ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସକାଳ ସାଢେ ୧୦ ଟାରେ ବଲାଙ୍ଗୀର ଗସ୍ତ କରିବେ ।

୨. ପାଇକା ନଦୀରେ ପ୍ରକୃତିର ତାଣ୍ଡବ, ଦେଖିଲେ ଉଡିଯିବ ହୋସ...

ମହାମାରୀ କାଳରେ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ । କେନ୍ଦ୍ରାପଡାର ପାଇକା ନଦୀରେ ଘୁର୍ଣ୍ଣିଝଡ ଆସିବା ଯୋଗୁଁ ଆତଙ୍କିତ ହୋଇପଡିଛନ୍ତି ଲୋକେ ।

୩. ଆଜି ରାଜ୍ୟରୁ ଆଖି ବୁଜିଲେ ଆଉ 4 କୋରୋନା ଆକ୍ରାନ୍ତ

ଆଜି(ବୁଧବାର) ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏହାକୁ ମିଶାଇ ରାଜ୍ୟରେ କୋଭିଡଜନିତ ମୃତ୍ୟୁସଂଖ୍ୟା 8150ରେ ପହଞ୍ଚିଛି ।

4. VISION 2023; ଅନୁଗୋଳ ହେବ ରାଜ୍ୟର ଏକ ନମ୍ବର ଜିଲ୍ଲା

2023ରେ ଅନୁଗୋଳ ଜିଲ୍ଲା ଗଠନକୁ ପୂରିବ 30 ବର୍ଷ। ଯାହା ପାଇଁ ପ୍ରସ୍ତୁତ ହୋଇଛି ଭିଜନ। ଜିଲ୍ଲାକୁ ସାରା ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ଗଢି ତୋଳିବାକୁ ଅନୁଗୋଳ ଜିଲ୍ଲାପାଳ ଭିଜନ ୨୩ ପ୍ରସ୍ତୁତ କରିଛନ୍ତି।

୫. ଚାଟାର୍ଡ ବିମାନରେ ଯାଇ ହଟହଟ୍ଟା ଚରଣଜିତ ସିଂ ଚନ୍ନି

ଚାଟାର୍ଡ ବିମାନରେ ଦିଲ୍ଲୀ ଯାଇ ସମାଲୋଚିତ ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ।

୬. ଆଜି ଆମେରିକା ଯିବେ ପ୍ରଧାନମନ୍ତ୍ରୀ: UNGA କୁ ସମ୍ବୋଧିତ କରିବେ, Quad ସମ୍ମିଳନୀରେ ଯୋଗଦେବେ

ଆଜି ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ବାର୍ଡ ସମ୍ମିଳନୀରେ ଯୋଗଦେବା ସହ ବାଇଡେନଙ୍କ ସହ କରିବେ ଦ୍ବିପାକ୍ଷିକ ଆଲୋଚନା ।

୭. ଆଜି ପୂର୍ବାହ୍ନରେ ମଠ ବଗିଚାରେ ସମାଧି ନେବେ ନରେନ୍ଦ୍ର ଗିରି

ଆଜି ପୋଷ୍ଟମର୍ଟମ ପରେ ବାଘମ୍ବରୀ ମଠ ବଗିଚାରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଯିବ ସମାଧି ।

୮. ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଫୋନ ଯୋଗେ କଥା ହେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ମଙ୍ଗଳବାର) ଟେଲିଫୋନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌ଙ୍କ ସହ କଥା ହୋଇଥିଲେ । ଦୁଇ ନେତା ଅଫଗାନିସ୍ତାନରେ ସାମ୍ପ୍ରତିକ ସ୍ଥିତି ସମେତ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

୯. INDIA CORONA: ଦିନକରେ 26,964 ପଜିଟିଭ ଚିହ୍ନଟ, 383 ମୃତ

କିଛି ଦିନର ବ୍ୟବଧାନ ପରେ ଏବେ ଦୁଇ ଦିନ ଧରି ୩୦ ହଜାର ତଳକୁ ରହୁଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ 26 ହଜାର 964 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 383 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

୧୦. IPL-2021: ଆଜି ହାଇଦ୍ରାବାଦ-ଦିଲ୍ଲୀ ମୁକାବିଲା

IPL-2021 ର 33ତମ ମ୍ୟାଚ । ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.