1. ୧୨ ଘଣ୍ଟାରେ ଆଉ ଏକ ଲଘୁଚାପ: ୨୧ ଯାଏଁ ବର୍ଷିବ, ୩ ଜିଲ୍ଲାକୁ ସତର୍କ ଘଣ୍ଟି
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ଆଉ ଏକ ଲଘୁଚାପ ହୋଇପାରେ ବୋଲି ସୂଚନା ମିଳିଛି ।
2. ଟଳିଲା ବନ୍ୟା ବିପଦ, ଆତଙ୍କିତ ନ ହେବାକୁ ପରାମର୍ଶ
ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳି ଯାଇଛି । ତେଣୁ ଆତଙ୍କିତ ହେବାର କିଛି ନାହିଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ।
3. ରବିବାର ଠୁ IPL-2021, ପ୍ରଥମ ଦିନରେ ମୁମ୍ବାଇ-ଚେନ୍ନାଇ ମୁହାଁମୁହିଁ
ଆସନ୍ତାକାଲି(ରବିବାର) ଠାରୁ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ । ୟୁଏଇରେ IPL ର ସବୁ ଦଳର ଖେଳାଳିଙ୍କ ଜୋରଦାର ପ୍ରସ୍ତୁତି ।
4. ବଢୁଛି ବାୟୁସେନାର ଶକ୍ତି, ଯୋଡି ହେବ 25 MIRAGE-2000
ପୁଣି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ଥରହର ହେବ ଶତ୍ରୁ ପକ୍ଷ । ଲଢୁଆ ବିମାନ ୨୫ ମିରାଜ-୨୦୦୦ କିଣିବ ଭାରତ, ଏଥିପାଇଁ ଚୁକ୍ତି ସରିଥିବା ସୂଚନା ।
5. ପୁଣି ବଢିଲା ପ୍ୟାନ-ଆଧାର ଲିଙ୍କର ସମୟ ସୀମା
ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବଢିଲା ପ୍ୟାନ-ଆଧାର ଲିଙ୍କର ସମୟ ସୀମା ।
6. ପିପିଲି ଉପନିର୍ବାଚନକୁ ଆଉ ୧୨ ଦିନ, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲା ପ୍ରଶାସନ
ପିପିଲି ଉପନିର୍ବାଚନରେ କୋଭିଡ ଗାଇଡଲାଇନ ନେଇ ଜିଲ୍ଲା ପ୍ରଶାସନର ବୈଠକ । ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀ ପ୍ରସ୍ତୁତ କଲେ ବ୍ଲୁ ପ୍ରିଣ୍ଟ ।
7. ଡ୍ରୋନ ଆକ୍ରମଣରେ ୧୦ ଆଫଗାନୀ ନାଗରିକଙ୍କ ମୃତ୍ୟୁରେ କ୍ଷମା ମାଗିଲା ଆମେରିକା
ISIS ଆତଙ୍କବାଦୀଙ୍କ ଏପରେ ଡ୍ରୋନ ଆକ୍ରମଣ ସମୟରେ ଭୁଲ୍ ବଶତଃ ଆଫଗାନିସ୍ତାନର ୧୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କଲା ଆମେରିକା । ଏଥିସହ ଆମେରିକା ଭୁଲ୍ ପାଇଁ ମଧ୍ୟ ପଶ୍ଚାତାପ କରିଛି ।
8. INDIA CORONA: ଦିନକରେ 35,662 ପଜିଟିଭ ଚିହ୍ନଟ, 281 ମୃତ
ଦେଶରେ ଥମିବାର ନାଁ ନେଉନାହିଁ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 35 ହଜାର 662 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 281 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।
9. ପୁଣି କୁମ୍ବଲେ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ !
ପୁଣି ଅନୀଲ କୁମ୍ବଲେ ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ । BCCI ଅନୀଲ କୁମ୍ବଲେ ଏବଂ ଭିଭିଏସ ଲକ୍ଷ୍ମଣଙ୍କୁ ଆବେଦନ ପାଇଁ କହିପାରେ ବୋଲି ଚର୍ଚ୍ଚା ।
10. ଏଣିକି ସ୍ବିଗି, ଜୋମାଟୋରେ ଖାଦ୍ୟ ଅର୍ଡର କରିବା ପଡିବ ମହଙ୍ଗା, ପଢନ୍ତୁ କେତେ ଦେବେ ଟ୍ୟାକ୍ସ
ଏଣିକି ଅନଲାଇନ ଖାଦ୍ୟ ଅର୍ଡର କରୁଥିବା ବ୍ୟକ୍ତି ବିତରଣ କର୍ମଚାରୀଙ୍କୁ ଦେବେ ଜିଏସଟି । ରୋସ୍ତାେରାଁରେ ନୁହେଁ ସିଧା ଜିଏସଟି ସଂଗ୍ରହାଳୟକୁ ଯିବ ଲୋକଙ୍କ ଟିକସ୍ ।