ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 3, 2021, 1:01 PM IST

1. Odisha Assembly; ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ବିରୋଧୀଙ୍କ ହଙ୍ଗାମା ଓ ସରକାରୀ ଦଳର ଜିଦ ଆଗରେ ଆଜି ବି ଧୋଇଗଲା ବିଧାନସଭାର ପ୍ରଶ୍ନକାଳ ସମେତ ଶୂନ୍ୟକାଳ। ଗୃହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ।

2. ଆଜି ଆଫଗାନସ୍ତାନରେ ଗଠନ ହୋଇପାରେ ନୂଆ ସରକାର

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ଓ ଆମେରିକା ନିଜ ସୈନ୍ୟ ସାମନ୍ତ ଧରି ସ୍ବଦେଶ ଫେରିଯିବା ପରେ ଦେଶରେ ସରକାର ଗଠନ ରୂପରେଖ ପ୍ରସ୍ତୁତିକୁ ମୋହର ମାରିବାକୁ ଯାଉଛି ତାଲିବାନ ।

3. ଆଜି 2 ଅତ୍ୟାଧୁନିକ ‘ମୋ ବସ୍‌’ ଡିପୋ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ନରେ ଉଦଘାଟନ ହେବ ‘ମୋ ବସ୍’ର ଦୁଇଟି ଡିପୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିପୋର କରିବେ ଉଦଘାଟନ ।

4. ନ୍ୟୁୟର୍କରେ ଘୂର୍ଣ୍ଣିଝଡ ‘IDA’ର ତାଣ୍ଡବ: 48 ମୃତ

ଆମେରିକାର ନ୍ୟୁୟର୍କ ସହରରେ ଘୂର୍ଣ୍ଣିଝଡ ସହ ପ୍ରବଳ ବର୍ଷା । 48 ଜଣଙ୍କ ମୃତ୍ୟୁ, ଶତାଧିକ ବିମାନ ଚଳାଚଳ ବନ୍ଦ ।

5. ବ୍ରିଟିଶ ଅମଳର ସୁଡଙ୍ଗ ଠାବ, ସ୍ବାଧୀନତା ସଂଗ୍ରାମୀଙ୍କୁ ଏଠି ଦିଆଯାଉଥିଲା ଫାଶୀ

ଦିଲ୍ଲୀ ବିଧାନସଭାରେ ବହୁ ପୁରାତନ ଅମଳର ଏକ ଷୁଡଙ୍ଗ ଠାବ ହୋଇଇଛି । ଯେଉଁଠାରେ ବ୍ରିଟିଶଙ୍କ କୋର୍ଟ ଥିଲା ଏବଂ ସ୍ବାଧୀନତୀ ସଂଗ୍ରାମୀଙ୍କୁ ଫାଶୀ ଦିଆଯାଉଥିଲା । ଏହା ଏବେ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାରେ ବ୍ୟବହାର ହେବ ।

6. ଉପରମୁହାଁ କୋରୋନା ଗ୍ରାଫ: ଆଜିବି 45 ହଜାର ଉପରେ ପଜିଟିଭ, 366 ମୃତ

ଦେଶରେ ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଏକ ପ୍ରକାର କମ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ 45 ହଜାର 352 ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

7. Tokyo Paralympics; ସୁନା ପରେ କାଂସ୍ୟ ହାତେଇଲେ ସୁଟର ଅବନୀ

ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର୍ ଅବନୀ ଲେଖରା। ଅବନୀ ପାରାଲିମ୍ପିକ୍ସରେ ତାଙ୍କର ଦ୍ୱିତୀୟ ପଦକ ଜିତିଛନ୍ତି ।

8. କର୍ଣ୍ଣାଟକ ଗସ୍ତରେ ଶାହା, ବୋମାଇଙ୍କ ନେତୃତ୍ବରେ ୨୦୨୩ ନିର୍ବାଚନ ଲଢିବ BJP

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ବରେ ବିଜେପି ପୁଣି ସଂଖ୍ୟା ଗରିଷ୍ଠତା ହାସଲ କରିବ । ଆଶା ପ୍ରକଟ କଲେ ଅମିତ ଶାହା ।

9. Tokyo Paralympics, ପୁରୁଷ ହାଇଜମ୍ପରେ ରୌପ୍ୟ ଜିତିଲେ ପ୍ରବୀଣ

ଭାରତ ନାମରେ ଆଉ ଗୋଟିଏ ପଦକ ହୋଇଛି । ଟି-୪୪ ବର୍ଗ ପୁରୁଷ ହାଇଜମ୍ପରେ ଏସୀୟ ରେକର୍ଡ ସହିତ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ପ୍ରବୀଣ କୁମାର ।

10. ୫ରୁ ୨୭ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ, ଡିଜିଟାଲରେ ହେବ ପ୍ରସାରଣ

ଆସନ୍ତା ୫ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୨୭ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ପାଳନ ହେବ । ଉତ୍ସବରେ ତିନିଜଣଙ୍କୁ ସମ୍ମାନିତ କରାଯିବା ନେଇ ନାମ ଘୋଷଣା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.