ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Aug 8, 2021, 1:05 PM IST

1.ବୋମା ପକାଇ IGI ବିମାନବନ୍ଦର ଉଡାଇବାକୁ ଧମକ, ବଢିଲା ସୁରକ୍ଷା

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିପଦ । ଅଲ କାଏଦାର ଧମକପୂର୍ଣ୍ଣ ଇମେଲରେ ବଢିଲା ବିମାନ ସୁରକ୍ଷା । ବିମାନ ବନ୍ଦରକୁ ବୋମା ପକାଇ ଉଡାଇଦେବାକୁ ଧମକ ଦେଇଛି ଅଲ କାଏଦା ।

2.ମାଉରେ ଓଲଟିଲା କାର, ଲିଭିଗଲା 5 ଜୀବନ ଦୀପ

କାର ଓଲଟି ୫ ମୃତ,2 ଆହତ । ପୋଲିସର ତଦନ୍ତ ଜାରି । ଉତ୍ତରପ୍ରଦେଶରେ ଘଟିଛି ଏହି ଅଘଟଣ ।

3.ଶେଷ ହେଉଛି ଅଲମ୍ପିକ୍‌, ଜାଣନ୍ତୁ ପଦକ ତାଲିକାରେ ଭାରତ କେଉଁଠି ?

ଶନିବାର ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଟୋକିଓ ଅଲମ୍ପିକ୍‌ ୨୦୨୦ରେ ଭାରତର ଅଭିଯାନ ଶେଷ ହୋଇଛି ।

4.କୋରୋନାକୁ ମାତ ଦେଉଛି କୋଭାକ୍ସିନ-କୋଭିସିଲ୍ଡ ମିଶ୍ରଣ : ICMR

କୋରୋନାରୁ ବର୍ତ୍ତିବା ପାଇଁ କେଉଁ ଟିକା ବେଶୀ ପ୍ରଭାବଶାଳୀ ବୋଲି ତର୍କ ବିତର୍କ ଜାରି ରହିଥିବାବେଳେ ICMR ଦେଇଛି ଗୋଟିଏ ବଡ ଖବର ।

5.ବୋରଓ୍ବେଲରେ ପଡି ୩ ବର୍ଷର ଶିଶୁକନ୍ୟା ମୃତ

ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାରେ ବୋରୱେଲରେ ପଡ଼ି ୩ବର୍ଷର ଶିଶୁକନ୍ୟାର ମୃତ ।

6.TMC ନେତାଙ୍କୁ ବିଜେପି ଆକ୍ରମଣ ଅଭିଯୋଗ

ତ୍ରିପୁରାରେ ଟିଏମସି ନେତା ଓ କର୍ମୀଙ୍କୁ ବିଜେପି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ।

7.ବିଶ୍ୱକର୍ମା ଶ୍ରମ ସମ୍ମାନ ଯୋଜନା: ସମ୍ମାନିତ ହେବେ 21 ହଜାର କୁଶଳୀ ଶ୍ରମିକ

ବିଶ୍ୱକର୍ମା ଶ୍ରମ ସମ୍ମାନ ଯୋଜନାରେ ୨୧ ହଜାର କୁଶଳୀ ଶ୍ରମିକଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ସମ୍ମାନିତ କରିବେ । ଆସନ୍ତା ଅଗଷ୍ଟ ୧୫ରେ କୁଶଳୀ ଶ୍ରମିକ ମାନଙ୍କୁ ମାନପତ୍ର ସହ ଏକ କିଟ ଦିଆଯିବ ।

8.ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୫୨.୩୭ କୋଟି ଟିକା ଯୋଗାଇଛି କେନ୍ଦ୍ର

ଏପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୫୨.୩୭ କୋଟି କୋରୋନା ଟିକା ଯୋଗାଇଛି କେନ୍ଦ୍ର ।

9.ସୋମବାର PM-KISANର ପରବର୍ତ୍ତୀ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି(ସୋମବାର)ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ କିଷାନ) ଯୋଜନା ଅଧିନରେ ଆର୍ଥିକ ଲାଭର ଚଳିତ ବର୍ଷର ପରବର୍ତ୍ତୀ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ । 9.75 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାର ଲାଭବାନ ହେବେ ।

10.ରାଜ୍ୟରେ ଆଖି ବୁଜିଲେ ଆଉ ୬୯ ଆକ୍ରାନ୍ତ

ଆଜି(ରବିବାର) ଆଉ ପୁଣି ଆଉ 69ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 21ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୬୪୩୫କୁ ବୃଦ୍ଧି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.