ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 6, 2021, 1:04 PM IST

Updated : Aug 6, 2021, 1:21 PM IST

1. ବଦଳିଲା ଖେଳରତ୍ନ ପୁରସ୍କାର ନାଁ; ରାଜୀବ ଗାନ୍ଧୀ ପରିବର୍ତ୍ତେ ଏଣିକି ‘ମେଜର ଧ୍ୟାନଚାନ୍ଦ’

କ୍ରୀଡା ଜଗତକୁ ନେଇ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ବଦଳିଲା ଖେଳରତ୍ନ ପୁରସ୍କାରର ନାଁ । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ବଦଳରେ ‘ମେଜର ଧ୍ୟାନଚନ୍ଦ’ । ଟ୍ବିଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ।

2 ମହିଳା ହକି ଟିମର ଲଢୁଆ ପ୍ରଦର୍ଶନ ନୂଆ ଭାରତର ପ୍ରତୀକ: ପ୍ରଧାନମନ୍ତ୍ରୀ

ଅଲମ୍ପିକ୍‌ରେ ଭାରତୀୟ ମହିଳା ହକି ଟିମ୍‌ର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

3 . ଅଗଷ୍ଟ 16 ରୁ UG/PG ଅଫଲାଇନ କ୍ଲାସ

ଆସନ୍ତା 16 ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ । ପିଜି ପ୍ରଥମ ବର୍ଷ ଏବଂ ଯୁକ୍ତ 3 ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀ କରିବେ ଅଫଲାଇନ କ୍ଲାସ ।

4 . ଆଫଗାନିସ୍ତାନ ପ୍ରସଙ୍ଗରେ ଋଷର ଗୁରୁତ୍ବପୂର୍ଣ୍ଣ ବୈଠକ, ଭାରତକୁ ଅଣଦେଖା

ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାର୍ପଣ ପରେ ଦେଶର ସ୍ଥିତି ସଂଗୀନ ହୋଇପଡିଛି । ଏହାକୁ ନେଇ ଋଷ ଆସନ୍ତା ୧୧ ତାରିଖରେ କର୍ତାର ରାଜଧାନୀ ଦୋହାରେ ‘ବିସ୍ତାରିତ ଟ୍ରୋଇକା’ ବୈଠକ ପ୍ରସ୍ତାବ ଦେଇଛି ।

5. ପୁଣି ସୁଧହାର ଅପରିବର୍ତ୍ତିତ ରଖିଲା RBI

କ୍ରମାଗତ ସପ୍ତମ ଥର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସୁଧ ହାର ଅପରିବର୍ତ୍ତିତ ରଖିଛି ।

6. SCB ଛାତରୁ ଡେଇଁ କୋଭିଡ ରୋଗୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

SCB କୋଭିଡ ମେଡିକାଲରେ ପୁଣି ଅଘଟଣ । ୪ ମହଲାରୁ ଡେଇଁ କୋଭିଡ ରୋଗୀଙ୍କ ଆତ୍ମହତ୍ୟା ।

7. ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି ମହିଳା ହକି ଟିମ: ଦିଲୀପ ତିର୍କୀ

ଅଲମ୍ପିକ ବ୍ରୋଞ୍ଜ ପଦକ ହାସଲ କରିପାରିନଥିଲେ ମଧ୍ୟ ଭାରତୀୟ ମହିଳା ହକି ଟିମ ଲଢୁଆ ପ୍ରଦର୍ଶନ ଦ୍ବାରା କୋଟିକୋଟି ଭାରତୀୟଙ୍କ ହୃଦୟ ଜିତିପାରିଛନ୍ତି ।

8. STATE CORONA DEATH; ଆଉ ୬୬ ମୃତ, ଖୋର୍ଦ୍ଧାରୁ ସର୍ବାଧିକ

ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୬୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ ୧୯ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

9. ଦିଲ୍ଲୀବାସୀଙ୍କୁ ଚେତାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ସଂକ୍ରମଣ ବଢିଲେ ପୁଣି ହେବ ଲକଡାଉନ

ଦେଶରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ଯଦି ଦିଲ୍ଲୀରେ ସଂକ୍ରମଣ ହାର ୫ ପ୍ରିତିଶତକୁ ବୃଦ୍ଧି ପାଏ । ତୃତୀୟ ଲହର ନେଇ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ।

10. ଦୁଷ୍କର୍ମ ନୁହେଁ 15 ବର୍ଷରୁ ଉର୍ଦ୍ଧ୍ବ ବୟସ୍କା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ: ଆହ୍ଲାବାଦ ହାଇକୋର୍ଟ

15 ବର୍ଷରୁ ଊର୍ଦ୍ଧ୍ବ ବୟସର ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ । ଏକ ମାମଲାର ଶୁଣାଣି କରି ଉତ୍ତରପ୍ରଦେଶ ଆହ୍ଲାବାଦ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

Last Updated : Aug 6, 2021, 1:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.