ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 30, 2021, 1:04 PM IST

1. ଆଜି ବି ଅଚଳ ସଂସଦ, ବାରମ୍ବାର ଗୃହ ମୁଲତବୀ

ଆଜି ପୁଣି ସଂସଦକୁ ଅଚଳ କରିବ ପାଇଁ ବିରୋଧୀଙ୍କ ବୈଠକ ବସିଥିବା ବେଳେ ସରକାର ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି ।

2. ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ପଦୋନ୍ନତି ଅପେକ୍ଷାରେ ଥିବା ଶିକ୍ଷକମାନଙ୍କ ଲାଗି ଖୁସି ଖବର ।

3. ଗୁଣ୍ଟୁରରେ ଛାତି ଥରା ଘଟଣା; ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ଶ୍ରମିକ ମୃତ, ଓଡିଶାରୁ ୨ ଜଣ

ଚିଙ୍ଗୁଡି ଘେରିରେ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

4. ମନ୍ତ୍ରୀଙ୍କ ପିଏ କହି ଠକେଇ, ଦିଲ୍ଲୀରୁ ଅଭିଯୁକ୍ତ ଗିରଫ

ମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ଲୋକଙ୍କୁ ଠକୁଥିବା 420 ପିଏ ଦିଲ୍ଲୀରୁ ଗିରଫ । ଅଧିକ ପଚରାଉଚରା କରୁଛି କମିଶନରେଟ ପୋଲିସ

5. ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଶିକ୍ଷାମନ୍ତ୍ରୀ ସମୀର ଦାଶ

ଆଜିଠୁ ଆରମ୍ଭ ହୋଇଯାଇଛି ଅଫଲାଇନ ସ୍ବତନ୍ତ୍ର ମାଟ୍ରିକ ପରୀକ୍ଷା । କିପରି ଚାଲିଛି ପରୀକ୍ଷା ଓ କୋରୋନା ନିୟମ ଅନୁସାରେ ସମସ୍ତ ନିୟମ ପାଳନ ହେଉଛି କି ନାହିଁ ତାର ତଦାରଖ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।

6. କୋଟିଏ ଟଙ୍କାର ବ୍ରାଉନସୁଗାର ଡିଲ ବେଳେ ମାଡିବସିଲା STF, ଜଣେ ଗିରଫ

ଚାଲିଥିଲା ବଡଧରଣର ବ୍ରାଉନସୁଗାର ଡିଲ , ଚଢାଉ କଲା STF

7. କେରଳବାସୀଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ଅନୁରୋଧ କଲେ ରାହୁଲ

ସଂକ୍ରମଣରେ ରୋକ ଲଗାଇବା ପାଇଁ କେରଳବାସୀଙ୍କୁ କୋରୋନା କଟକଣା ମାନିବାକୁ ଅନୁରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

8. ରାଜ୍ୟ ସରକାର-ୟୁକେ ପ୍ରତିନିଧିଙ୍କ ଆଲୋଚନା; EV ବ୍ୟବହାର ବୃଦ୍ଧି ଓ ପ୍ରଦୂଷଣ ନିୟନ୍ତ୍ରଣକୁ ଗୁରୁତ୍ୱ

ରାଜ୍ୟରେ ବୃଦ୍ଧି ହେବ ବିଦ୍ୟୁତ ଚାଳିତ ଯାନ(EV) । ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ଆକ୍ସନ ପ୍ଲାନ ପ୍ରସ୍ତୁତ । ୟୁ

9. 48 ବର୍ଷରେ ପାଦ ଥାପିଲେ Sonu Sood, ଦେଖନ୍ତୁ ‘ଇଟିଭି ଭାରତ’ର ସ୍ବତନ୍ତ୍ର ସାକ୍ଷାତକାର

ସୋନୁ ସୁଦ୍- ଏକ ଏପରି ନାମ, ଯାହାଙ୍କ ସହ ଜଡିତ ହୋଇଯାଇଛି ସାହାଯ୍ୟ ଶବ୍ଦ । କୋରୋନା ମହାମାରୀ ସମୟରେ ଶତାଧିକ ଅସହାୟଙ୍କୁ ସାହାଯ୍ୟ କରି ଲୋକଙ୍କ ଦିଲ୍ ଆଉ ଦିମାଗରେ ଘର କରିଛନ୍ତି ସୋନୁ ସୁଦ୍ ।

10. India Corona Report: ଦିନକରେ 44230 ଚିହ୍ନଟ, 555 ମୃତ

ଗତ 24 ଘଣ୍ଟାରେ ଦେଶରୁ 44 ହଜାର 230 ନୂଆ ଆକ୍ରାନ୍ତ ଚିହ୍ନଟ, 555 ମୃତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.