ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 28, 2021, 1:06 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଜୟପୁରରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନଙ୍କ ସହିତ 5ଟି ସଚିବ । ଜୟପୁର ବିମାନ ବନ୍ଦରରେ ପହଞ୍ଚି ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି ।

2. ପରଲୋକରେ ବ୍ୟାଡମିଣ୍ଟନ ତାରକା ନନ୍ଦୁ ନାଟେକର, ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପରଲୋକରେ ବ୍ୟାଡମିଣ୍ଟନ ତାରକା ନନ୍ଦୁ ନାଟେକର । ୮୮ବର୍ଷ ବୟସରେ ନନ୍ଦୁ ନାଟେକରଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

3. ଚୋରି କରି କୋଟିପତି କାମବାଲି, ଭୁବନେଶ୍ୱରରୁ ଗିରଫ କଲା ଦିଲ୍ଲୀ ପୋଲିସ

କାମବାଲି ସାଜି ଚୋରି କରୁଥିବା ଜଣେ ମହିଳାଙ୍କୁ ଭୁବନେଶ୍ବରରୁ ଗିରଫ କଲା ଦିଲ୍ଲୀ ପୋଲିସ । କାମକରିବା ବାହାନାରେ କରିଛନ୍ତି କୋଟିଏ ଟଙ୍କାର ଚୋରୀ ।

4. ଶପଥ ନେଲେ ବାସବରାଜ ବୋମାଇ; ଆଗରେ ରହିଛି ଅନେକ ଆହ୍ବାନ

ଆଜି (ବୁଧବାର) ପୂର୍ବାହ୍ନ ୧୧ ଟାରେ କର୍ଣ୍ଣାଟକ ବିଜେପି ବିଧାୟକ ଦଜ ନେତା ବାସବରାଜ ବୋମାଇ ରାଜ୍ୟର ୨୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

5. India Corona Report: ଦିନକରେ 43,654 ଆକ୍ରାନ୍ତ ଚିହ୍ନଟ, 640 ମୃତ

ଗତ 24 ଘଣ୍ଟା ମଧ୍ୟରେ ଦେଶରୁ 43 ହଜାର 654 ନୂଆ ଆକ୍ରାନ୍ତ ଚିହ୍ନଟ, 640 ମୃତ ।

6. ସଂସଦ ମୌସୁମୀ ଅଧିବେଶନର ଆଜି ସପ୍ତମ ଦିନ; ବିରୋଧୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ସଂସଦ ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ସପ୍ତାହ । ଦୀର୍ଘଦିନ ପରେ ବସିଥିବା ଅଧିବେସନରେ କିନ୍ତୁ ଆଶା ଜନକ କାର୍ଯ୍ୟ ହୋଇପାରି ନାହିଁ । ପେଗାସସ ଜାସୁସୀ ଓ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ବିରୋଧୀ ସଂସଦର ଉଭୟ ସଦନରେ ହଙ୍ଗାମା ଜାରି ରଖିଛନ୍ତି ।

7. ଉତ୍ତରପ୍ରଦେଶରେ ଛାତିଥରା ଦୁର୍ଘଟଣା 18 ମୃତ, 15 ଆହତ: ସହାୟତା ଘୋଷଣା କଲେ PM

ଉତ୍ତରପ୍ରଦେଶ ବାରବାଙ୍କୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।

8. Tokyo Olympics, Day 6: ହଂକଂ ଚେଉଙ୍ଗ୍ ନଗାନଙ୍କୁ ପରାସ୍ତ କଲେ ସିନ୍ଧୁ

ବ୍ୟାଡମିଣ୍ଟନ ଗ୍ରୁପ-ଜେର ଦ୍ବିତୀୟ ମ୍ୟାଚରେ ସିନ୍ଧୁଙ୍କ ଦମଦାର ପ୍ରର୍ଦଶନ । ମ୍ୟାଚରେ ହଂକଂର ଚେଉଙ୍ଗ୍ ନଗାନଙ୍କୁ ପରାସ୍ତ କରିଛନ୍ତି ।

9. ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବ: ବାଦଲ ଫଟା ବର୍ଷାରେ 6 ମୃତ, 30ରୁ ଊର୍ଦ୍ଧ୍ବ ନିଖୋଜ

ମହାମାରୀ କାଳରେ ପ୍ରକୃତିର ତାଣ୍ତବ । ଜମ୍ମୁ କାଶ୍ମୀର କିଶଓ୍ବାର ଜିଲ୍ଲାରେ ବାଦଲ ଫଟା ବର୍ଷାରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳଏ ୩୬ ଜଣ ନିଖୋଜ ରହିଛନ୍ତି ।

10. Pornography Case; କୁନ୍ଦ୍ରାଙ୍କ ୪ ପ୍ରଯୋଜକଙ୍କ ନାଁରେ ମାମଲା

ଜଣେ ମଡେଲଙ୍କ ଅଭିଯୋଗ ଆଧାରରେ ପୋଲିସ ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ମାମଲାରେ 4 ଜଣ ପ୍ରଯୋଜକଙ୍କ ନାଁରେ ଏତଲା ଦାୟର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.