ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 27, 2021, 1:18 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. STATE CORONA DEATH: ଆଉ ୬୦ ଆକ୍ରାନ୍ତ ମୃତ

ଆଜି(ମଙ୍ଗଳବାର) ଆଉ ୬୦ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ସର୍ବାଧିକ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜିଲ୍ଲାରେ ୪୯୩ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା ।

2. ଲୋକଙ୍କ ରାଷ୍ଟ୍ରପତି ଥିଲେ ଏପିଜେ ଅବଦୁଲ କଲାମ, ଆଜି ଷଷ୍ଠ ଶ୍ରାଦ୍ଧବାର୍ଷିକୀ

ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼ ଏପିଜେ ଅବଦୁଲ କଲାମଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ । ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ ।

3. ମାଷ୍ଟରକ୍ୟାଣ୍ଟିନରେ ଆତଙ୍କରାଜ ଘଟଣା: ୨ ଗିରଫ ସହ ଭଙ୍ଗା ହେଲା ଦୁର୍ବୃତ୍ତଙ୍କ ଦୋକାନ

ମାଷ୍ଟରକ୍ୟାଣ୍ଟିନରେ ଆତଙ୍କରାଜ ଘଟଣାରେ ୨ ଜଣ ଗିରଫ ହେବା ସହିତ ଦୁର୍ବୃତ୍ତଙ୍କ ଦୋକାନକୁ ପୋଲିସ ଭାଙ୍ଗିଥିବା ମିଳିଛି ସୂଚନା ।

5. Olympics: ଓଡିଆ ପୁଅ ଶୁଭଙ୍କର ସାବ୍ୟସ୍ତ, ହକିରେ ବିଜୟୀ ଭାରତ

ଓଡିଆ ପୁଅ ଅମିତ ରୋହିଦାସଙ୍କ ଅନ୍ତର୍ଜାତୀୟ ହକି ମ୍ୟାଚ ନମ୍ବର ୧୦୦, ବିରେନ୍ଦ୍ର ଲାକ୍ରାଙ୍କ ୨୦୦ତମ ମ୍ୟାଚରେ ସ୍ପେନ ବିପକ୍ଷରେ ୩-୦ରେ ଭାରତର ଦମଦାର ବିଜୟ ।

6. ଆସାମ-ମିଜୋରାମ ସୀମା ବିବାଦ: ଅମିତ ଶାହାଙ୍କ ଉପରେ ବର୍ଷିଲେ ରାହୁଲ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ ଓ ମିଜୋରାମ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

7. BEO ଅଫିସର ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର ଜିଲ୍ଲା ଧନ କଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ ।

8. ଆସାମ-ମିଜୋରାମ ସୀମା ବିବାଦରୁ ସଂଘର୍ଷ; କଣ ରହିଛି ବିବାଦ ଜାଣନ୍ତୁ ପୁରା ଘଟଣା

ଆସାମ ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତି ଅନୁସାରେ ଆସାମ ସରକାର ବିବାଦର ସ୍ଥାୟୀ ସମାଧାନ ଚାହୁଁଛନ୍ତି । ଏଥିପାଇଁ ଆସାମ ସରକାରଙ୍କ ପକ୍ଷରୁ ଅନେକ ବାର ଉଦ୍ୟମ ହେବାସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

9. ଆଜି ଭାରତ ଆସୁଛନ୍ତି ଆମେରିକା ସଚିବ ଆଣ୍ଟୋନି ବ୍ଲିନକେନ

ଆଜି ଭାରତ ଆସୁଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନ । ଦ୍ବିପାକ୍ଷିକ ସମ୍ପର୍କ, ଆଫଗାନିସ୍ତାନ ସମେତ ଆଞ୍ଚଳିକ ସମସ୍ୟା, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ନେଇ କରିବେ ଆଲୋଚନା ।

10. ସ୍ବାମୀଙ୍କ ଉପରେ ଖପ୍ପା ଶିଳ୍ପା, କହିଲେ କାହିଁକି କରୁଥିଲ ଏ କାମ ?

କ୍ରାଇମବ୍ରାଞ୍ଚରେ ପଚରାଉଚୁରା ସମୟରେ ସ୍ବାମୀ ରାଜକୁନ୍ଦ୍ରାଙ୍କ ଉପରେ ବର୍ଷିଲେ ଅଭିନେତ୍ରୀ ଶିଳ୍ପା । କ'ଣ କହିଲେ ଜାଣନ୍ତୁ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.