1.ଦଶମ ଏକାଦଶ ମାର୍କରୁ ନିର୍ଣ୍ଣୟ ହେବ CBSE ଦ୍ବାଦଶ ଫଳ, 31 ଜୁଲାଇ ସୁଦ୍ଧା ରେଜଲ୍ଟ
2. ରାଜ୍ୟରେ ପୁଣି 39 ଜୀବନ ନେଲା ମହାମାରୀ
3. ପଶ୍ଚିମବଙ୍ଗ ରାଜନୈତିକ ହିଂସା ପ୍ରତିବାଦ, 23ରେ ବିଜେପି କରିବ ଆନ୍ଦୋଳନ
ଦିନକୁ ଦିନ ପଶ୍ଚିମବଙ୍ଗରେ ବଢିବାରେ ଲାଗିଛି ରାଜନୈତି ହିଂସା ।
4.ଏଥର ୟୁଟ୍ୟୁବରେ ପଢିବେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ
5. ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଏମ.କେ ଷ୍ଟାଲିନ
ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ।
6. ରସିଦ ଦେଖାଇ ରାମ ମନ୍ଦିରକୁ କରିଥିବା ଦାନ ଫେରାଇ ନିଅନ୍ତୁ: ସାକ୍ଷୀ ମହାରାଜ
7. ପ୍ରଖ୍ୟାତ ଗାୟିକା ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ
8. ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଆଜି(ଗୁରୁବାର) ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ।
9. ନାବାଳିକାକୁ ଯୌନ ଶୋଷଣ ଅଭିଯୋଗରେ 4 ଗିରଫ
ନାବାଳିକାକୁ ଯୌନ ଶୋଷଣ କରିବା ଅଭିଯୋଗରେ 4 ଜଣଙ୍କୁ ଗିରଫ କଲା ଜାମସେଦପୁର ନଗର ପୋଲିସ ।
10. କୋରୋନାର ଦ୍ବିତୀୟ ଲହର ଗର୍ଭବତୀଙ୍କ ପାଇଁ ଅଧିକ ବିପଜ୍ଜନକ: ICMR
ଇଣ୍ଡିଆନ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ୍ଚ(ICMR) ତଥ୍ୟ ଅନୁସାରେ କୋରୋନା ଭାଇରସର ଦ୍ବିତୀୟ ଲହର ଗର୍ଭବତୀ ମହିଳା