ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS @1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Apr 16, 2021, 1:01 PM IST

1.120 ଘଣ୍ଟା ଅପରେସନ ପରେ ଧରାପଡିଲା ହାଇଦର, ସିପି କହିଲେ ଫେରାର ପଛର କାରଣ

କୁଖ୍ୟାତ ଅପରାଧୀର ହାଇଦରକୁ ଓଡିଶା ଆଣିବା ପରେ କମିଶନରେଟ ପୋଲିସର ପ୍ରେସମିଟ । କିପରି ଓ କାହିଁକି ଏସସିବି ମେଡିକାଲରୁ ଚକମା ଦେଇ ଫେରାର ହୋଇଥିଲା ଅପରାଧୀ ସେନେଇ ସୂଚନା ଦେଇଛନ୍ତି ପୋଲିସ ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ ।

2.ସୀମାନ୍ତ 10 ଜିଲ୍ଲାରେ ଶନିବାର ଓ ରବିବାର ଟୀକାକରଣ ବନ୍ଦ

ରାଜ୍ୟରେ ଯେଉଁ 10ଟି ଜିଲ୍ଲାରେ ସଟଡାଉନ ହୋଇଛି ସେହି ଜିଲ୍ଲାରେ ଶନିବାର ଓ ରବିବାର ଟୀକକାରଣ ବନ୍ଦ ରହିବ। ଏପଟେ ରାଜ୍ୟରେ ଟିକା ଅଭାବରୁ 800 ଟିକା କେନ୍ଦ୍ର ବନ୍ଦ ରହିଛି। ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି ।
3.ବେକାବୁ କୋରୋନା; ଆଜି ରାଜ୍ୟରେ ତିନି ହଜାର ଟପିଲା ସଂକ୍ରମଣ

ପୁଣି ଭୟାନକ ସ୍ଥିତିରେ କୋରୋନା । ଆଜି ରାଜ୍ୟରେ ମୋଟ 3108ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

4.ଦେଶରେ ଅଣାୟତ୍ତ କୋରୋନା, 24 ଘଣ୍ଟାରେ 2,17,353 ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ ଦେଶରେ ମୋଟ 2,17,353 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5.କବିସୂର୍ଯ୍ୟନଗରରେ ଜଘନ୍ୟ ହତ୍ୟାକାଣ୍ଡ, 2 ହଜାର ଟଙ୍କା ପାଇଁ ଗଲା ଜୀବନ

ସାମାନ୍ୟ 2 ହଜାର ଟଙ୍କା ପାଇଁ ହୋଇଥିବା ଗଣ୍ଡଗୋଳରୁ ଜଣଙ୍କ ମୃତ୍ୟୁ ଅଭିଯୋଗ । ଆଜି(ଶୁକ୍ରବାର) ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ ।

6.କେନ୍ଦ୍ର ସରକାରଙ୍କ କୋଭିଡ ରଣନୀତିକୁ କଟାକ୍ଷ କଲେ ରାହୁଲ

କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ କୋଭିଡ ପରିଚାଳନା ରଣନୀତିକୁ କଟାକ୍ଷ କରିଛନ୍ତି ।
7.265 ଭିଆଲ ରେମଡେସିଭର ଟିକା ଜବତ, 3 ଗିରଫ

କାନପୁର ପୋଲିସ ହାତରେ 265 ଭିଆଲ ରେମଡେସିଭର ଟିକା। ଏହି ଟିକା ରଖିବା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ସାଉଥ୍ କାନପୁର ନଗର ରବିନା ତ୍ୟାଗୀ ସୂଚନା ଦେଇଛନ୍ତି।

8.ପରଲୋକରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରଞ୍ଜିତ ସିହ୍ନା

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ତଥା ଆଇପିଏସ ରଞ୍ଜିତ ସିହ୍ନାଙ୍କ ପରଲୋକ । 1974 ବ୍ୟାଚର ଆଇପିଏସ ଅଫିସର ରଞ୍ଜିତ ସିହ୍ନା କେନ୍ଦ୍ର ସରକାରଙ୍କ ବେଶ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି ।
9.ମହାରାଷ୍ଟ୍ର ଶ୍ମଶାନରେ ଅନବରତ ଜଳୁଛି ଚିତା

ମହାରାଷ୍ଟ୍ରରେ ଅନ୍ତିମ ସଂସ୍କାର ପାଇଁ ସ୍ଥାନ ନାହିଁ । ଫଳରେ ଶେଷକୃତ ପାଇଁ ଅପେକ୍ଷା କରିବାକୁ ପଡୁଛି ଘଣ୍ଟା ଘଣ୍ଟା । ମହାରାଷ୍ଟ୍ରରେ କୋରୋନା ଭାଇରସ ପ୍ରତିଦିନ 35 ଲୋକଙ୍କ ଜୀବନ ନେଉଛି ।

10.‘ସ୍ଲୋଗ ଓଭରରେ ବ୍ୟାଟିଂ ପାଇଁ ମୋତେ କ୍ରୟ କରାଯାଇଛି’

ମୁଁ ଜାଣିଛି ମୋତେ ଅନ୍ତିମ ଓଭରରେ ବ୍ୟାଟିଂ ପାଇଁ କ୍ରୟ କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ ବିପକ୍ଷରେ ବିଜୟୀ ଇନିଂସ ଖେଳିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ରୟାଲ୍ସର ଦକ୍ଷିଣ ଆଫ୍ରିକୀୟ ଖେଳାଳି କ୍ରିସ ମୋରିସ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.