ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@1 PM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 16, 2021, 1:00 PM IST

1-ଚାଲିପାରୁନି ଗୃହ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଚାଲିପାରୁନି ବିଧାନସଭା । ସେପଟେ ଗୃହକୁ ସୁରୁଖୁରୁରେ ଚଲାଇବାକୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।

2-ଲିଙ୍ଗରାଜ ମନ୍ଦିରରେ ଏନଏସଜି ଟିମ, ରାଷ୍ଟ୍ରପତି ଗସ୍ତ ନେଇ ସୁରକ୍ଷା ଯାଞ୍ଚ

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରଶାସନର ପ୍ରସ୍ତୁତି ଆରମ୍ଭ। ଏବେଠୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ଏନଏସଜି ଟିମର ସୁରକ୍ଷା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।

3-‘ସରକାରଙ୍କ ଟିଆରପି କମିଯାଇଛି’

ସରକାରଙ୍କ ଟିଆରପି କମିଯିବ ବୋଲି ଗୃହ ଚଲେଇ ଦେଉନାହାଁନ୍ତି ଶାସକ ଦଳ । ଏପରି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

4-ମାସ୍କ-ପିପିଇ କିଟ ଦୁର୍ନୀତି: ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ

ବହୁ ଚର୍ଚ୍ଚିତ ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାରେ ଲୋକୟୁକ୍ତଙ୍କ ନିର୍ଦ୍ଦେଶରେ ପ୍ରାଥମିକ ରିପୋର୍ଟ ଦାଖଲ କରିଛି ଭିଜିଲାନ୍ସ।

5-କମୁଛି ସଂକ୍ରମଣ; ଆଜି 65 ନୂଆ ସଂକ୍ରମିତ

କମୁଛି କୋରୋନା ସଂକ୍ରମଣ । ଆଜି ରାଜ୍ୟରେ 65 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

6-କଟକରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, 2 ଅଭିଯୁକ୍ତ ଗିରଫ

ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ଏହି କାରବାର କରୁଥିବା 2 ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

7-ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଗିରଫ

ଗଜପତି ପୋଲିସ ହାତରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଓରଫ ଖ୍ରୀଷ୍ଟଦାସ ନାୟକ ।

8-ବାଲେଶ୍ଵରରେ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା; ଏସପିଙ୍କ ବଦଳି ଦାବିରେ ବିଜେପି

ବାଲେଶ୍ବର ଜିଲ୍ଲାରେ ଦିନକୁ ଦିନ ବିଗୁଡୁଛି ଆଇନ ବ୍ୟବସ୍ଥା । ଏନେଇ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ କରିଛି ଜିଲ୍ଲା ବିଜେପି ।

9-ମେଟାଲ ବୋଝେଇ ଡମ୍ଫରକୁ ଧରିବାକୁ ଯାଇ ଗ୍ରାମବାସୀଙ୍କ ଦ୍ଵାରା ଅଟକ ତହସିଲଦାର

ମେଟାଲ ବୋଝେଇ ଡମ୍ଫରକୁ ଧରିବାକୁ ଯାଇ ଗ୍ରାମବାସୀଙ୍କ ଦ୍ଵାରା ଅଟକ ରହିଲେ ରାଇରଙ୍ଗପୁର ତହସିଲଦାର।

10-ପରିଣୀତିଙ୍କ ପରେ ଜୋମାଟୋ ବୟ ସପୋର୍ଟରେ କାମ୍ୟା

ଟ୍ବିଟ କରି ଜୋମାଟୋ ବୟଙ୍କ ମାମଲାରେ ମୁହଁ ଖୋଲିରେ କାମ୍ୟା । ଏବେ ସୋସିଆଲ ମିଡିଆରେ କାମରାଜଙ୍କୁ ସପୋର୍ଟ କରିବା ଅଭିଯାନ ଜୋର ଧରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.