ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ମୁଖ୍ଯ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର
author img

By

Published : Feb 27, 2021, 1:09 PM IST

1-ରାଜ୍ୟରେ ଖୋଲିବ 20ଟି ସାଇନ୍ସ ପାର୍କ

ରାଜ୍ୟରେ ବର୍ତ୍ତମାନ 20ଟି ସାଇନ୍ସ ପାର୍କ ଖୋଲିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

2-ପୁରୀ ହେରିଟେଜ ସିଟି କାର୍ଯ୍ୟଶୈଳୀ ପ୍ରସଙ୍ଗ, ସରକାରଙ୍କୁ ପ୍ରଶ୍ନ କଲେ ଅପରାଜିତା

ହେରିଟେଜ ସିଟି କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଲେ ଅପରାଜିତା । ଆଜି(ଶନିବାର) ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି।

3-ନାରାୟଣ ପାଟଣାରୁ ବିପୁଳ ବିସ୍ଫୋରକ ଜବତ କଲା ବିଏସଏଫ

ବିଏସଏଫ ଦ୍ବାରା ବିପୁଳ ପରିମାଣର ବିସ୍ଫୋରକ ଜବତ । ଏହି ବିସ୍ଫୋରଜ ସାମଗ୍ରୀ ମଧ୍ୟରେ 60 ଟି ଜିଲେଟିନ , 50 ଟି ଡେଟୋନେଟର, ଧଳା ବିସ୍ଫୋରକ ପାଉଡର ଓ ଲମ୍ବା ତାର ରହିଥିବା ସୂଚନା ମିଳିଛି ।

4-ସୋନୁ ସୁଦଙ୍କ ପ୍ରଶଂସାରେ ବାଚସ୍ପତି

ବିଧାନସଭାରେ ସୋନୁ ସୁଦଙ୍କୁ ପ୍ରଶଂସା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

5-ତୈଳଦର ବୃଦ୍ଧି ପ୍ରସଙ୍ଗ, ବିଧାନସଭାରେ କେନ୍ଦ୍ର ଉପରେ ବର୍ଷିଲେ ନରସିଂହ

ପେଟ୍ରୋଲ ଡିଜେଲ ଦରବୃଦ୍ଧି ନେଇ ଗୃହରେ ଆଲୋଚନା । ଶୂନ୍ୟ କାଳରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

6-12 ନୁହେଁ 5 ରାଜ୍ୟର ଫେରନ୍ତାଙ୍କ ପାଇଁ ହୋମ ଆଇସୋଲେସନ ବାଧ୍ୟତାମୂଳକ

12 ନୁହେଁ 5 କୋରୋନା ପ୍ରଭାବିତ ରାଜ୍ୟର ଲୋକଙ୍କ ଉପରେ ରଖାଯିବ ବିଶେଷ ଧ୍ୟାନ । ଦେଶରେ କୋରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାରଙ୍କ ସତର୍କତା ମୂଳକ ପଦକ୍ଷେପ ।

7-ଦେଶରେ ପୁଣି ସଂକ୍ରମଣ ବୃଦ୍ଧି; ଦିନକରେ 16 ହଜାର 488 ପଜିଟିଭ ଚିହ୍ନଟ

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ ଗତ 24 ଘଣ୍ଟା ମଧ୍ୟରେ 16,488 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 113 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

8-ଚାକରି ଦେବା ନାଁରେ ଠକେଇ ଅଭିଯୋଗ, ସ୍ୱାମୀ-ସ୍ତ୍ରୀ ସମେତ 3 ଗିରଫ

ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଅନୁଗୋଳ ପୋଲିସ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ପୋଲିସ ପକ୍ଷରୁ ଏକ ପ୍ରେସ ରିଲିଜରେ ସୂଚନା ଦିଆଯାଇଛି।

9-ଆଜି ରାଜସ୍ଥାନରେ କଂଗ୍ରେସର 2ଟି କୃଷକ ମହାପଞ୍ଚାୟତ ସଭା

କଂଗ୍ରେସର କୃଷକ ମହାପଞ୍ଚାୟତ ସଭା । ଏହି ସଭା ବିକାନେର ଓ ଚିତ୍ତରଗଡ ଜିଲ୍ଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପସ୍ଥିତିରେ ଆୟୋଜନ ହେବ।

10-ଅମ୍ବାନୀଙ୍କ ଘର ଆଗରୁ ଜିଲେଟିନ ଭର୍ତ୍ତି ସ୍କର୍ପିଓ ମିଳିବା ଘଟଣା; ଜଣେ ସନ୍ଦିଗ୍ଧ ଚିହ୍ନଟ

ମୁକେଶ ଅମ୍ବାନୀଙ୍କ ଘର ‘ଆଣ୍ଟିଲିଆ’ ସାମ୍ନାରୁ ଜିଲେଟିନ ଭର୍ତ୍ତି ସ୍କର୍ପିଓ ରଖିଥିବା ବ୍ୟକ୍ତିଙ୍କ ମିଳିଲା ସୁରାଗ । ଖୁବଶୀଘ୍ର ତାକୁ ପୋଲିସ ଗିରଫ କରିବା ନେଇ ମିଳିଛି ସୂଚନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.