ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS@1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jan 24, 2021, 1:06 PM IST

1.ସାଧାରଣତନ୍ତ୍ର ଦିବସରେ ହିଂସା ଛାଡି ଆତ୍ମସମର୍ପଣ କରନ୍ତୁ ମାଓବାଦୀ: ପୋଲିସ ଡିଜି

ପରେଡ ଅଭ୍ୟାସର ଶେଷ ଦିନରେ ପୋଲିସ ଡିଜି ଅଭିବାଦନ ଜଣାଇଥିଲେ । ଏହି ଅବସରରେ ସେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ବାନ ଦେଇଛନ୍ତି..

2.ଆସନ୍ତାକାଲି ନିର୍ବାଚନ ଆୟୋଗ ପାଳିବ 11ତମ ଜାତୀୟ ଭୋଟର ଦିବସ

ଆସନ୍ତାକାଲି ନିର୍ବାଚନ ଆୟୋଗ (ECI) ପାଳନ କରୁଛି 11ତମ ଜାତୀୟ ଭୋଟର ଦିବସ (NVD)..

3.FDA ପେପର ଲିକ ଘଟଣାରେ 14 ଗିରଫ, ପରୀକ୍ଷା ବାତିଲ

FDA ପେପର ଲିକ ଘଟଣାରେ ମୋଟ 14 ଜଣ ଗିରଫ ସହ 35 ଲକ୍ଷ ଟଙ୍କା ଜବତ। ଏନେଇ ସୂଚନା ଦେଲେ ଯୁଗ୍ମ ପୋଲିସ କମିଶନର ସନ୍ଦିପ ପାଟିଲ..

4.ଜାନୁଆରୀ 27ରେ ଶ୍ରୀଲଙ୍କାରେ ପହଁଞ୍ଚିବ ଭାରତର ସଞ୍ଜିବନୀ

ଜାନୁୟାରୀ 27ରେ ଶ୍ରୀଲଙ୍କାରେ ପହଁଞ୍ଚିବ ଭାରତର କୋଭିଡ୍ ସଞ୍ଜିବନୀ। ଏନେଇ ଦେଶରେ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ଘୋଷଣା କରିଛନ୍ତି..

5.ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡି

ଅବ୍ୟବସ୍ଥା ଘେରରେ ଧାନମଣ୍ଡି । ଟୋକନ ପାଇବାର ସପ୍ତାହକରୁ ଉର୍ଦ୍ଧ୍ବ ସମୟ ବିତିଲାଣି, ହେଲେ ଧାନମଣ୍ଡିରୁ ହୋଇପାରୁନି ଧାନକ୍ରୟ..

6.ସାଇକେଲ ଚଲାଅ, ସୁରକ୍ଷିତ ରୁହ; ସଚେତନ ବାର୍ତ୍ତା ବାଣ୍ଟିଲେ ପରିବହନ କମିଶନର ଓ ଅଗ୍ନିଶମ ଡିଜି

ଟ୍ବିନ ସିଟିରେ ପାଳିତ ହେଉଛି ସଡକ ସୁରକ୍ଷା ମାସ । କିପରି ଭାବରେ ସଡକ ସୁରକ୍ଷା ଦିଗରେ ଆଉ ଗୋଟିଏ ପାଦ ଆଗକୁ ଯିବ ସମାଜ ସେନେଇ ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି ଟ୍ରାଫିକ ପୋଲିସ..

7.ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

ଖୋର୍ଦ୍ଧା ଜିଲ୍ଲାର ସଦର ଥାନା କୁଣ୍ଡିଲୋ ଗ୍ରାମରେ ଥିବା ଦକ୍ଷିଣେଶ୍ବର ମନ୍ଦିରରୁ ଲୁଟ । ପୋଲିସର ତଦନ୍ତ ଜାରି..

8.ଟାୟାର ଫାଟି ହାଇୱାରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରାଜପଥରେ ଚଳନ୍ତା ହାଇୱାରେ ନିଆଁ ଲାଗିଯିବାର ଦେଖିବାକୁ ମିଳିଛି..

9.ISL-7: ବେଙ୍ଗାଲୁରୁ ବନାମ ଓଡିଶା ଏଫ୍‌ସି, 2ୟ ବିଜୟ ସନ୍ଧାନରେ ଓଡିଶା ଦଳ

ଆଜି ସନଡେ ଡବଲ ହେଡର 2ୟ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିବ ଓଡିଶା ଏଫ୍‌ସି ଦଳ..

10.ବ୍ରିଟେନରେ ଜୁଲାଇ 17କୁ ଘୁଞ୍ଚିଲା ଲକଡାଉନ, କ୍ବାରେଣ୍ଟିନ ଅବଧି 10 ଦିନ

ବ୍ରିଟେନରେ ବୃଦ୍ଧି ପାଇଲା ଲକଡାଉନ ଅବଧି। ଜୁଲାଇ 17କୁ ଏହା ବଢାଇ ଦିଆଯାଇଥିବା ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୂଚନା ଦେଇଛନ୍ତି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.