1. ସରୋଜ ସାବାଳକ ନା ନାବାଳିକ! ସରିଲା ଶୁଣାଣି, ରାୟ ସଂରକ୍ଷିତ
ସରୋଜ ନାବାଳକ କି ସାବାଳକ ଏ ନେଇ ପୋକ୍ସୋ କୋର୍ଟରେ ଶୁଣାଣି ଚାଲିବା ପରେ ରାୟ ସଂରକ୍ଷିତ ରହିଛି l
2. ବିଳମ୍ବିତ ନ୍ୟାୟ ହେଉଛି ନ୍ୟାୟ ବ୍ୟବସ୍ଥାର ସବୁଠାରୁ ମାରାତ୍ମକ ରୂପ: ହାଇକୋର୍ଟ
ହାଇକୋର୍ଟରେ ବର୍ଷ ବର୍ଷ ଧରି ପଡି ରହୁଛୁ ଅନେକ ମାମଲା । ଲୋକଙ୍କୁ ନ୍ୟାୟ ମିଳିବାକୁ ଲାଗିଯାଉଛି ବର୍ଷ ବର୍ଷ ।
3. କୋଚି-ମାଙ୍ଗଲୋର ଗ୍ୟାସ ପାଇପଲାଇନ୍ ଉଦଘାଟିତ: ଏକାଠି କାମ କଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ, କହିଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କୋଚି-ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ ପାଇପଲାଇନର ଉଦଘାଟନ କରିଛନ୍ତି।
4. ରିଲାଏନ୍ସ ଟାୱାର ଭଙ୍ଗାରୁଜା ମାମଲା: କେନ୍ଦ୍ର ଓ ପଞ୍ଜାବ ସରକାରକୁ ନୋଟିସ ଦେଲେ ହାଇକୋର୍ଟ
ରିଲାଏନ୍ସ ଟାୱାର ଭଙ୍ଗାରୁଜା ମାମଲା । କେନ୍ଦ୍ର ଓ ପଞ୍ଜାବ ସରକାରଙ୍କୁ ନୋଟିସ ଦେଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ।
5. ମୋଦି ସରକାରଙ୍କୁ ଆଶ୍ବସ୍ତି, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ
କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ ।
6. ଚିଲିକା କୂଳରେ ୧୩ ଟିକିଆ ହାତୀପଲ
ଚିଲିକାରେ ପକ୍ଷୀ ଗଣନା ଚାଲିଥିବାବେଳେ ହାତୀପଲ ଠାବ କରାଯାଇଛି ।
7. ସୁବର୍ଣ୍ଣପୁରରେ ଧର୍ମାନୁଷ୍ଠାନ ଖୋଲିବାକୁ ଦାବି
ସୁବର୍ଣ୍ଣପୁର ଜିଲ୍ଲାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲିବାକୁ ଦାବି ହୋଇଛି ।
8. ଭଦ୍ରକ ଏସପିଙ୍କ ଗାଡିକୁ ପିଟିଲା ଟ୍ରକ
ଜିଲ୍ଲା ଏସପିଙ୍କ ଗାଡିକୁ ପିଟିଲା ଟ୍ରକ। ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସପି ଚରଣ ସିଂ ମିନା ।
9. ଜିମ୍ରେ ୱାର୍କଆଉଟ କରୁଛନ୍ତି ଗର୍ଭବତୀ ଅନୁଷ୍କା
ଭାଇରାଲ ହେଲା ଅନୁଷ୍କା ଶର୍ମାଙ୍କ ନୂଆ ଭିଡିଓ । ଏଥର ସେ ଜିମ୍ରେ ଟ୍ରେଡମିଲରେ ଚାଲୁଥିବାର ଆସୁଛନ୍ତି ନଜର ।
10. AUS vs IND: ବର୍ଡର ଗାଭାସ୍କର ଟ୍ରଫିରୁ ବାଦ ପଡିଲେ କେଏଲ ରାହୁଲ
ବର୍ଡର ଗାଭାସ୍କର ଟ୍ରଫିରୁ ବାଦ ପଡିଛନ୍ତି ଭାରତୀୟ ଓପନର କେଏଲ ରାହୁଲ ।