ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 1pm news

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 4, 2021, 12:52 PM IST

Updated : May 4, 2021, 1:39 PM IST

1. ମାଓବାଦୀଙ୍କ ଷଡଯନ୍ତ୍ର ପଣ୍ଡ, 10କେଜି ଲ୍ୟାଣ୍ଡମାଇନ ନିଷ୍କ୍ରିୟ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୀନପା ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ ।

2. 20ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ, ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

20ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ, ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

3. ପଣସ ବୋଝେଇ ଟ୍ରକରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ । ପ୍ରାୟ 1 କୋଟି ଟଙ୍କାର ଗଞ୍ଜେଇ ଜବତ ସହ 3ଜଣଙ୍କୁ ଗିରଫ କଲା ପୋଲିସ ।

4. କୋରୋନା କୋପ; ଦିନକରେ ଗଲା 15ଜୀବନ

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢିବା ସହିତ ବଢୁଛି ମୃତ୍ୟୁସଂଖ୍ୟା ।

5. ଦେଶରେ 2କୋଟି ଟପିଲା ସଂକ୍ରମଣ; ଦିନକରେ 3,57,229 ପଜିଟିଭ ଚିହ୍ନଟ

ଦେଶରେ କୋରୋନାର ବିସ୍ଫାରକ ରୂପ । 24 ଘଣ୍ଟାରେ 3ଲକ୍ଷ 57 ହଜାର 229 କୋରୋନା ସଂକ୍ରମିତ ଚିହ୍ନଟ ।

6. କୋଭିଡ ନିୟମକୁ ଅଣଦେଖା: ରାଜଧାନୀରେ ଚାଲିଛି ଗୁରୁକୁଳ ସ୍କୁଲ

କୋଭିଡ ନିୟମକୁ ଉଲ୍ଲଂଘନ କରି ଭୁବନେଶ୍ୱରରେ ଚାଲିଛି ଗୁରୁକୁଳ ।

7. ଟୀକାକରଣ ବେଳେ କୋଭିଡ ନିୟମ ମାନନ୍ତୁ: BMC

ଟୀକାକରଣ ସମୟରେ ସମସ୍ତ କୋଭିଡ ନିୟମ ପାଳନ କରିବାକୁ ବିଏମସି କମିଶନର ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

8. ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା, ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ରାଜ୍ୟପାଳ

ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା ନିଷ୍ପତ୍ତିକୁ ରାଜ୍ୟପାଳ ସ୍ବାଗତ କରିଛନ୍ତି ।

9. ଆଜିଠୁ ଆସନ୍ତା 15 ତାରିଖ ଯାଏଁ ବିହାରରେ ଲକଡାଉନ

କୋରୋନାର ଦ୍ବିତୀୟ ଲହରୀ ମାଡି ଚାଲିଥିବାରୁ ବିହାର ସରକାର ଆଜି(ମଙ୍ଗଳବାର) ଲକଡାଉନ ଘୋଷଣା କରିଛନ୍ତି ।

10. ରାଜଧାନୀରେ କାଳବୈଶାଖୀ ବର୍ଷା, ଆଶ୍ବସ୍ତି ପାଇଲେ ଜନତା

ଅନେକ ଦିନର ତାତିରୁ ଆଶ୍ବସ୍ତି ପାଇଛନ୍ତି ରାଜଧାନୀବାସୀ । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି ।

Last Updated : May 4, 2021, 1:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.