ETV Bharat / bharat

TOP NEWS@1AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - news update

ନଜର ପକାନ୍ତୁ NEWS@1AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 3, 2021, 1:00 PM IST

1.ଦିଦିଙ୍କୁ ଫୋନରେ ଅଭିନନ୍ଦନ ଜଣାଇଲେ ନବୀନ

ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2. ଟିକା ଅଭାବ: ରାଜ୍ୟର 1244 କେନ୍ଦ୍ରରେ ଟୀକାକରଣ ବନ୍ଦ

ଟିକା ଅଭାବରୁ ରାଜ୍ୟରେ ଟୀକାକରଣ ବନ୍ଦ ରହିଛି । ରାଜ୍ୟରେ 1500 କେନ୍ଦ୍ରରୁ 1244 କେନ୍ଦ୍ରରେ ଟୀକାକରଣ ବନ୍ଦ ।

3. ଫନିକୁ 2 ବର୍ଷ; ମନେ ପଡିଲେ ଥରି ଉଠେ ଛାତି

2019 ମସିହା ମେ’ 3ରେ ପ୍ରାୟ ଅଧା ଓଡିଶାରେ ତାଣ୍ଡବ ରଚିଥିବା ବାତ୍ୟା ଫନି । ଆଜିକୁ 2 ବର୍ଷ ପୂରିଛି ବାତ୍ୟା ଫନିକୁ ।

4. ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଇ.ପଲାନୀସ୍ବାମୀ

ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପଲାନୀସ୍ବାମୀ ।

5. କୋଭିଡ ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ବିଧାୟକ

ଜିଲ୍ଲାରେ କୋଭିଡ ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବିଧାୟକ କେ. ନାରାୟଣ ରାଓ । ଏନେଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବିଭିନ୍ନ ତଥ୍ୟ ମାଗିବା ପରେ ମଧ୍ୟ ତାଙ୍କୁ ତଥ୍ୟ ମିଳୁନି ।

6. ଆଜି ରାଜ୍ୟରୁ 5 ମୁଣ୍ତ ନେଲା କୋରୋନା

ରାଜ୍ୟରେ ଉପର ମୁହାଁ କୋରୋନା ଗ୍ରାଫ । ଗୋଟିଏ ଦିନରେ 5 ଜଣଙ୍କ ମୁଣ୍ତ ନେଇଛି ମହାମାରୀ ।

7.କୋଭିଡ ନେଗେଟିଭ ରିପୋର୍ଟ ବିନା ପଞ୍ଜାବକୁ ପ୍ରବେଶ ମନା

କୋରୋନା ସଂକ୍ରମଣକୁ ରୋକିବା ପାଇଁ ବିନା କୋଭିଡ-19 ନେଗେଟିଭ ରିପୋର୍ଟ ଓ ଭ୍ୟାକ୍ସିନ ସାର୍ଟିଫିକେଟରେ ପଞ୍ଜାବରୁ ପ୍ରବେଶ ବାରଣ କରଯାଇଛି ।

8. ବୁଝାମଣା ପରେ ବି ପୁଣି ପାକିସ୍ତାନର ବଦମାସୀ

ଦୁଇ ମାସ ପରେ ପାକିସ୍ତାନ ପୁଣି ସୋମବାର ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି ।

9. ଦେଶରେ ଦିନକରେ 3 ଲକ୍ଷ 68 ହଜାର 147 ଆକ୍ରାନ୍ତ ଚିହ୍ନଟ, 3417 ମୃତ

ଗତ 24 ଘଣ୍ଚାରେ 3 ଲକ୍ଷ 68 ହଜାର 147 ନୂଆ ଆକ୍ରାନ୍ତ ଚିହ୍ନଟ । 3 ହଜାର 417 ଜଣଙ୍କ ମୁଣ୍ତ ନେଇଛି କିଲର ଭାଇରସ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

10. ଭାରତରୁ ନେପାଳକୁ ଉଡିବନି ବିମାନ

ଆଜି ମଧ୍ୟରାତ୍ରରୁ ଭାରତ-ନେପାଳ ମଧ୍ୟରେ ଚାଲୁଥିବା ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବାତିଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.