ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jul 24, 2022, 11:00 AM IST

1. ପରଲୋକରେ ପୂର୍ବତନ ସାଂସଦ ସୁବାଷ ନାୟକ

କଳାହାଣ୍ଡିର ପୂର୍ବତନ ସାଂସଦ ସୁବାଷ ଚନ୍ଦ୍ର ନାୟକଙ୍କ ପରଲୋକ । ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

2. Flash floods In southern Iran: ମରୁଡି ଅଞ୍ଚଳକୁ ମାଡି ଆସିଲା ବନ୍ୟା, 21 ମୃତ

ମରୁ଼ଡି ପ୍ରଭାବିତ ଦକ୍ଷିଣ ଇରାନରେ ଅଚାନକ ବନ୍ୟା ଆସିବା ଯୋଗୁଁ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଗତକାଲି(ଶନିବାର) ରାଷ୍ଟ୍ରିୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।

3. Odisha Corona: ଦିନକରେ 1011 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ପୁଣି 1011 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

4. Agnipath Scheme: ଆଜି କାନପୁରରେ ପ୍ରଥମ ଅଗ୍ନିବୀର ପରୀକ୍ଷା, ସୁରକ୍ଷା ବ୍ୟବସ୍ଥା କଡାକଡି

ଅଗ୍ନିପଥ ଯୋଜନାରେ ସାମିଲ ହେବା ପାଇଁ ଆଜି ଉତ୍ତରପ୍ରଦେଶର କାନପୁରରେ ପ୍ରଥମ ଥର ପରୀକ୍ଷା ଦେବେ ଆବେଦନକାରୀ ।

5. Agnipath Scheme: ବର୍ତ୍ତମାନ ସୁଦ୍ଧା 3.3 ଲକ୍ଷ ଆବେଦନ ଗ୍ରହଣ କରିଛି ଭାରତୀୟ ନୌସେନା

ଅଗ୍ନିପଥ ନିଯୁକ୍ତି ଯୋଜନାରେ ଜୁଲାଇ ୨୨ ସୁଦ୍ଧା ନୌସେନାରେ ମୋଟ 3,03,328 ଆବେଦନ ଗ୍ରହଣ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

6. Kargil Vijay Diwas: ଆଜି ଜମ୍ମୁ କଶ୍ମୀର ଗସ୍ତରେ ଯିବେ ରାଜନାଥ ସିଂ

କାର୍ଗିଲ ବିଜୟ ଦିବସ ପୂର୍ବରୁ ଆଜି ଜମ୍ମୁ କଶ୍ମୀର ଗସ୍ତରେ ଯିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

7. ଆଜମ ଖାନଙ୍କ ଜୀବନ ପ୍ରତି ବିପଦ, ମାଗିଲେ Z ଶ୍ରେଣୀ ସୁରକ୍ଷା

Z ଶ୍ରେଣୀ ସୁରକ୍ଷା ଫେରାଇବାକୁ ଯୋଗୀ ସରକାରଙ୍କୁ ନିବେଦନ କଲେ ସପା ନେତା ଆଜମ ଖାନ ।

8. ବନ୍ୟାଞ୍ଚଳ ପରିଦର୍ଶନ କଲେ ନବରଙ୍ଗପୁର ସାଂସଦ

ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ।

9. ମରଣଜନ୍ତା ପାଲଟିଛି NH-55, ମରାମତି ଦାବିରେ 6 ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ

ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ତୁରନ୍ତ ମରାମତି ଦାବିରେ ଆଜି (ରବିବାର) ଅନୁଗୋଳ ଓକିଲ ସଂଘ ପକ୍ଷରୁ ୬ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରାଯାଇଛି ।

10. ରୁପା ଜିତିଲେ ସୁନାପୁଅ ନୀରଜ, ଛୁଟିଲା ଶୁଭେଚ୍ଛା ସୁଅ

ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌବର ଆଣିଛନ୍ତି ଟୋକିଓ ଅଲମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରା । ଏହା ପରେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.