ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 28, 2022, 11:04 AM IST

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. India Corona: ଦିନକରେ 2685 ସଂକ୍ରମିତ ଚିହ୍ନଟ, 33 ମୃତ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,685 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 2,685 fresh Covid Cases) । ଦିନକରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି ।

2. ନାତୁଣୀ ବୋହୂ ଆଣିଲା ଅସଦାଚରଣ ଅଭିଯୋଗ, ଜୀବନ ହାରିଲେ ଉତ୍ତରାଖଣ୍ତ ପୂର୍ବତନ ମନ୍ତ୍ରୀ

ଉତ୍ତରାଖଣ୍ଡ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା ଆତ୍ମହତ୍ୟା କରିଛନ୍ତି । ନିଜ ନାତୁଣୀ ବୋହୂଙ୍କୁ ଅସଦାଚରଣ କରିବା ନେଇ ଥାନାରେ ଅଭିଯୋଗ କରିବାର ତିନିଦିନ ପରେ ଗତକାଲି (ଶୁକ୍ରବାର) ଉତ୍ତରାଖଣ୍ଡର ହଲଦୱାନୀ ସ୍ଥିତ ବାସଭବନରେ ରାଜେନ୍ଦ୍ର ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି ।

3. Cylinder Blast In Andhra: ଗ୍ୟାସ ସିଲିଣ୍ତର ଫାଟି ଭୁଶୁଡିଲା ଛାତ, ଚାଲିଗଲା 4 ଜୀବନ

ଆନ୍ଧ୍ର ପ୍ରଦେଶ ଅନନ୍ତପୁର ଜିଲ୍ଲାର ମୁଲାଖାଲେନ୍ଦୁ ଗାଁ(Mulakaledu Village)ରେ ଅଘଟଣ । ଗ୍ୟାସ ସିଲିଣ୍ତର ଫାଟି ବିସ୍ଫୋରଣ ହେବାରୁ ଭୁଶୁଡିଲା ଛାତ ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।

4. ଛାତ୍ରରୁ ରାଜେଶ ପାଲଟିଗଲା ଦୁର୍ଦ୍ଦାନ୍ତ ଅପରାଧି, ୩ ବର୍ଷରେ ୨୫ କେସ୍

ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ ପରେ ଚକରା ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧି ରାଜେଶକୁ ରିମାଣ୍ଡରେ ଆଣିଛି ପୋଲିସ । ମାତ୍ର ୨୮ବର୍ଷ ବୟସରେ ପୋଲିସ ରେକର୍ଡରେ ଏଯାବତ ରହିଛି ୨୫ଟି କେସ ।

5. ରୋଲ୍ ତିଆରିକୁ ନେଇ ଗଣ୍ଡଗୋଳ, ଫାଷ୍ଟଫୁଟ ଦୋକାନୀଙ୍କ ହାତ ହାଣିଲେ ଦୁର୍ବୃତ୍ତ

ପୂର୍ବ ଶତ୍ରୁତାକୁ ନେଇ ସୁନ୍ଦରପଦା ବୋତଣ୍ଡା ଛକ ଫାଷ୍ଟ ଫୁଡ ଦୋକାନରେ ଦୁର୍ବୃତ୍ତଙ୍କ ଆକ୍ରମଣ । ଫାଷ୍ଟଫୁଡ଼ ଦୋକାନୀଙ୍କ ହାତ ହାଣିଲେ ଦୁର୍ବୃତ୍ତ ।

6. Menstrual Hygiene Day: ଋତୁସ୍ରାବ ଲଜ୍ଜାକର କଥା ନୁହେଁ, ଏହା ହିଁ ନାରୀର ବିଶେଷତ୍ବ

ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା । ଏହା କୌଣସି ଲଜ୍ଜାକର ବିଷୟ ନୁହେଁ, ବରଂ ଜଣେ ନାରୀ ପାଇଁ ଜରୁରୀ । ଏହା ବିନା ନାରୀଟି ମାଆ ହେବା ଅସମ୍ଭବ । ମାତ୍ର ଆଜି ବି ଏ ସମ୍ପର୍କରେ ମହିଳା କଥା ହେବାକୁ ସଙ୍କୁଚିତ ମନେ କରୁଥିବା ବେଳେ ଅସ୍ବଚ୍ଛ କପଡା ଆଦି ବ୍ୟବହାର କରୁଛନ୍ତି । ଏଭଳି ସ୍ଥିତିରେ ମହିଳା ଓ ସମାଜକୁ ସଚେତନ କରିବା ପାଇଁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳିତ ହେଉଛି । ଜାଣନ୍ତୁ କଣ ରହିଛି ଦିବସର ମହତ୍ତ୍ବ ?

7. Petrol-Diesel Price: ଜାଣନ୍ତୁ କେଉଁଠି କେତେ ?

ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଯାହା ଗାଡି ଚାଳକଙ୍କୁ ଆଶ୍ବସ୍ତି ଦେଇଛି । ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

8. Vegetable Price Today: ବ୍ରହ୍ମପୁରରେ ୧୦୦ ଛୁଇଁଲା ପୋଟଳ ଦର

ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ତେବେ ଆସନ୍ତୁ ଜାଣିବା ଆଜି ଓଡ଼ିଶା ବଜାରରେ ପରିବା ଦର କେତେ ରହିଛି ?

9. ରାଜନେତାରୁ ଅଭିନେତା, କନ୍ନଡ ଫିଲ୍ମରେ କୋଚ ଭୂମିକାରେ ନଜର ଆସିବେ କର୍ଣ୍ଣାଟକ ରାଜ୍ୟ BJP ସଭାପତି

କନ୍ନଡ଼ ଚଳଚିତ୍ରରେ ନଜର ଆସିବେ କର୍ଣ୍ଣାଟକ ବିଜେପି ରାଜ୍ୟ ସଭାପତି ଆନ୍ନାମଲାଇ । ଆରବୀ ନାମକ କନ୍ନଡ଼ ଫିଲ୍ମରେ ଜଣେ ସ୍ବିମିଂ(ସନ୍ତରଣ) କୋଚ୍‌ ଭୂମିକାରେ ଅଭିନୟ କରିଛନ୍ତି ଆନ୍ନାମଲାଇ ।

10. IPL 2022: ଜୋସ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, RCBକୁ ହରାଇ ଫାଇନାଲରେ RR

ଜୋସ ବଟଲରଙ୍କ ବିସ୍ଫୋରକ ଶତକ ବଳରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କଲା ରାଜସ୍ଥାନ ରୟାଲ୍ସ । ୭ ଓ୍ବିକେଟରେ ଧୂଳିସାତ ହେଲା ବାଙ୍ଗାଲୋରର ଫାଇନାଲ ସ୍ବପ୍ନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.